ଦେଶ- ବିଦେଶ

ଯେତେବେଳେ ଶିବ ଲିଙ୍ଗକୁ ଉଠାଇବାକୁ ନିର୍ଦ୍ଦେଶ ଦେଲେ ଜଜ୍ ସେତେବେଳେ କିଛି ହେଲା ଏମିତି ଯାହାକୁ ଦେଖି ସମସ୍ତଙ୍କ ହୋସ ଉଡ଼ିଗଲା

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ଗୋଟିଏ ଶିବ ଲିଙ୍ଗ ବାହାରିଥିଲା ।
Special report
ଆଉ ଏହା ମାଟିରୁ ବାହାରି ଆସିଥିଲା । କୋର୍ଟ ଆଦେଶ ଦେଇଥିଲେ ଏହି ଶିବ ଲିଙ୍ଗକୁ ହଟାଇବା ପାଇଁ । ଏଭଳି କିଛି ଖବର ଆସିବା ପରେ ଏବେ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ଆଦେଶ ଦେବା ପରେ କୋର୍ଟ ଭିତରେ ଘଟିଥିଲା ଏଭଳି ଅଘଟଣ । ଆଉ କୋର୍ଟ ଭିତରେ ଜଜ୍ ବେହୋସ୍ ହୋଇ ଯାଇଥିଲେ । ଶିବ ଭଗବାନ ସହଜରେ ପ୍ରସନ୍ନ ହୋଇଥାନ୍ତି । ଆଉ ସେ ରାଗିଲେ ଏଭଳି ଅନେକ କିଛି କରିଥାନ୍ତି ଯାହାର ଫଳ ବହୁତ ଭୟଙ୍କର ଅଟେ । ଅନିଷ୍ଟ ହୋଇ ଯାଇଥାଏ ।
Special report
କୋଲକତା ହାଇକୋର୍ଟରେ ଘଟିଥିଲା ଏହି ଘଟଣା । ଗତକାଲି ଭୂମି ବିବାଦ ମାମଲାରେ ଶୁଣାଣି ହେଉଥିଲା । ଆଉ ଦୁଇ ଓକିଲ ଉଭୟ ପକ୍ଷରୁ ଅନେକ କଥା କହିଥିଲେ । ଆଉ ସବୁ ସମସ୍ତେ ଶୁଣିବା ପରେ କିଛି ଏଭଳି ନିଷ୍ପତି ନେଇଥିଲେ କୋର୍ଟ ।
କୋର୍ଟ ଆଦେଶ ଦେଇଥିଲେ କି ଏହି ଶିବ ଲିଙ୍ଗ ଭୂମି ଭିତରେ ଅଛି ଅର୍ଥାତ୍ ଭୂମିରୁ ବାହାରିଛି ଆଉ ଏହାକୁ ଉଠା ଯାଉ । କୋର୍ଟ ଏହି ଆଦେଶ ଦେବା ପରେ ସଙ୍ଗେ ସଙ୍ଗେ ଜଜ୍ ଅଚେତ୍ ହୋଇ ପଡ଼ିଥିଲେ । ଆଉ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
Special Report
ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ଆପଣମାନେ ସମସ୍ତେ ଏହି ଖବର ଶୁଣିଲେ ବି ମନରେ ଅନେକ କଥା ଭାବିବେ । ଏହି ଘଟଣା ଘଟିବା ପରେ କୋର୍ଟ ବିଚାରପତି ଏହି ପ୍ରସଙ୍ଗରେ କହିବାକୁ ମନା କରିଲେ । ଆଉ ସେ ଏହି ପ୍ରସଙ୍ଗ ବିଷୟରେ ଆଲୋଚନା କରିଲେ ନାହିଁ ।
ପଶ୍ଚିମବଙ୍ଗର ମୁର୍ଶିଦାବାଦପୁରରେ ରହୁଥିବା ଲୋକଙ୍କ ମଧ୍ୟରେ ଏହି ଘଟଣା ଚାଲିଥିଲା । ଗୋବିନ୍ଦ ମଣ୍ଡଳ ଶିବ ଲିଙ୍ଗକୁ ଭୂମିରେ ସ୍ଥାପନ କରିଥିଲେ ବୋଲି ଅଭିଯୋଗ କରିଥିଲେ ବିପକ୍ଷ ପକ୍ଷ । ଆଉ ଏହାପରେ କୋର୍ଟରେ ଏହି ମାମଲା ଚାଲିଥିଲା ।
ଏହାପରେ ଏହି ଘଟଣାର ତଦନ୍ତ ଆଉ ଉଭୟ ପକ୍ଷର ରାୟ ଶୁଣିବା ପରେ ଏହି ଘଟଣା ଉପରେ ଜଜ୍ ରାୟ ଦେଇଥିଲେ ଶିବ ଲିଙ୍ଗକୁ ହଟାଇବା ପାଇଁ । ଏହାପରେ ଏଭଳି ରାୟ ଦେବା ପରେ ଜଜ୍ ଅଚେତ୍ ହୋଇ ପଡ଼ିଥିଲେ । ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସୁଛି । ଆଉ ଏହି ପ୍ରସଙ୍ଗରେ କୋର୍ଟ କିଛି ରାୟ ନ ଦେବାକୁ କହିଥିଲା ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button