ଜ୍ୟୋତିଷ

ଆସିଗଲାଣି ଶେଷ ସମୟ ! ମାଳିକା ଅନୁସାରେ ଏହି ଏହି ସଂକେତ ରୁ ଜଣା ପଡ଼ିଯିବ କି କେବେ ଧ୍ଵଂସ ହେବ ପୃଥିବୀ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସତ୍ୟ କଳିଯୁଗରେ ଅପଶାରିତ ହୋଇ ଯିବ। ଏହି କଳିଯୁଗ ଧ୍ଵଂସ ହେବାକୁ ବେଇ ଅନେକ ସାଧୁ ଗଣ ଅନେକ ପ୍ରକାରର କଥା କହିଛନ୍ତି।
Special report
ମାଳିକା ରେ ମଧ୍ୟ କୁହା ଯାଇଥିବା ଅନେକ କଥା ଦିନକୁ ଦିନ ସତ୍ୟ ପ୍ରତିତ ହେବାରେ ଲାଗିଛି। ଆମେ ଏବେ ଆପଣଙ୍କୁ ସେଭଳି ଏକ ସାଧୁ ଙ୍କ ବାଣୀ ସମ୍ପର୍କରେ କହିବାକୁ ଯାଉଛୁ ଯାହାଙ୍କ ବାଣୀ ମଧ୍ୟ ଦିନକୁ ଦିନ ସତ ହେବାରେ ଲାଗିଛି।
ସାଧୁ ଜଣକ କହିଥିଲେ କି ଆମେ ପଢ଼ୁଚେ ଆଉ ଜାଣୁଛେ କି ମିଥ୍ୟା ଟା ପାପ ବୋଲି ଏହା ସତ୍ତ୍ୱେ ମଧ୍ୟ ଆମେ ମିଥ୍ୟା କୁ ଆଗ୍ରହର ସହକାରେ ଗ୍ରହଣ କରୁଛେ। କାହିଁକି ନା କଳିଯୁଗ ରେ ସତ ନଷ୍ଟ ହୋଇ ଯିବ।
ବ୍ରାହ୍ମଣ, ବୈଷ୍ୟ, ଶୁଦ୍ର , କ୍ଷେତ୍ରୀୟ ଏଭଳି ସମସ୍ତଙ୍କ ଧର୍ମ ବାଡ଼ ମଧ୍ୟ ନଷ୍ଟ ହୋଇ ଯିବ। କିଏ ବ୍ରାହ୍ମଣ,ବୈଷ୍ୟ, ଶୁଦ୍ର ଓ କ୍ଷେତ୍ରୀୟ ଏହି ସମ୍ପର୍କରେ କେହି ହେଲେ ମଧ୍ଯ କିଛି କଥା ଜାଣି ପାରିବେ ନାହିଁ। ଏହାର ପ୍ରମାଣ ମଧ୍ଯ ଅଚ୍ୟୁତାନନ୍ଦ ଦେଇଛନ୍ତି।
Special report
ଅଚ୍ୟୁତ ନନ୍ଦ ଦାସ ଏହା ମଧ୍ୟ କହିଛନ୍ତି କି ବ୍ରାହ୍ମଣ ତାର ପେଟ ନପୋଷି ପାରିବାରୁ ସେ ଅନ୍ୟ ବ୍ୟବସାୟ କୁ ଗ୍ରହଣ କରିବ। ବୈଶ୍ୟ , ଶୁଦ୍ର, କ୍ଷେତ୍ରୀୟ ନିଜ ନିଜର ଧର୍ମ ଓ କର୍ମ କୁ ମଧ୍ୟ ସେମାନେ ନଷ୍ଟ କରିଦେବେ।
ବ୍ରାହ୍ମଣ ମାନେ ମଧ୍ୟ ଲୋଭୀ ହୋଇ ଯିବେ। ଯେଉଁ ବ୍ରାହ୍ମଣ ଦିନ ଥିଲା ଆଧ୍ୟାତ୍ମିକ ବାଣୀ ଦେଉଥିଲେ। ଆଧ୍ୟାତ୍ମିକ ଚେତାବନୀ ଦେଉଥିଲେ ଦିନ ଆସିବ ସେମାନେ ମଧ୍ୟ କୁ କର୍ମରେ ଲିପ୍ତ ହୋଇ ଯିବେ।
Special report
କଳିଯୁଗ ର ବ୍ୟକ୍ତି ମାନେ ମଧ୍ୟ ନାରୀ ମାନଙ୍କର ବଶବର୍ତ୍ତୀ ହେବେ। ଆଉ ନାରୀ ଯାହା କହିବେ ପୁରୁଷ ମଧ୍ୟ ତାହା କରିବେ। ନାରୀ ମାନଙ୍କୁ ପ୍ରଳୟଙ୍କରୀ ବୋଲି ବିବେଚନା କରା ଯାଇଛି। ମାତ୍ର ଏହି ପୁରୁଷ ମାନେ ଜାଣିଶୁଣି ନାରୀ ମାନଙ୍କ ବଶବର୍ତ୍ତୀ ହେବେ।
ଏଭଳି ଅନେକ କଥା କୁହା ଯାଇଛି ଯାହାକି ହେଉଛି କଳିଯୁଗ ର ସଙ୍କେତ ଏବେ ମଧ୍ୟ ଏହାସବୁ ଦିନକୁ ଦିନ ସତ୍ୟ ପ୍ରତୀତ ହେବାରେ ଲାଗିଛି ଆଉ ଏଥିରୁ ଜଣା ପଡୁଛି କି ଖୁବ୍ ଶୀଘ୍ର ପୃଥିବୀ ଧ୍ଵଂସ ହେବାକୁ ଯାଉଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button