ଦେଶ- ବିଦେଶ

ଛି ଛି ଅଫିସ ରେ ଯୁବତୀ ସହ ଖରାପ କାମ ହୋଇଗଲେ ଅଫିସର

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଆପଣମାନେ ସବୁ ପ୍ରକାରର ଏବଂ ସବୁ ଅଞ୍ଚଳର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଏଭଳି ଅନେକ ଖବର ଆସିଥାଏ ସରକାରୀ ଅଫିସର ବାବୁମାନଙ୍କୁ ନେଇ । ସରକାରୀ ଅଫିସରମାନେ ଏଭଳି କିଛି କାମ କରିଥାନ୍ତି ଯାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏଭଳି କିଛି ନିନ୍ଦନୀୟ କାମ ସେମାନେ କରିଥାନ୍ତି ଯାହାର ଭିଡିଓ ଆପଣମାନେ ଦେଖିଥିବେ ।
ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । ସରକାରୀ ଅଫିସର ବାବୁଙ୍କ ରାସଲୀଳାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏବେ ଏହି ଭିଡିଓରେ ସରକାରୀ ବାବୁ ଜଣକ ରାସଲୀଳା କରୁଛନ୍ତି । ତାଙ୍କ ପାଖରେ ମଦ ସହ ଯୁବତୀ ବି ଅଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ଗଦାଶିଳା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟରେ ଚାଲିଥିଲା ରାସଲୀଳା ।
ଅଫିସ ଆଗରେ ଏକ ସ୍କୁଟି ଅଛି । ଆଉ ଅଫିସ ଟେବୁଲ୍ ଉପରେ ଭ୍ୟାନିଟି ବ୍ୟାଗ୍ । ଆଉ ଦିନ ଦ୍ୱିପ୍ରହର ସମୟରେ ଅଫିସ ରୁମରେ ମଦ ନିଶାରେ ଶୋଇଛନ୍ତି ଆରଆଇ ବାବୁ ।
ଫ୍ୟାନ ଚାଲିଛି ଏବଂ ଝରକା କବାଟ ଖୋଲା ଅଛି । ଆଉ ଦିନ ଦ୍ୱିପ୍ରହର ସମୟରେ ଚାଲିଛି ରାସଲୀଳା । ଏହି ଭିଡିଓରେ ଆପଣମାନେ ଏହା ଦେଖିପାରିବେ । ଏହି ଅଫିସ ପାଲଟି ଯାଇଛି ବେଶ୍ୟାଳୟ । ନିଜ କାମ ଆଉ ଇଜ୍ଜତ କଥା ଭୁଲି RI ବାବୁ ଏଭଳି କାମ କରୁଛନ୍ତି ।
ଏହି ସମ୍ପର୍କରେ RI ବାବୁଙ୍କ ପ୍ରତିକ୍ରିୟା ନେବା ସମୟରେ ସେ କହୁଛନ୍ତି ସେ କିଛି ଜାଣିନାହାନ୍ତି । ଆଉ ସେ ଏଭଳି କାମ କରିନାହାନ୍ତି । ଅଫିସ ଝରକା ପଟେ ଗଦା ହୋଇଛି ମଦ ବୋତଲ । ଯାହା ଏହିସବୁ କାମକୁ ପ୍ରମାଣ କରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button