ରାଜ୍ୟ

ଯଦି ଆପଣ ଧନତେରସ ରେ ଆଣିବେ ଏହି ସବୁ ଜିନିଷ ତାହାଲେ ମା ଲକ୍ଷ୍ମୀ କରିବେ ଆପଣ ଙ୍କ ଉପରେ ବିଶେଷ କୃପା

ନମସ୍କାର ପାଠକ ବନ୍ଧୁ।ଏବେ ପୂଜା ପାର୍ବଣ ର ଚାଲିଛି।ସମସ୍ତେ ଇଚ୍ଛା କରି ଥାଆନ୍ତି ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ କରିବା ପାଇଁ।ଆଗକୁ ଧନତେରସ ପର୍ବ ରହିଛି।ଲୋକ ଙ୍କ ମଧ୍ୟ ରେ ବିଶ୍ଵାସ ରହିଛି କି ଏହି ଦିନ ଘର କୁ ଯେ କୌଣସି ଜିନିଷ କିଣି ଆଣନ୍ତୁ।
ଏହା ଦ୍ବାରା ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି ହେବ।ନିଜ ଘର ଧନ ଧାନ୍ୟ ରେ ପୁରୀ ଉଠିବ।ଆହୁରି ମଧ୍ୟ କୁହା ଯାଏ ଯେ ଏହି ଦିନ ମା ଲକ୍ଷ୍ମୀ ଙ୍କୁ ପୂଜା କଲେ ସୌଭାଗ୍ୟ ମିଳି ଥାଏ।ଆଜି ଆମେ ସେହି ଧନ ତେରସ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଏଥିରେ ଆମେ ଆପଣ ଙ୍କୁ କହିବୁ କେଉଁ କେଉଁ ଜିନିଷ ଏହି ଧନ ତେରସ ରେ ଆପଣ ମାନେ କିଣିବେ।ପ୍ରଥମ ରେ ଯଦି ଆପଣ ଧନ ତେରସ ଦିନ କଇଁଚ ର ମୁଦି ଅନାମିକା ଆଙ୍ଗୁଠି ରେ ପିନ୍ଧିବେ ତେବେ ମା ଲକ୍ଷ୍ମୀ ଆପଣ ଙ୍କ ଉପରେ କୃପା କରିବେ।
Special report
ପିତଳ ଜିନିଷ ମଧ୍ୟ ଲଗାଇ ପାରିବେ।ଏହି ବର୍ଷ ନଭେମ୍ବର ୧୧ ତାରିଖ ରେ ମା ଲକ୍ଷ୍ମୀ ଙ୍କ ଧନ ତେରସ୍ ପର୍ବ ପଡ଼ୁଚି।ଆପଣ ସେଦିନ ଘର କୁ ମା ଲକ୍ଷ୍ମୀ ଓ ଗଣେଶ ଙ୍କ ମୂର୍ତ୍ତି ମଧ୍ୟ ଘର କୁ ଆଣି ପାରିବେ।
ତୃତୀୟ ରେ ହେଉଚି ଏହି ଧନ ତେରସ ଦିନ ଘର କୁ ମୟୂର ପୁଚ୍ଛ ଆଣନ୍ତୁ।ଏହା ଠାକୁର ଘରେ ରଖି ପୂଜା କରନ୍ତୁ।ଏହା ଛଡା ଘର କୁ ଶଙ୍ଖ ମଧ୍ୟ ଆଣିବା ଶୁଭ ହୋଇ ଥାଏ।
ଆମ ଧର୍ମ ରେ ଶଙ୍ଖ ହେଉଛି ଏକ ପବିତ୍ର ଜିନିଷ।ଯାହାକୁ କି ଆମେ ଘରେ ପୂଜା କରୁ।ସେଥିପାଇଁ ଏହି ପର୍ବ ରେ ଶଙ୍ଖ କୁ ଘର କୁ ଆଣନ୍ତୁ।ଏହା ବ୍ୟତୀତ ଆପଣ ଏହି ଦିନ ଘର କୁ ମା ଲକ୍ଷ୍ମୀ ଙ୍କ ପାଦୁକା ନେଇ ଆସନ୍ତୁ।ଓ ପଦ୍ମ ଫୁଲ ଆଣନ୍ତୁ।ଘର କୁ ଆପଣ ମାନେ ଏପରି ଜିନିଷ ଆଣିଲେ ଘର ପ୍ରତି ଶୁଭ ହେବ।
ଯାହା ବି ଏହି ଦିନ ଆଣିବେ ତାହାକୁ ଦୀପାବଳୀ ଦିନ ପୂଜା କରିବେ।ଏହା ଦ୍ବାରା ଆପଣ ଙ୍କ ପରିବାର ରେ ସୁଖ ଶାନ୍ତି ଭରି ଯିବ।ଆଉ ରୋଗ ବିପତ୍ତି ମଧ୍ୟ ଆସିବ ନାହିଁ ବୋଲି କୁହା ଯାଇ ଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button