ଦେଶ- ବିଦେଶ

୨୬ ବୟସରେ ୨୨ ସନ୍ତାନର ମା ଦେଖନ୍ତୁ ସ୍ଵାମୀଙ୍କ ଠୁ ଆଶା କରିଛନ୍ତି ୧୦୫ ସନ୍ତାନ ଦେଖନ୍ତୁ ଏହି ଆଶ୍ଚର୍ୟ୍ଯ ଜନକ ଖବର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି। ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।
Special report
ଏବଂ ଇଣ୍ଟରନେଟ ର ବ୍ୟବହାର ବୁଢ଼ା ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ମାନେ ମଧ୍ୟ ବ୍ୟବହାର କରୁଛନ୍ତି। ତେବେ ବନ୍ଧୁଗଣ ସବୁ ମହିଳାଙ୍କ ଲାଗି ମା’ ହେବା ଏକ ବଡ ସ୍ୱପ୍ନ ହୋଇଥାଏ।
କିନ୍ତୁ ଏହି ସ୍ୱପ୍ନ ପୂରଣ ହେବା ସମସ୍ତଙ୍କ ଲାଗି ଏତେ ସହଜ ହୋଇ ନ ଥାଏ। ମାନସିକ ଠାରୁ ଆରମ୍ଭ କରି ଶାରୀରିକ ପର୍ଯ୍ୟନ୍ତ ଏହି ସମୟରେ ଜଣେ ମହିଳା ବିଭିନ୍ନ ସମସ୍ୟା ଦେଇ ଗତି କରିଥାଏ।
Special report
ଏହି କାରଣରୁ ଆଜି କାଲି ମହିଳା ମାନେ ଗୋଟିଏ ଠାରୁ ଅଧିକ ସନ୍ତାନ ଚାହୁଁ ନାହାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଜଣେ ଋଷୀୟ ମହିଳା ଗୋଟିଏ କି ଦୁଇଟି ସନ୍ତାନ ନୁହଁନ୍ତି ଏକା ୨୨ ସନ୍ତାନର ଜନନୀ ଅଟନ୍ତି।
Special report
ଆହୁରି ଆଶ୍ଚର୍ଯ୍ୟର କଥା ଏହି ମହିଳାଙ୍କ ବୟସ ମାତ୍ର ୨୬ ବର୍ଷ। ୨୬ ବର୍ଷ ବୟସର ଜଣେ ମହିଳା ୨୨ଟି ସନ୍ତାନର ମା। ଏହି ମହିଳାଙ୍କ ନାମ କ୍ରିଷ୍ଟିନା ଓଜଟର୍କ ଯିଏ କି ଜର୍ଜିଆ ରେ ରୁହନ୍ତି। ଏବେ ତାଙ୍କର ୨୨ ଜଣ ସନ୍ତାନ ଅଛନ୍ତି।
କ୍ରିଷ୍ଟିନାଙ୍କ ସବୁଠାରୁ ବଡ଼ ଝିଅର ବୟସ ୮ ବର୍ଷ। ଯାହାକୁ ସେ ସ୍ଵଭାବିକ ପ୍ରକ୍ରିୟାରେ ଜନ୍ମ ଦେଇଥିଲେ। କିନ୍ତୁ ଏହାପରେ ସେ ସମସ୍ତେ ୨୧ ସନ୍ତାନ ସରୋଗେସି ସହାୟତାରେ ଜନ୍ମ ଦେଇଛନ୍ତି। ଏହି ୨୧ ସନ୍ତାନ ମଧ୍ୟରୁ ୨୦ ସନ୍ତାନ ୨୦୨୦ ରେ ଜନ୍ମ ହୋଇଛନ୍ତି।
Special report
୨୦୨୧ ରେ ସେ ସବୁଠାରୁ ଛୋଟ କନ୍ୟା ଓଲିଭିୟା ଙ୍କୁ ସ୍ଵାଗତ କରିଥିଲେ। କ୍ରିଷ୍ଟିନା କହିଛନ୍ତି ସେ ତାଙ୍କ କୋଟିପତି ସ୍ଵାମୀଙ୍କ ଠାରୁ ୧୦୫ ସନ୍ତାନ ଚାହାନ୍ତି। କ୍ରିଷ୍ଟିନାଙ୍କ ସ୍ଵାମୀ ତାଙ୍କ ଠାରୁ ୩୨ ବର୍ଷ ବଡ଼ ଓ ତାଙ୍କ ବୟସ ୫୮ ବର୍ଷ।
ଚଳିତ ବର୍ଷ ଫେବୃୟାରୀ ରେ କ୍ରିଷ୍ଟିନା ଏକ ପୁସ୍ତକ ଲଞ୍ଚ କରିଥିଲେ। ଯେଉଁଥିରେ ସେ ମେଗା ମୋମ ହେବାର ଅନୁଭବ ସେୟାର କରିଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button