ଜ୍ୟୋତିଷ

ମାଳିକା କଥା ଗୋଟି ଗୋଟି ହେଲା ସତ ଦେଖନ୍ତୁ ଶଶୁର ସହ ଶୋଇଲା ବୋହୂ ଦେଖନ୍ତୁ ଏବେ ଆସିଲା ସର୍ବନାଶ ସମୟ

ନମସ୍କାର ପାଠକ ବନ୍ଧୁ।କୁହା ଯାଏ ନାରୀ ଙ୍କ ପାଇଁ ସୃଷ୍ଟି ଆରମ୍ଭ ଓ ନାରୀ ଙ୍କ ପାଇଁ ସୃଷ୍ଟି ର ବିନାଶ।ଏହା ସମ୍ପୂର୍ଣ୍ଣ ରୂପେ ସତ୍ୟ କଥା।ନାରୀ ମାନଙ୍କ ମାୟା ସ୍ଵୟଂ ଭଗବାନ ମଧ୍ୟ ବୁଝି ପାରି ନ ଥିଲେ।ଆଉ ଆମେ ହେଉଚୁ ସାମାନ୍ୟ ମଣିଷ।ସମସ୍ତେ ଜାଣି ଥିବେ ମହାପୁରୁଷ ଙ୍କ ବାଣୀ କେବେ ଅସତ୍ୟ ହୁଏ ନାହିଁ।
Special report
ସେମାନେ ମାଳିକା ରେ ଯାହା ଯାହା ଲେଖି ଯାଇଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହେଉଛି।କଳିଯୁଗ ର ନାରୀ ମାନଂକ ବିଷୟ ରେ ମାଳିକା ରେ ଅନେକ କଥା ଲେଖା ହୋଇ ରହିଛି।ଆଜି ଆମେ ସେ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ବର୍ତ୍ତମାନ ର ନାରୀ ମାନେ କିଭଳି ହେଉଛନ୍ତି ଆପଣ ମାନେ ସମସ୍ତେ ଜାଣି ଥିବେ।ନିଜ ସ୍ଵାମୀ ଥାଉ ଥାଉ ପର ପୁରୁଷ ଙ୍କ ସହିତ ପ୍ରେମ କରି ଘରୁ ଚାଲି ଯାଉଛନ୍ତି।ଓ ଭୁଲି ଯାଉଛନ୍ତି ନିଜ ଜନ୍ମ କଲା ପୁଅ ଝିଅ ଙ୍କୁ।ପର ପୁରୁଷ ଙ୍କ ପ୍ରେମ ରେ ଏତେ ପାଗଳ ହୋଇ ଯାଉଛନ୍ତି କି ନିଜ ମାନ ସମ୍ମାନ କଥା ଭୁଲି ଯାଉଛନ୍ତି।
Special report
କେଶ ମୁକୁଳା କରି ଚାରି ଆଡେ଼ ଘୁରି ବୁଲୁଛନ୍ତି।ବଡ ମାନଙ୍କ ପ୍ରତି ଭକ୍ତି ସାନ ମାନଙ୍କ ପ୍ରତି ଭଲ ବ୍ୟବହାର ଆଉ ଦେଖାଉ ନାହାଁନ୍ତି।ନିଜ ସ୍ବାର୍ଥ ପାଇଁ ସେମାନେ କିଛି ବି କରି ଦେଉଛନ୍ତି।
Special report
ମାଳିକା ରେ ଲେଖା ହୋଇଛି ଯେ କଳିଯୁଗ ର ନାରୀ ମାନେ ଭଲ ମନ୍ଦ ର ବିଚାର ଛାଡି କୁ ପଥ କୁ ଗ୍ରହଣ କରିବେ।ନିଜ ପରିବାର ସ୍ଵାମୀ ଓ ପିଲା ଙ୍କୁ ଛାଡି ପର ପୁରୁଷ ଙ୍କ ପ୍ରେମ ରେ ପାଗଳ ହେବେ।ଗୁରୁଜନ ମାନଙ୍କ ପ୍ରତି ତାଙ୍କ ମନ ରେ ଭକ୍ତି ରହିବ ନାହିଁ।
ସବୁବେଳେ କେଶ ମୁକୁଳା କରି ଘୁରି ବୁଲିବେ।କିନ୍ତୁ ଏହା ଠିକ୍ ନୁହେଁ। କେଶ ମୁକୁଳା କରିବା ଆମ ସଂସ୍କୃତି ରେ ଗ୍ରହଣ କରା ଯାଏ ନାହିଁ।ହେଲେ ଆଜିର ନାରୀ ମାନେ ଏହା ବୁଝିବାକୁ ଅକ୍ଷମ।
Special report
ବାର ଅବାର କେହି ବି ମାନି ବେନି।ନିଜ ମନ ଇଚ୍ଛା କାମ କରିବେ ଓ ଠାକୁରଙ୍କୁ ବି ଭୁଲି ଯିବେ।ନିଜ ଶିକ୍ଷା ସଂସ୍କାର କୁ ପାଦ ରେ ଆଡେଇ ଦେବେ।ଓ ଛୋଟ ଛୋଟ ପୋଷାକ ପିନ୍ଧି ମଝି ରାସ୍ତା ରେ ଘୁରି ବୁଲିବେ।
ଜଣେ ମହିଳା ଅନେକ ପୁରୁଷ ଙ୍କୁ ନିଜ ପ୍ରେମ ରେ ପାଗଳ କରାଇବେ।ଯାହାକି ମାଳିକା ରେ ଲେଖା ହୋଇଛି।କଳିଯୁଗ ର ନାରୀ ମାନଂକ କ୍ଷେତ୍ର ରେ ଏ ସବୁ ଗୁଣ ଦେଖା ଯାଉ ଅଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button