ମନୋରଞ୍ଜନ

ବାଛନ୍ତୁ ଆପଣଙ୍କ ଜନ୍ମ ମାସ ଆଉ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଶ୍ୱତ ରହିବ କେମିତି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ଆପଣଙ୍କ ଜନ୍ମ ମାସ ହିଁ ଆପଣଙ୍କୁ କହିଥାଏ ଯେ ଆପଣଙ୍କ ସ୍ଵଭାବ କିଭଳି ରହିବ। ଆପଣଙ୍କ ଭବିଷ୍ୟତ ନିର୍ଦ୍ଧାରିତ ହୋଇଥାଏ ଆପଣଙ୍କ ଜନ୍ମ ମାସରୁ।
ଯେପରି ଜନ୍ମ ତାରିଖ ରେ ବହୁତ ମହତ୍ଵ ରହିଥାଏ। ସେହିଭଳି ଜନ୍ମ ମାସରେ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ରେ ବହୁତ ମହତ୍ଵ ରହିଥାଏ। ଆସନ୍ତୁ ଜନ୍ମ ମାସ କୁ ନେଇ ଭବିଷ୍ୟତ ସମ୍ବନ୍ଧରେ ଜାଣିବା।
Special report
ଜାନୁଆରୀ – ଆପଣ ଉଦାର ପ୍ରକୃତିର ହୋଇଥାନ୍ତି। ଆପଣ କାହାକୁ ଭି ନିଜର ମିତ୍ରା କ୍କାରୀ ଦେଇ ପାରନ୍ତି। ଆପଣଙ୍କ ଉଦାର ସ୍ଵଭାବ ପାଇଁ ସବୁ ଆପଣଙ୍କୁ ଖୁବ ପ୍ରଶଂସା କରି ଥାନ୍ତି।
ଆପଣ ଏକ ସୁନ୍ଦର ପ୍ରଜାପତି ଭଳି ଖୁବ କ୍ଖୋଲା ଓ ସୁନ୍ଦର ହୃଦୟର ହୋଇ ଥାନ୍ତି। ଆପଣଙ୍କୁ ସବୁ ପ୍ରକାର ଲୋକ ମାନେ ଭଲ ପାଆନ୍ତି।
ଫେବୃୟାରି – ଏମାନେ କ୍କିଛି ଏଭଳି ସ୍ଵଭାବ ର ହୋଇ ଥାନ୍ତି କି ଏମାନେ ଯଦି ଗୋଟେ ଘରେ ଥିବା ଭିଡ ଭିତରେ ପଶି ଥାନ୍ତି ତ ସେମାନଙ୍କୁ ସବୁ ବ୍ୟକ୍ତି ମାନେ ଦେଖି ଥାନ୍ତି। ଆପଣଙ୍କ ଆତ୍ମ ବିଶ୍ଵାଶ ଖୁବ।
ମାର୍ଚ୍ଚ – ଆପଣଂକୁ ହୁଏତ କଠିନ ପରିସ୍ଥିତିରୁ ବାହାରିବାର କୌଶଳ ଜଣା ନଥାଇ ପାରେ କିନ୍ତୁ ଆପଣ କେବେବି ହାର ମାନନ୍ତି ନାହିଁ। ଆପଣଙ୍କ ମନର ଉତ୍ସାହ ଆପଣଂକୁ ସଫଳତା ଆଡ଼କୁ ନେଇଯାଏ। ଆପଣ ନିଜର ଜୀବନକୁ ସୁଖମୟ କରିବାର ଭାବନା ରଖନ୍ତି।
Special report
ଏପ୍ରିଲ – ଆପଣ ବହୁତ ଭାବୁକ ବ୍ୟକ୍ତି ଅଟନ୍ତି। ଲୋକମାନେ ଆପଣଙ୍କର ଏହି କଥାକୁ ପ୍ରଶଂସା ମଧ୍ୟ କରନ୍ତି। ଆପଣ ନିଜର ଦୃଢ଼ ନିଶ୍ଚିତ ଦ୍ୱାରା ସବୁ କାର୍ଯ୍ୟ କରିଥାନ୍ତି। ଆପଣ ଯାହାଙ୍କୁ ଥରେ ଭଲ ପାଆନ୍ତି ତାଙ୍କୁ କେବେବି ଭୁଲି ପାରନ୍ତି ନାହିଁ ଓ ସର୍ବଦା ତାଙ୍କୁ ସାହାର୍ଯ୍ୟ ସହଯୋଗ କରିବାକୁ ଆଗେଇ ଯାଆନ୍ତି।
ମେ – ଆପଣ ଏପରି ବ୍ୟକ୍ତିତ୍ୱର ମଣିଷ ଯେ ଆପଣଙ୍କ ବ୍ୟକ୍ତିତ୍ୱ ଦେଖି ଅନେକ ଲୋକ ଆପଣଙ୍କୁ ଡ଼ରିଥାନ୍ତି କିନ୍ତୁ ଯେଉଁମାନେ ଆପଣଂକୁ ଜାଣିଥାନ୍ତି ସେ ଆପଣଂକୁ ସେହି ରୂପରେ ଭଲ ମଧ୍ୟ ପାଆନ୍ତି।
ଆପଣ ଏକ ସୁନ୍ଦର ସମ୍ପୁର୍ଣ୍ଣମୟ ବ୍ୟକ୍ତି ଅଟନ୍ତି। ଆପଣ ନିଜର ସାଙ୍ଗ ଓ ପରିବାର କୁ ସାହାର୍ଯ୍ୟ କରିବା ପାଇଁ କୌଣସି ବି ସ୍ତର କୁ ଯାଇପାରନ୍ତି।
ଜୁନ – ଏମାନେ ବହୁତ ଶାନ୍ତ ସ୍ଵଭାଵ ର ବ୍ୟକ୍ତି ଅଟନ୍ତି। ବହୁତ ସରଳ ବ୍ୟକ୍ତି ଅଟନ୍ତି। ଆପଣ ଲୋକମାନଙ୍କର ବ୍ୟକ୍ତିତ୍ୱ ସମ୍ପର୍କରେ ବହୁତ ଭଲ ଜାଣିପାରନ୍ତି। ଆପଣ ବହୁତ ଭଲ ଜୀବନସାଥୀ ମଧ୍ୟ ହୋଇଥାନ୍ତି।
Special report
ଜୁଲାଇ – ଆପଣଙ୍କ ସାହସ ବ୍ୟକ୍ତିତ୍ୱ ଆପଣଙ୍କ ଶକ୍ତିଶାଳୀ ଚରିତ୍ରକୁ ଦର୍ଶାଇଥାଏ। ଏହାର ଅର୍ଥ ଏହା ନୁହେଁ କି ଆପଣ ଦୟାଳୁ ନୁହନ୍ତି। ଆପଣ ନଡ଼ିଆ ପରି ବାହାରୁ ଟାଣ ହେଲେ ମଧ୍ୟ ଭିତରୁ ନରମ ହୋଇଥାନ୍ତି।
ଅଗଷ୍ଟ – ଆପଣ ମାନେ ବହୁତ ସଛୋଟ ଅଟନ୍ତି। ଆପଣଙ୍କ ମନୋବଳ ବହୁତ ଦୃଢ଼ ଅଟେ। ଆପଣ କୌଣସି ବ୍ୟକ୍ତିଙ୍କ ଉପରେ ସହଜରେ ବିଶ୍ବାସ କରନ୍ତି ନାହିଁ।
ସେପ୍ଟେମ୍ବର- ଆପଣଙ୍କର ସବୁ କଥାର ଗଭୀରତା ଜାଣିବାର ଜିଜ୍ଞାସା ଥାଏ। ଆପଣଙ୍କର ବିଚାର କରିବାର କ୍ଷମତା ଅଦ୍ଭୂତ ଅଟେ। ଆପଣ ଖୋଲା ଆଖିରେ ସ୍ୱପ୍ନ ଦେଖିବାକୁ ଭଲ ପାଆନ୍ତି।
ଅକ୍ଟୋବର-ଆପଣ କୌଣସି ପରିସ୍ଥିତିକୁ ନିଜର ଉର୍ଯା ଓ ବୁଦ୍ଧି ମାଧ୍ୟମରେ ସାମ୍ନା କରିଥାନ୍ତି। ଆପଣ କଠିନ ପରିସ୍ଥିତିରେ ମଧ୍ୟ ସଠିକ ନିର୍ଣ୍ଣୟ ନେଇଥାନ୍ତି। ଆପଣ ଉଦାର ଭାବର ଅଟନ୍ତି।
ନଭେମ୍ବର- ଆପଣଙ୍କ ମୁଣ୍ଡରେ କୌଣସି ନା କୌଣସି ବିଚାର ଚାଲିଥାଏ। ଆପଣଙ୍କ ବ୍ୟକ୍ତିତ୍ୱକୁ ବୁଝିବା କଷ୍ଟକର ହୋଇଥାଏ। ଆପଣଙ୍କ ଚିନ୍ତାଧାରା ସର୍ବଦା ଆକର୍ଷଣୀୟ ହୋଇଥାଏ।
ଡିସେମ୍ବର – ଆପଣ କେବେବି ଅଳ୍ପରେ ସନ୍ତୁଷ୍ଟ ହୋଇନଥାନ୍ତି। ଆପଣ ବହୁତ ଭାବୁକ ବ୍ୟକ୍ତି ଅଟନ୍ତି ଏବଂ ଏହି କଥା ଆପଣ କେବେବି ଲୁଚାନ୍ତି ନାହିଁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button