ଜ୍ୟୋତିଷ

ଶିବରାତ୍ରି ଆଗରୁ ବଦଳିଗଲା ବାବା ଆଖଣ୍ଡଳମଣିଙ୍କ ରୂପ ଦେଖନ୍ତୁ ବର୍ତ୍ତମାନ ପ୍ରଭୁଙ୍କୁ ନୂଆ ରୂପରେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Fg
ତେବେ ବନ୍ଧୁଗଣ ଶିବରାତ୍ରୀ ପୂର୍ବରୁ ନୂଆ ରୂପରେ ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି, ଦେଖିଲେ ଆଖି ଝଲସି ଉଠୁଛି। ଭଦ୍ରକ ଜିଲ୍ଲା ବାବା ଆଖଣ୍ଡଳମଣିଙ୍କ ଶ୍ରୀବିଗ୍ରହକୁ ରୁପାରେ ଛାଉଣି କରାଯାଇଛି।
ଭଦ୍ରକ ଗୁଜରାତି ମହାସଂଘ ପକ୍ଷରୁ ୧.୨୬ କ୍ୱିଣ୍ଟାଲ ରୁପା ଅଳଙ୍କାର ଦାନ କରାଯାଇଛି। ଭକ୍ତ ମାନଙ୍କ ଦୀର୍ଘଦିନର ଅପେକ୍ଷା ଶେଷ ହୋଇଛି। ଆଉ ଏହି ଶିବରାତ୍ରୀ ଠାରୁ ନୂଆ ରୁପରେ ଦର୍ଶନ ଦେବେ ବାବା ଅଖଣ୍ଡଳମଣି।
Tt
ପୁରା ରୂପାରେ ତିଆରି ହୋଇଛି ବାବା ଅଖଣ୍ଡଳମଣିଙ୍କ ବିଗ୍ରହ। ଭଦ୍ରକ ଜିଲ୍ଲା ବାବା ଅଖଣ୍ଡଳମଣିଙ୍କ ଶ୍ରୀଗ୍ରହକୁ ରୁପାରେ ଛାଉଣୀ କରାଯାଇଛି।ଭଦ୍ରକ ଗୁଜୁରାତି ମହସଂଘ ପକ୍ଷରୁ ୧ କୁଇଣ୍ଟାଲ ୨୬ କିଲୋର ଅଳଙ୍କାର ଦାନ କରଯାଇଛି। ଦୀର୍ଘ ପାଞ୍ଚମାସ ଧରି କଲିକତାର ଏକ ରୂପା କାରିଗର ପାଖରେ ତିଆରି କରାଯିବା ପରେ।
ପୀଠରେ ଆସି ପହଞ୍ଚିଛି ବାବା ଆଖଣ୍ଡଳମଣିଙ୍କ ଶିବିଗ୍ରହ୍। ଶିବରାତ୍ରୀ ଦିନ ହିଁ ମୁକ୍ତିମଣ୍ଡପରେ ବ୍ରହ୍ମାଙ୍କ ପକ୍ଷରୁ ପୁରା ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରାଯିବ। ଯାହାକୁ ଦେଖିବା ପାଇଁ ଭକ୍ତ ମାନେ ଅପେକ୍ଷା କରି ବସିଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button