ରାଜ୍ୟ

ଶ୍ରୀ ମନ୍ଦିର ଭିତରେ ପଶିଲେ ଦାଢ଼ି ରଙ୍ଗିଆ ମୁସଲିମ…ସମସ୍ତ ବାଂଲାଦେଶୀ ମୁସଲିମ ଙ୍କୁ ଅଟକ କଲେ ପୋଲିସ…

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଅଣ ହିନ୍ଦୁ ମାନେ ଶ୍ରୀ ମନ୍ଦିର ଭିତର କୁ ପ୍ରବେଶ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ତାହା ବର୍ତମାନ ସମୟରେ ତଦନ୍ତ ଚାଲିଛି।
ଗୁରୁତର ସହିତ ନେଲା ପୋଲିସ ପ୍ରଶାସନ।୯ ଜଣ ଅଣ ହିନ୍ଦୁ ଙ୍କ ମଧ୍ୟରୁ ଜଣେ ହିନ୍ଦୁ ହୋଇଥିବା ବେଳେ ଆଉ ସମସ୍ତେ ହେଉଛନ୍ତି ବାଂଲାଦେଶୀ।ସେମାନେ କିଭଳି ପୁରୀ ଆସିଲେ ଏବଂ ସେମାନଙ୍କର ପାସପୋର୍ଟ ଓ ଭିଜା ସଠିକ୍ ଅଛି କି ନାହିଁ ସେନେଇ ସ୍ଵତନ୍ତ୍ର ଟିମ୍ ସେମାନଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି।
Gy
ଆଗକୁ ଏଭଳି ଘଟଣା ଯେଉଁ ଭଳି ପୁନର୍ବାର ନ ଘଟେ ସେଥିପାଇଁ ଏକ ମେକାନିଜମ ଡେଭଲପମେଣ୍ଟ କରାଯିବ ବୋଲି କହିଛନ୍ତି ପୂରି ଏସ ପି।ତେଣୁ ଏତେ ସଂଖ୍ୟକ ଅଣ ହିନ୍ଦୁ ପ୍ରବେଶ କରିବା ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି।
୯ ଜଣ ବାଂଲାଦେଶୀ ତଥା ଅଣ ହିନ୍ଦୁ ଶ୍ରୀ ମନ୍ଦିର ଭିତରେ ବୁଲୁଥିବା ବେଳେ ଚାରି ଜଣ ଅଣ ହିନ୍ଦୁ ଭିତର କୁ ଯାଇ ମହାପ୍ରଭୁ ଙ୍କ ଦର୍ଶନ କରିବା ସହିତ ଆନନ୍ଦ ବଜାର ର ମହାପ୍ରସାଦ ଆଣିବା ପୁଣିଥରେ ଢିଲା ସୁରକ୍ଷା ବ୍ୟବସ୍ଥା କୁ ପଦା ରେ ପକାଇଛି।
Yu
ଶ୍ରୀ ମନ୍ଦିର ବର୍ତମାନ ହାଇ ସିକ୍ୟୁରିଟି ଜୋନ ରେ ଥିବା ବେଳେ ଏତେ ସଂଖ୍ୟକ ଅଣ ହିନ୍ଦୁ କିଭଳି ପ୍ରବେଶ କରିଲେ ତାକୁ ନେଇ ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାଂଲାଦେଶ ରୁ ଆସିଥିବା ୯ ଜଣ ଙ୍କ ଭିତରୁ ଜଣେ ହିନ୍ଦୁ ଥିବା ବେଳେ ଅନ୍ୟ ମାନେ ହେଉଛନ୍ତି ମୁସଲମାନ।ଏମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉ ଥିବା ବେଳେ ସିଟି DSP ଙ୍କ ନେତୃତ୍ବ ରେ ସ୍ଵତନ୍ତ୍ର ଟିମ୍ ଏହାର ତଦନ୍ତ କରୁଛନ୍ତି।
ଏମାନଙ୍କ ପାସପୋର୍ଟ ଜବତ କରାଯାଇ ଥିବା ବେଳେ କେଉଁ ଭିଜା ରହିଛି ତାହାର ଅନୁଧ୍ୟାନ କରାଯାଉଛି। କେଉଁ ଉଦ୍ଦେଶ୍ୟ ରେ ଅଣ ହିନ୍ଦୁ ମାନେ ପୁରୀ ଆସିଛନ୍ତି ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ପୁରୀ ଏସ ପି। ତେବେ ଆଗକୁ ଏନେଇ ବ୍ୟାପକ ସଚେତନତା କରାଯିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button