ସ୍ୱାସ୍ଥ୍ୟ

ଶୀତ ଦିନେ ଯଦି ଏଇ eye drop ପକେଇ ଦେବେ ଆଉ ଆଖି ହେବନି ଖରାପ , ଦେଖନ୍ତୁ କିପରି

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଲୋକ ମାନେ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉଛନ୍ତି।କିଛି ରୋଗ ଭଲ ହେଉଥିବା ବେଳେ କିଛି ରୋଗ ରେ ଲୋକ ମାନେ ମୃତ୍ୟୁ ବରଣ କରୁଛନ୍ତି।ଏବେ ସମସ୍ତେ ଏଲୋପାଥିକ ଔଷଧ ଉପରେ ଅଧିକ ବିଶ୍ଵାସ କରୁଛନ୍ତି।
Special report
ବହୁତ କମ୍ ସମୟ ମଧ୍ୟରେ ଏହା ଶରୀର ରେ ହେଉଥିବା ରୋଗ କୁ ଦୂର କରି ଦେଉଚି।ହେଲେ ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ।ଆଗରୁ ଲୋକ ମାନେ ଆୟୁର୍ବେଦିକ ଔଷଧ ଉପରେ ବେଶୀ ଗୁରୁତ୍ବ ଦେଉଥିଲେ।
ଏହା ଶରୀର ପାଇଁ ମଧ୍ୟ ବହୁତ ଭଲ ଥିଲା।ଏବେ ପୁଣି ଥରେ ଲୋକ ମାନେ ଆୟୁର୍ବେଦିକ ଔଷଧ ଉପରେ ବିଶ୍ଵାସ କରିବାକୁ ଲାଗିଛନ୍ତି।ସେମାନେ ଗଛ ର ଚେର କି ଫଳ ମାଧ୍ୟମ ରେ ବିଭିନ୍ନ ରୋଗ କୁ ଭଲ କରି ଦେଉଛନ୍ତି।
ଆଜି ଆମେ ସେଭଳି ଔଷଧ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ଏଥିରେ ଔଷଧ ରହିଛି।ଏହା ଛଡ଼ା ଅନେକ ରୋଗ ର ଚିକିତ୍ସା ପାଇଁ ଔଷଧ ରହିଛି।ଆପଣ ମାନେ ଚାହିଁଲେ ଏହାକୁ ବ୍ୟବହାର କରି ପାରିବେ।
Special report
ଶରୀର ର ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ଚାହୁଁ ଥିଲେ।ପ୍ରତିଦିନ ଆପଣ ସକାଳେ ଓ ସନ୍ଧ୍ୟା ରେ ନାକ ରେ ଦୁଇ ବୁନ୍ଦା ଗରମ ଘିଅ କୁ ପକାନ୍ତୁ।ଏହାକୁ ସବୁଦିନ ବ୍ୟବହାର କଲେ ତାହାର ଫଳ ଜାଣି ପାରିବେ।ଖୁବ୍ କମ୍ ସମୟ ମଧ୍ୟରେ ଏହା ଆମ ଶରୀର ଉପରେ ପ୍ରଭାବ ପକାଇ ଥାଏ।
ଏହାକୁ ଆପଣ ପ୍ରଥମ ଥର ପାଇଁ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବେ।ଏହା ଦ୍ବାରା ମଲ୍ଟିପୁଲ ଅରଗାନ ଖରାପ ହେଲେ ଏହା ସେଥିରୁ ରକ୍ଷା କରେ।ଏଥିରେ ତେଲ କିମ୍ବା ଘିଅ ର ବ୍ୟବହାର ହୋଇ ଥାଏ।
ଯେଉଁ ଲୋକ ମାନେ ସବୁବେଳେ ମାନସିକ ଚିନ୍ତା ରେ ରହୁ ଥିବେ ସେମାନଙ୍କ ପାଇଁ ଏହା ବିଶେଷ ଉପଯୋଗୀ ଅଟେ।ଯଦି ଆପଣ ମାନଙ୍କ ସବୁବେଳେ ମୁଣ୍ଡ ବିନ୍ଧୁଛି କାନ ବିନ୍ଧୁଛି କି ଆଖି କୁ ଦେଖା ଯାଉ ନାହିଁ ତେବେ
ଆପଣ ମାନେ ପ୍ରତିଦିନ ଦିନ ରେ ଓ ରାତି ରେ ଦୁଇ ବୁନ୍ଦା ଘିଅ ନାକ ରେ ପକାଇବେ।ଏହା ଦ୍ବାରା ଆପଣ ମାନେ ତାହାର ଫଳ ଖୁବ୍ କମ୍ ଦିନ ମଧ୍ୟରେ ଦେଖି ପାରିବେ।ଦେଖିବେ ଏହି ସମସ୍ୟା ରୁ ଆପଣ ମାନେ ମୁକ୍ତ ହୋଇ ଯିବେ।ତେବେ ଆଜି ଠାରୁ ହିଁ ଏହି କୌଶଳ ଆରମ୍ଭ କରନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button