ମନୋରଞ୍ଜନ

ରବିବାର ସୁର୍ଯ୍ୟଙ୍କୁ ଦେଖି କହିଦିଅନ୍ତୁ ଏହି 1 ମନ୍ତ୍ର ଆପଣଙ୍କର ସବୁ ଇଛା ହେବ ପୁରଣ

ଆପଣ ମାନଙ୍କ ଜୀବନରେ ଯଦି ସୂର୍ଯ୍ୟ ଙ୍କ ସ୍ଥିତି ଭଲ ଅଛି କିମ୍ବା ସୂର୍ଯ୍ୟ ବ୍ଭାଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ତେବେ ଆପଣକ ସବୁ ଗ୍ରହ ଦୋଷରୁ ଆପଣ ମୁକ୍ତି ପାଇ ପାରିବେ । ଆଜି ଆମେ କହିବା ପାଇଁ ଯାଉଛୁ କି ଭଗବାନ ସୂର୍ଯ୍ୟ ଦେବା ହେଉ ଛନ୍ତି ସବୁ ଗ୍ରହ ମାନଙ୍କ ରାଜା । ଭଗବାନ ସୂର୍ଯ୍ୟ ଙ୍କର ଆମେ ଆଜି ଏଭଳି ଏକ ମନ୍ତ୍ର କହିବା ପାଇଁ ଯାଉଛେ ଯାହା ଦ୍ଵାରା ଆପଣଙ୍କ ସବୁ କଷ୍ଟ ଦୂର ହୋଇଯିବ ।

ଶାସ୍ତ୍ର ରେ କୁହା ଯାଇଛି କି ବୀଜ ମନ୍ତ୍ର ସୂର୍ଯ୍ୟ ଦେବଙ୍କୁ ଜଳ ଦେବା ସମୟରେ ଆମେ କହି ଥାଉ ତେବେ ସବୁ ସମସ୍ଯା ଦୂର ହୋଇ ଯାଇଥାଏ । ଏହା ମଧ୍ୟ କୁହା ଯାଇଛି କି ସୂର୍ଯ୍ୟ ଭଗବାନ ଙ୍କୁ ସବୁ ଦିନ ସକାଳେ ଗାଧୋଇ ସାରିବା ପରେ ଜଳ ଦିଅନ୍ତି ତେବେ ଏହା ଭଲ ଅଟେ । ଏହାର କିଛି ନିୟମ ମଧ୍ୟ ଅଛି ଯାହା ଫଳରେ ସୂର୍ଯ୍ୟ ଦେବଙ୍କ କୃପା ଆପଣଙ୍କୁ ମିଳିବ ଓ ଆପଣ ସବୁ କଷ୍ଟରୁ ଉଧାର ହେବେ । ସୂର୍ଯ୍ୟ ଙ୍କ ଦେୟାବଙ୍କୁ ଆତ୍ମାର କାରକ ବୋଲି କୁହାଯାଇ ଥାଏ । ପ୍ରତେକ ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଦେବା ଦ୍ଵାରା ଆତ୍ମାର ଶୁଦ୍ଧି ହୋଇ ଥାଏ । ଯାହା ଦ୍ଵାରା ଆମର ଆତ୍ମବଳ ମଧ୍ୟ ବଢି ଥାଏ । ଦେହରୁ ସବୁ ରୋଗ ମଧ୍ୟ ଦୂର ହୋଇ ଯାଇଥାଏ ।

ଆପଣ ନିଜକୁ କମ୍ଜୋର ମନ କରୁ ଛନ୍ତି ତେବେ ଆପଣ ପ୍ରତେକ ଦିନ ଭଗବାନ ଙ୍କୁ ଜଳ ଦିଅନ୍ତୁ । କିନ୍ତୁ ଆପଣ ଗାଧୋଇ ସାରିବା ପରେ ହିଁ ଜଳ ଦାନ ଦେବେ ଭଗବାନ ସୂର୍ଯ୍ୟ ଙ୍କୁ । ଯେତେବେଳେ ସୂର୍ଯ୍ୟ ଭଗବାନ ଉଦୟ ହୁଅନ୍ତି ସେହି ସମୟରେ ଜଳ ଦେବା ଲାଭ ଦାୟକ ବୋଲି କୁହା ଯାଇ ଥାଏ । କିନ୍ତୁ ଆପଣ ଏହା ପାଇଁ ବ୍ରହ୍ମ ମୂହୁର୍ତ୍ତ ରେ ଉଠିବା ନିହାତି ଦରକାର ତା ହେଲେ ଆପଣ ଭଗବାନ ଙ୍କୁ ଜଳ ଦେଇ ପାରିବେ । କୁହା ଯାଏ କି ଭଗବାନ ସୂର୍ଯ୍ୟ ଙ୍କୁ ଜଳ ଦେବା ପାଇଁ ଏକ ଘଣ୍ଟା ପରେ ସୂର୍ଯ୍ୟ ଉଦୟ ର ଖୁବ ଭଲ ହୋଇ ଥାଏ । କିନ୍ତୁ ଆପଣ ଜଳ ଦେବା ବେଳେ ନିଜ ପାଦରେ କିଛି ପିନ୍ଧନ୍ତୁ ନି ।

ଆପଣ ମାନଙ୍କ ମଧ୍ୟରୁ କିଛି ଜଣ ଚପଲ ପିନ୍ଧି ଏହାକୁ ଦେଇ ଥାନ୍ତି ଏହା ଦ୍ଵାରା ଆପଣଙ୍କୁ ଖରାପ ପରିଣାମ ମିଳି ଥାଏ । ସବୁ ବେଳେ ସୂର୍ଯ୍ୟ ଭଗବାନ ଙ୍କୁ ତମ୍ବା ଢାଳରେ ଜଳ ଦିଅନ୍ତୁ ଯଦି ଆପଣଙ୍କ ପାଖରେ ତମ୍ବା ଢାଳ ନାଇ ତେବେ ଆପଣ ଏହାକୁ ପିତଳ ଢାଳ ରେ ଅମଧ୍ୟ ଦେଇ ପାରିବେ । ଆପଣ ଭଗବାନ ଙ୍କୁ ଏହା ଅର୍ପଣ କରିବା ବେଳେ ଏଥିରେ ଅଖଣ୍ଡ ଚାଉଳ, ଗଙ୍ଗାଜଳ, ଫୁଲ ଦେଇ ଏହାକୁ ଅର୍ପଣ କରନ୍ତୁ ଦେଖିବେ ଧୟନ ଦେବେ ଯେଉଁ ଭଳି ଭାବେ ଆପଣ ଦେଉଥିବା ଜଳ ଆପଣଙ୍କ ପାଦରେ ନପଡେ । ଏହା ସହ ଆପଣ ଉପରକ୍ତୋ ମନ୍ତ୍ର କୁ ମଧ୍ୟ ଜପ କରିକି ଜଳ ଅର୍ପଣ କରନ୍ତୁ । ଦେଖିବେ ଆପଣଙ୍କ ସବୁ ମନସ୍କାମନା ପୂରଣ ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button