ଦୁଃଖର ମାସ ଶେଷ ହେଲା ଶନି ବିରାଜମାନ କରିବେ 5 ରାଶିର ଜାତକରେ କୁଣ୍ଡଳୀରେ ହେବ ଧନବର୍ଷା

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ଧନର ଦେବତା କୁହା ଜାଏ । ଏହାଙ୍କୁ କିଛି ଲୋକ ମାନେ ଡରି ଯାଇ ଥାନ୍ତି । କିନ୍ତୁ ଦେଖିବା ପାଇଁ ଗଲେ ଜଣା ପଡିବ କି ଭଗବାନ ଶନି ଦେବ ହେଉଛନ୍ତି ପ୍ରକୃତରେ ଆମ ମିତ୍ର ଗ୍ରହ ଦେଖିବା ପାଇଁ ଗଲେ ଆମେ ଜଣାଇ ପାରିବା କି ଆମେ ଯେଉଁ ଭଳି ଭାବେ ଆମ ନିଜର କର୍ମ କରିବା ସେହି ଭଳି ଭାବେ ଆମେ ଆମର କର୍ମ ଫଳ ପାଇବା । ଶନି ଦେବଙ୍କ କୃପା ହେବା ପାଇଁ ଯିବା ସହ ମା ଲକ୍ଷ୍ମୀ ଙ୍କ ଶୁଭ ଦ୍ରୁଷ୍ଟି ପଡିବା ପାଇଁ ଯାଉଛି ।
ପ୍ରଥମ ରାଶି ହେଉଛି ମେଷ ରାଶି – ଏହି ରାଶିର ଲୋକମାନେ ଏବେ ଚିନ୍ତା କରିବା ଦରକାର ନାଇ । ଏବେ ଏହି ରାଶିର ଲୋକ ମାନଙ୍କୁ ଧାନର ଆବଶ୍ୟକତା ନାଇ । କିନ୍ତୁ ଏମାନେ ଏବେ ଭଗବାନ ଙ୍କ କୃପା ପାଇ ବହୁତ କିଛି ଖୁଶି ପାଇବା ପାଇଁ ଯାଉଛନ୍ତି । ଏମାନଙ୍କ ମନସ୍କାମନା ପୂରଣ ହେବ ।
ସିଂହ ରାଶି – ଭଗବାନ ଶନି ଦେବଙ୍କ କୃପା ଏବେ ସିଂହ ରାଶି ଉପରେ ବିଶେଷ କରି ହେବା ପାଇଁ ଯାଉଛି ଯାହା ଦ୍ଵାରା ଏମାନେ ସବୁ ପ୍ରକାର ଖୁଶି ପାଇବା ପାଇଁ ଯାଉଛନ୍ତି । ଯେଉଁ ମାନେ ଚାକିରି କରିବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଲାଭବାନ ହେବା ପାଇଁ ଯାଉଛନ୍ତି କିଛି ନୂଆ କାମ କରିବା ସହ ଏମାନେ କିଛି ନୂଆ ଉପାୟ ମାନ ମଧ୍ୟ କରିବା ପାଇଁ ଯାଉଛନ୍ତି । ଯଦି ଦେଖିବା ପାଇଆନ ଯିବା ତ ଆମେ ଜାଣି ପାରିବା କି ଆମେ ଯେଉଁ କାମ କରିବା ପାଇଁ ଯାଉଛେ ତାହା ନିର୍ମଳ ମନରେ କରିବା ଦରକାର ।
ଏହା ପରେ ନାମ ଆସେ କନ୍ୟା ରାଶି – ଏହି ରାଶିର ଲୋକମାନେ ଏବେ ସବୁ ଖୁଶି ପାଇବା ପାଇଁ ଯାଉଛନ୍ତି ଏହି ରାଶିର ଲୋକମାନେ ଏବେ ନିଜ ଜୀବନସାଥୀ ସହ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଯେଉଁ ମାନେ ଚାକିରି କରିବା ପାଇଁ ଭାବୁ ଥିଲେ ଏବେ ସେମାନେ ଚାକିରି କରି ପାରିବେ ।
ତୁଳା ରାଶି – ଏହି ରାଶିର ଲୋକମାନେ ଏବେ ବେଶ ଖୁଶି ଖବର ପାଇବା ପାଇଁ ଯାଉଛନ୍ତି ଏହା ଆପଣଙ୍କ ଧନ୍ଦା ମୂଳକ ହୋଇ ପାରେ କିମ୍ବା ପାରିବାରିକ ଖୁଶି ଖବର ହୋଇ ପାରେ କିନ୍ତୁ ଏହା ଏହି ଭଳି ଏକ ଖୁଶି ଖବର ଯାହା କୁ ଆପଣ ନିଜ ଜୀବନରେ କେବେ ଭି ଆଇବା ବିଷୟରେ ଭାବି ନଥିବେ ।
ଏହା ପରେ କର୍କଟ ରାଶି – ଏହି ରାଶିର ଲୋକମାନେ ଯେଉଁ ଭି କାମ କରିବେ ଟିକେ ଦେଖି ଚାହିଁ କାମ କରିବା ଦରକାର ଅଟେ । ଯେଉଁ ମାନେ ବାହାର କୁ ଯାତ୍ରା କରିବା ଅପାଇନ ଚାହୁଁ ଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ସଫଳ ହେବେ କିଛି ନୂଆ କାମ ମିଳିବା ପାଇଁ ଯାଉଛି ଆପଣଙ୍କୁ ।
କୁମ୍ଭ ରାଶି – ପରିବାର ରେ ସବୁ କିଛି ଭଲ ରେ ଜୀବ । ଆପଣଙ୍କ ସମୟ ନିଜ ପିଲା ମାନଙ୍କ ସହ ଏକ ସ୍ମରଣୀୟ ହୋଇ ରହିବ । ଯେଉଁ ମାନେ କାମ କରିବା ପାଇଁ ଚାହୁଁ ଛନ୍ତି ସେମାନଙ୍କୁ ଏବେ କିଛି କାମ ମିଳିବା ପାଇଁ ଯାଉଛି ।