ଦେଶ- ବିଦେଶ

ଏହି 5ଟି ନାମର ପୁଅଙ୍କୁ ମରିଗଲେ ବି କରନ୍ତୁ ନାହିଁ ବିବାହ, ସାରା ଜୀବନ ପସ୍ତେଇବେ

ବନ୍ଧୁଗଣ ସବୁ ଝିଅ ମାନଙ୍କର ସ୍ଵପ୍ନ ଥାଏ କି ସେମାନଙ୍କ ଜୀବନରେ ଗୋଟେ ଏପରି ପୁଅ ଆସୁ ଯିଏ ତାଙ୍କୁ ଦୁନିଆର ସବୁ ଖୁସି ଦେବ । ତାହା ସହ ସାରା ଜୀବନ ଖୁସିରେ କଟାଇବ । କିନ୍ତୁ କିଛି କ୍ଷେତ୍ରରେ ଝିଅ ମାନେ ପୁଅଙ୍କୁ ବୁଝିବାରେ ଭୁଲ ହୋଇଯାଏ । ତା ପରେ ବାହାଘର ପରେ ବହୁତ ହଇରାଣ ହୋଇଥାନ୍ତି । ଯେବେ ପୁଅର ପ୍ରକୃତି ଠିକ ନ ଥାଏ ସେତେବେଳେ ବାହାଘର ପରେ ବିବାଦ ଦେଖାଯାଏ ।

ସେ ନିଜ ସମ୍ପର୍କକୁ ଯଦି ସିରିଏସ ନ ରହୁଥିବ ତେବେ ସମ୍ପର୍କରେ ଫାଟ ଦେଖାଯାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ 5ଟି ନାମର ପୁଅଙ୍କୁ ବିବାହ କରିଲେ ଝିଅମାନେ ଅନୁତାପ କରିଥାନ୍ତି । ୧- C ନାମର ପୁଅ ମାନେ : ଏହି ନାମର ପୁଅ ମାନେ ନିଜ ରାଗକୁ କାବୁ କରିପାରନ୍ତି ନାହି । ଯେତେବେଳେ ଏମାନଙ୍କର ମୁଣ୍ଡ ଖରାପ ହୋଇଯାଏ ସେତେବେଳେ ନିଜ ରାଗ ନିଜ ସ୍ତ୍ରୀ ଉପରେ ସୁଝାଇଥାନ୍ତି । ଏହା ସହ ଏମାନେ ସନ୍ଦେହ ଜଣକ ଲୋକ ହୋଇଥାନ୍ତି । ଏମାନେ ସର୍ବଦା ନିଜ ସ୍ତ୍ରୀ ଙ୍କୁ ସନ୍ଦେହ କରିଥାନ୍ତି ।

୨- K ନାମର ପୁଅ ମାନେ : ଯେଉଁ ପୁଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଦୁଇ ଟି ବ୍ୟକ୍ତିତ୍ବ ଥାଏ । ଯଥା ଏମାନେ ଦୁନିଆ ଆଗରେ ବହୁତ ଭଲ ଦେଖାଇଥାନ୍ତି ଅନ୍ୟ ଟି ସମୟ ସୀମାରେ ଏମାନେ ନିଜର ଅସଲି ରଙ୍ଗ ଦେଖାଇ ଦେଇଥାନ୍ତି । ଏମିତିରେ ଏମାନଙ୍କ ସ୍ତ୍ରୀ ବହୁତ କମ ସମୟ ପାଇଁ ଏମାନଙ୍କ ସହ ଖୁସିରେ ରହିଥାନ୍ତି ।

୩- P ନାମର ପୁଅ ମାନେ : ଏହି ନାମର ପୁଅ ମାନେ ନିଜ ସ୍ତ୍ରୀ ଙ୍କୁ ଦବାଇକି ରଖିଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ କୌଣସି ସ୍ଵାଧୀନତା ଦିଅନ୍ତି ନାହି । ଏମାନଙ୍କର ରାଗ ବହୁତ ଖତରନାକ ହୋଇଥାଏ । ଏମାନେ ରାଗରେ କେବେ କେବେ ନିଜ ସ୍ତ୍ରୀ ଙ୍କ ଉପରକୁ ହାତ ଉଠାଇଥାନ୍ତି ।

୪- M ନାମର ପୁଅ ମାନେ : ଏହି ନାମର ପୁଅ ମାନେ ନିଜ ସ୍ତ୍ରୀ ଙ୍କୁ ବାହାଘର ପରେ ସମୟ ଦିଅନ୍ତି ନାହି । ଏମାନଙ୍କର ପ୍ରେମ ବାହାଘର ପରେ ଫିକା ପଡି ଯାଇଥାଏ । ଏମାନଙ୍କର ସ୍ତ୍ରୀ ଅପେକ୍ଷା ନିଜ କାମ ଓ ଅନ୍ୟ ଉପରେ ବହୁତ ଆଗ୍ରହ ଥାଏ ।

୫- A ନାମର ପୁଅ ମାନେ : ଯେଉଁ ପୁଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଟିକେ ଅଲଗା ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ଜୀବନରେ କେବେ ବି ଗୋଟେ ଝିଅ ସହ ରହିବାକୁ ପସନ୍ଦ କରନ୍ତି ନାହି । ବାହାଘର ପରେ ମଧ୍ୟ ଅନ୍ୟ ଝିଅ ଉପରେ ଏମାନେ ଖରାପ ନଜର ରଖିଥାନ୍ତି । ତେଣୁ ଏଭଳି ପୁଅ ମାନଙ୍କ ଠାରୁ ଝିଅ ମାନେ ସର୍ବଦା ଦୂରେଇ ରହିବା ଉଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button