ଜ୍ୟୋତିଷ

କୁମ୍ଭ ରାଶି ଜୀବନରେ ସଫଳତା ପାଇବା ପାଇଁ ଉପାୟ ! ଶୀଘ୍ର ଦେଖନ୍ତୁ

ଜୀବନରେ କିଛି ନା କିଛି ସମସ୍ଯା ରହିଥାଏ । ସବୁ ସମସ୍ଯାକୁ ସମାଧାନ କରିବା ପାଇଁ କିଛି ନା କିଛି ଉପାୟ ରହିଥାଏ । ଯଦି ସେହି ଉପାୟକୁ କରିବେ ତାହାଲେ କିଛି ନା କିଛି ସମସ୍ଯା ଦୂର ହେବ । ଆସନ୍ତୁ ଜାଣିବା କୁମ୍ଭ ରାଶିର ଲୋକଙ୍କ ପାଇଁ ଏଭଳି କିଛି ଉପାୟ ଯାହା ଜୀବନରେ କୌଣସିବି ସମସ୍ଯା କୁ ସମାଧାନ କରିଦେବ । କୁମ୍ଭ ରାଶିର ଲୋକ ଉନ୍ନତି କରିବା ପାଇଁ ସବୁଦିନ ସୂର୍ଯ୍ୟଙ୍କୁ ଏକ ତମ୍ବା ର ପାତ୍ରରେ କୌଣସି ଲାଲ ରଙ୍ଗର ଫୁଲ ପକାଇ ଜଳାର୍ଘ୍ୟ ଅର୍ପଣ କରିବେ ।

ବଞ୍ଚିଥିବା ଯାଏ ଏହି ଉପାୟ କରିବା ଦ୍ଵାରା ସବୁ କାର୍ଯ୍ୟରେ ଉନ୍ନତି କରିବେ ଓ ଧନ ମାନସନ୍ନମାନ ପାଇବେ ,କୌଣସି ସମସ୍ୟାର ସାମ୍ନା କରିବେ ନାହିଁ । ଏବଂ କିଛି ରୂପାର ଚେନ ବା ରୂପାର ମୁଦି ପରିଧାନ କରନ୍ତୁ । ଯେ ପର୍ଯ୍ୟନ୍ତ ଯାଏ ନିଜ ପାଖରେ ପାଚୁର୍ଜ୍ୟ ଧନ ନାହିଁ ବା ସକ୍ଷମ ନହୋଇ ଘର କରିବେ । ତ ବହୁତ ଧନର ସମସ୍ଯା ଦେଖାଦେବ । କେବେ ଦକ୍ଷିଣମୁଖୀ ଘରେ  କରିବେ ନାହିଁ ।ଏହା କରିବା ଦ୍ଵାରା ଧନର ସମସ୍ଯା , ସନ୍ନମାନ ହାନି ହେଉଥିବ , ଦେହ ପୀଡା ହେଉଥିବ ,କୌଣସି କାର୍ଯ୍ୟ କରିବାର ସୁଯୋଗ ମିଳୁନଥିବ ।

ସେଥିଲାଗି ସବୁବେଳେ ଚେଷ୍ଟା କରିବେ ଦକ୍ଷିଣ ମୁଖୀ ଘର ନକରିବା ପାଇଁ । କୁମ୍ଭ ରାଶିର ବ୍ୟକ୍ତି ଯେହେତୁ ଆପଣଙ୍କର କାରକ ଗ୍ରହ ଶନିଦେବ ଅଟନ୍ତି , ସେଥିଲାଗି ଶନିଙ୍କର ଉପାୟ କରିବାକୁ ହେବ । ଏହା ଦ୍ଵାରା ଜୀବନରେ କୌଣସି ସମସ୍ଯା ବା ଧନର ଅଭାବ ରହିବ ନାହିଁ । ଶନିଦେବା କୋପରେ ରହିଲେ ଧନ ସମସ୍ଯା ରହିବ ତ ସହିତ ପୁତ୍ର ସୁଖ ମଧ୍ୟ ନମିଳିପାରେ । ଯଦି ମଦ ପିଆନ୍ତି ବା ପର ସ୍ତ୍ରୀ ସହ ଖରାପ ସମ୍ପର୍କ ରଖନ୍ତି ,ତ ସବୁବେଳେ ଆପଣଙ୍କ ପଛରେ ସମସ୍ଯା ଲାଗି ରହିବ ।

ଜୀବନରେ କୌଣସି କାର୍ଯ୍ୟରେ ଉନ୍ନତି କରିପାରିବେ ନାହିଁ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ଭୈରବ ମନ୍ଦିରରେ ତେଲର ଦାନ କରିବା ଦ୍ଵାରା ଏହି ସବୁ ସମସ୍ଯା ଦୂର ହେବ । ଶରୀରରେ ଯେକୌଣସି ସୁନା ଜାତୀୟ ଜିନିଷ ଧାରଣ କରନ୍ତୁ । ଏହା ଦ୍ଵାରା ଧନ ସମସ୍ଯା ଦୂର ହେବ । କୁମ୍ଭ ରାଶିର ବ୍ୟକ୍ତି ପ୍ରତେକ ସନିବାର ଦିନ ଶନୀଙ୍କ ମନ୍ଦିରକୁ ଯିବେ , ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରକୁ ଯିବେ ଓ ସୋମବାର ଦିନ ଶିବ ମନ୍ଦିରକୁ ଯିବେ ।

ଏହା ଦ୍ଵାରା ଯାହା ବି କିଛି ସମସ୍ଯା ଜୀବନରେ ଥିବା ତାହା ଦୂର ହେବ ।  ନିଜକୁ କୌଣସି ଧର୍ମ ସ୍ଥାନରେ ନିଯୋଜିତ ରଖନ୍ତୁ । ପରିବାରରେ ମା ଏବଂ ସ୍ତ୍ରୀ କୁ ବହୁତ ସନ୍ନମାନ ଦିଅନ୍ତୁ । ଏହା ଦ୍ଵାରା ସବୁବେଳେ ସୁଖ ଶାନ୍ତି ଆସିବ । କୌଣସିବି ସମସ୍ଯା ଆସିବ ନାହିଁ । ଶନୀଙ୍କ କୃପା ପାଇବାକୁ ଚାହୁଛନ୍ତି ତ କେବେବି କଳା କପଡା ପରିଧାନ କରନ୍ତୁ ନାହିଁ । ନିଜ ଶନି ଦଶା କାଟିବା ପାଇଁ ସାତଟି ଶନିବାରରେ ଏକ ମାଟି ପାତ୍ରରେ ସୋରିଷ ତେଲ ଭର୍ତିକରି ସେଥିରେ ନିଜ ମୂହ ଦେଖାଇ ଶନିଦେବଙ୍କୁ ଅର୍ପଣ କରନ୍ତୁ । ଏହା ଦ୍ଵାରା ସମସ୍ତ ସମସ୍ଯା ଦୂର ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button