ସ୍ୱାସ୍ଥ୍ୟ

ଏହାର କେବଳ 2ଟି କ୍ୟାପସୁଲ ପୁରୁଷ ମାନଙ୍କର ସମସ୍ତ ସମସ୍ୟାର ସମାଧାନ କରିଥାଏ !

ଜୀବନରେ ଅନେକ ପ୍ରକାର ସମସ୍ଯା ଆସିଥାଏ । କୌଣସି ପୁରୁଷତ୍ଵ ରୋଗକୁ ନେଇ ମଧ୍ୟ ସମସ୍ଯା ଆସିଥାଏ । ଆଜି ଆପଣଙ୍କୁ ଏପରିଏକ ସମାଧାନ ବିଷୟରେ କହିବୁ ଯାହା ଦ୍ଵାରା ସବୁ ପୁରୁଷ ମାନଙ୍କ ପୁରୁଷତ୍ଵ ବଢାଇଥାଏ । ଏହା ସହିତ ଥିବା ସମସ୍ତ ସମସ୍ଯା ଦୂର କରିଥାଏ । ମ୍ଯାନ୍ସୁରେ ବଟିକା ଏହା ଆୟୁର୍ବେଦିକ ବଟିକା ଅଟେ । ଏହି ବଟିକା ପୁରୁଷଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ବ୍ୟବହାର କରାଯାଏ ।

୨୦ ପ୍ରକାରର ଔଷଧୀୟ ରୁ ବନାଯାଇଛି । ମେଜିକ ଭେଲବେଟ ବିନ ନାମରେ ଜାଣିଛେ । ଏହା ପୁରୁଷଙ୍କ ବୀର୍ଯ୍ୟ କୁ ବଢାଇବାରେ ସାହାର୍ଯ୍ୟ କରିଥାଏ । ସଫେଦ ମୁସଲିର ପ୍ରୟୋଗ ଦ୍ଵାରା ପୁରୁଷଙ୍କ କାମ ଭାବକୁ ବଢାଇବା ଓ ଶକ୍ତି ପ୍ରଦାନ କରିଥାଏ । ଅସ୍ବୋଗନ୍ଧାର ପ୍ରୟୋଗ ଦ୍ଵାରା ଶରୀରକୁ ଶକ୍ତି ପ୍ରଦାନ କରିଥାଏ ଓ ମାଂସ ପେଶିକୁ ଶକ୍ତିଶାଳୀ କରିବାରେ ସାହାଜ୍ଯ କରିଥାଏ । ସାଲାମିଶ୍ରିର ପ୍ରୟୋଗ ଦ୍ଵାରା ଶାରୀରିକ ସମ୍ପର୍କ ସମୟରେ ଶକ୍ତି ବଢାଇଥାଏ ।

ଗୋଖୃ ପୁରୁଷଙ୍କ ପ୍ରଜନନ ଅଙ୍ଗକୁ ଶକ୍ତି ପ୍ରଦାନ କରିଥାଏ । ଏଲ୍ହେଚ ହରମୋନ ଦ୍ଵାରା ବୀର୍ଯ୍ୟକୁ ଅଧିକ କରିବାରେ ସାହାର୍ଯ୍ୟ କରିଥାଏ । ଶତାବରୀରେ ପ୍ରାୟଗ ଦ୍ଵାରା ବୀର୍ଯ୍ୟକୁ ମୋଟା ଓ ଅଧିକ କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଶରୀରରେ ବୀର୍ଯ୍ୟ କମ ଥାଏ ବା ବୀର୍ଯ୍ୟ ସୃଷ୍ଟି ହୋଇପାରୁ ନଥାଏ । ଏହି ଔଷଧର ପ୍ରାୟଗ ଦ୍ଵାରା ସେ ସବୁ ସମସ୍ଯା ଦୂର ହୋଇଯିବ । ଯଦି ଆପଣଙ୍କର ସନ୍ତାନ ହେଉନଥିବାର ସମସ୍ଯା ଥାଏ ତ ଏହି ଔଷଧର ବ୍ୟବହାର ଦ୍ଵାରା ବୀର୍ଯ୍ୟକୁ ସୃଷ୍ଟି କରି ସନ୍ତାନ ହେବାରେ ସାହାର୍ଯ୍ୟ କରିବା ।

ଯଦି ଆପଣଙ୍କର କାମ ଶକ୍ତି କମ ଥାଏ । ଏହି ଔଷଧର ପ୍ରୟୋଗ ଦ୍ଵାରା କାମ ଶକ୍ତିକୁ ବଢାଇବାରେ ସାହାର୍ଯ୍ୟ କରିଥାଏ । ଏହି ଔଷଧ କେବଳ ବୀର୍ଯ୍ୟ ଜନିତ ସମସ୍ଯା ଥିଲେ ବ୍ୟବହାର କରିବେ । ଏହି ଔଷଧକୁ କେବଳ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ବ୍ୟବହାର କରିପାରିବେ । ଆଗରୁ ହରମାଲ ଔଷଧ ବ୍ୟବହାର କରୁଛନ୍ତି ,ସେହି ସମୟରେ ଏହି ଔଷଧର ବ୍ୟବହାର କରିବା ଉଚିତ ନୁହେଁ । ଯଦି ଏହି ଔଷଧ ବ୍ୟବହାର କରିବାକୁ ଚାହୁଛନ୍ତି ଡାକ୍ତରଙ୍କ ପରାମର୍ଶ ନେଇ ବ୍ୟବହାର କରନ୍ତୁ ।

ଯଦି ବୀନା ପରାମର୍ଶରେ ଏହି ଔଷଧର ବ୍ୟବହାର କରନ୍ତି ,କୌଣସି ପ୍ରକାରର ସମସ୍ଯା ବାହାରିବାର ସମ୍ଭାବନା ରହିଥାଏ । ଏହି ଔଷଧକୁ ଡାକ୍ତରଙ୍କ ପରାମର୍ଶରେ ସକାଳେ ୨ଟି ଓ ରାତିରେ ୨ଟି ସେବନ କରିବାର ପରାମର୍ଶ ଦିଆଯାଇଥାଏ । ଏହି ଔଷଧକୁ ଖାଇ ସାରିବା ପରେ ସେବନ କରନ୍ତୁ । ଏହି ଔଷଧକୁ କ୍ଷୀର ବା ପାଣି ଦ୍ଵାରା ଖାଇ ପାରିବେ । ଏହି ଔଷଧର ବ୍ୟବହାର ପ୍ରାୟତଃ ୨ରୁ୩ ସପ୍ତାହ ସେବନ କରିବାକୁ ହେବ । ଏହା କରିବା ଦ୍ଵାରା ବୀର୍ଯ୍ୟର ମାତ୍ର ବଢିଥାଏ ଓ ଶରୀରକୁ ଶକ୍ତି ଯୋଗାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button