ଜ୍ୟୋତିଷ

ଭଗବାନ ଙ୍କର ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ରାଶି ଓ ଜାଣନ୍ତୁ ନିଜର ଭବିଷ୍ୟତ !

ମନୁଷ୍ୟ ମାତ୍ରକେହି ସମସ୍ଯା ରହିଥାଏ । ସବୁ ସମସ୍ଯା କୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ସମସ୍ତ ବ୍ୟକ୍ତି ଚାହନ୍ତି କିପରି ବୈବାହିକ ଜୀବନ ସୁଖ ସମୃଦ୍ଧିରେ ବିତିଯାଉ । ହେଲେବି କିଛି ସମୟରେ କୌଣସି ନା କୌଣସି ସମସ୍ଯା ଆସିଥାଏ । ସବୁ ସମସ୍ଯା କୁ ସାମ୍ନା କରିବାକୁ ପଡିଥାଏ । ୩ଟି ରାଶି ରହିଛି ଯାହା ଆପଣଙ୍କର ରାଶି ସେହି ରାଶିଟିକୁ ବାଛନ୍ତୁ । ଯଦି ପ୍ରଥମ ରାଶିଟି ବାଛିଛନ୍ତି ସେହି ରାଶିଟି ହେଉଛି ମେଷ ରାଶି ।

ଏହି ରାଶିର ବ୍ୟକ୍ତି ଏହି ସମୟରେ ସ୍ଵଭାଗ୍ଯର ପ୍ରାପ୍ତି ହେବାକୁ ଯାଉଛି । ଯାହା ଇଚ୍ଛା କରିବେ ସେଥିରେ ସଫଳ ହେବେ । ସମସ୍ତ ସମସ୍ଯା ଦୂର ହେବ । ଆଗରୁ ବହୁତ ଦୁଃଖ କଷ୍ଟ ପାଇଥଲେ । ଦୁଃଖ ବହୁତ ଶୀଘ୍ର ଆସିଥାଏ ,କିନ୍ତୁ ସୁଖ ଆସିବା ବହତ କଷ୍ଟ ହୋଇଥାଏ । ତେଣୁ ଜ୍ୟୋତିଷଙ୍କ ପରାମର୍ଶରେ ଏହି ସମସ୍ଯା ସମାଧାନ ବାହାର କରନ୍ତୁ । ହଟାତ କୌଣସି ଶୁଭ ସମାଚାର ପାଇବେ । ଯାହା ଦ୍ଵାରା ପରିବରେ ବହୁତ ଖୁସି ଆସିବ ।

ଯାହା ପୂର୍ବରୁ ରୋଗ ଥିଲା ତାହା ଏବେ ଦୂର ହେବ । ଜୀବନ ସାଥିଙ୍କ ସହ ମନାନ୍ତର ମତାନ୍ତର ଥିଲେ ତାହା ସମାପ୍ତ ହେବ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ସୁଯୋଗ ରହିବ । ସନ୍ତାନର ଚିନ୍ତା ଥିଲେ ତାହା ଦୂର ହେବ । ଏହି ସବୁରୁ ମୁକ୍ତି ପାଇବା ପାଇଁ ମୁକ୍ତାର ମୁଦ୍ରିକାକୁ ଧାରଣ କରନ୍ତୁ । ଏହା କରିବା ଦ୍ଵାରା ସବୁ ସମସ୍ଯା ଦୂର ହେବ । ପିତା ମାତାଙ୍କ ପାଖରେ ସବୁବେଳେ ରୁହନ୍ତୁ । ଏହା ଦ୍ଵାରା ବହୁତ ଶୁଭ ହୋଇଥାଏ ।

ଯଦି ଆପଣ ବୃଷ ରଶୀତିକୁ ଚୟନ କରିଛନ୍ତି । ଆପଣଙ୍କ ଜୀବନରେ ବହୁତ କଷ୍ଟ ସହିଛନ୍ତି । ବହୁତ ଯନ୍ତ୍ରଣାରେ ଜୀବନ ବିତାଉଥିଲେ । ବହୁତ ଖର୍ଚ୍ଚାନ୍ତ ମଧ୍ୟ ହୋଇଛନ୍ତି । ସେଥିଲାଗି ବହୁତ ଚିନ୍ତାରେ ରହୁଛନ୍ତି । ପରିଶ୍ରମ ର ଫଳ ମଧ୍ୟ ଭଲ ଭାବରେ ମିଳୁନାହିଁ । କିନ୍ତୁ ଏବେଠାରୁ ବହୁତ ଭଲ ରହିଛି । କୌଣସିବି ସମସ୍ଯା ଥିଲେ ତାହା ଦୂର ହେବ । ବହୁତ ସୁନାମ ଅର୍ଜନ କରିବେ । ମା ପାର୍ବତୀଙ୍କୁ ଦର୍ଶନ କରନ୍ତୁ ଓ ପୂଜା କରନ୍ତୁ । ଯାହା ସବୁ ଆଗରୁ ସମସ୍ଯା ଥିଲା ତାହା ଦୂର ହେବ ।

ସନ୍ତାନର ପ୍ରାପ୍ତିର ଇଚ୍ଛା ବହୁତ ଆଗରୁ ରହିଛି କିନ୍ତୁ ପ୍ରାପ୍ତ ହେଉନାହିଁ ,ତ ବହୁତ ଶୀଘ୍ର ସନ୍ତାନ ପ୍ରାପ୍ତ ହେବ । ଯଦି ଆପଣ ମିଥୁନ ରାଶିଟିକୁ ବାଛିଛନ୍ତି ତ ବହୁତ ଶୁଭ ହେବାକୁ ଯାଉଛି । ବ୍ୟବସାୟରେ ବହୁତ ଉନ୍ନତି କରିବେ । ଜୀବନ ସାଥିଙ୍କ ସହ ବହୁତ ଭଲରେ କାଟିବ । କାର୍ଯ୍ୟ କ୍ଷେତ୍ରରେ ବହୁତ ପରିଶ୍ରମ ପାଇଁ ଧନର ପ୍ରାପ୍ତି ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button