ଜ୍ୟୋତିଷ

ଏପ୍ରିଲ ଆରମ୍ଭରୁ ଏହି ରାଶି ହେବେ କୋଟିପତି ! ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ ?

ଜୀବନରେ ଅନେକ ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ପାଇଁ କିଛି ନା କିଛି ସମାଧାନ ବା ଉପାୟ ରହିଥାଏ । ବୈବାହିକ ଜୀବନରେ କିପରି ସୁଖ ସମୃଦ୍ଧି ଆସିବ ତାହା ହି ସମସ୍ତେ ଚାହାନ୍ତି । ଆଜି ଆସନ୍ତୁ ଜାଣିବା ଶୁକ୍ର ଗ୍ରହର ପରିବର୍ତ୍ତନ ଯୋଗୁ କେଉଁ କେଉଁ ରାଶିର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିବ ଆସନ୍ତୁ ଜାଣିବା । ପ୍ରଥମେ ରହିଛି ବୃଷ ରାଶି । ରହି ରାଶିର ଲୋକ ବହୁତ ଭାଗ୍ୟଶାଳୀ ଅଟନ୍ତି । ମା ଲକ୍ଷ୍ମୀଙ୍କ କୃପାରୁ ସବୁ କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟ କ୍ଷେତ୍ରରେ ଧନର ଆଗମନ ହେବ । ପୂର୍ବରୁ ଥିବା ସବୁ ସମସ୍ଯା ଦୂର ହେବ । ପାଠ ପଢାରେ ମନ ଲାଗିବ । ଏହି ରାଶିର ଲୋକ ଆଗାମୀ ସମୟରେ ରାଜଯୋଗର ସମ୍ଭାବନା ରହିଛି । ବ୍ୟାପାର କ୍ଷେତ୍ରରେ ଉନ୍ନତି କରିବେ । ଜୀବନରେ ଥିବା ଧନର ସମସ୍ଯା ଦୂର ହେବ । ଦ୍ବିତୀଯରେ ରହିଛି ସିଂହ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ପରିବର୍ତ୍ତ୍ନ ଆସିବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ ଆର୍ଥିକ ସମସ୍ଯା ଦୂର ହେବ ।

ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟାପାର ବାଣିଜ୍ୟରେ ପ୍ରଚୁର ମାତ୍ରାରେ ଧନର ସଂଯୋଗ ରହିଛି । ସମାଜରେ କୌଣସି କାର୍ଯ୍ୟ ପାଇଁ ବହୁତ ସନ୍ନମାନିତ ହେବେ । ତୃତୀଯରେ ରହିଛି ଧନୁ ରାଶି । ଏହି ରାଶିର ବ୍ୟକ୍ତି ଅଚାନକ ବଦଳିବାକୁ ଯାଉଛି । କୌଣସି ଭଲ କାର୍ଯ୍ୟ ପାଇଁ ବହୁତ ପ୍ରଶଂସିତ ମଧ୍ୟ ହେବେ । କାର୍ଯ୍ୟ କ୍ଷେତ୍ରରେ ଧନର ପ୍ରାପ୍ତି ହେବ । ଚତୁର୍ଥରେ ରହିଛି ମକର ରାଶି । ଏହି ରାଶିର ବ୍ୟକ୍ତି ଜୀବନରେ ବହୁତ ଭଲ କାର୍ଯ୍ୟ କରିବାକୁ ଯାଉଛନ୍ତି ।

ସନ୍ତାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି । ବୈବାହିକ ଜୀବନରେ ମଧୁରତା ଆସିବ । ପଞ୍ଚମରେ ରହିଛି ମେଷ ରାଶି । ଏହି ରାଶିର ବ୍ୟକ୍ତି ଗ୍ରହ ମାନଙ୍କର ଚାଳନ ପାଇଁ କାର୍ଯ୍ୟ କ୍ଷେତ୍ରରେ ବହୁତ ଲାଭ ମିଳିଥାଏ । ବ୍ୟାପାରରେ ଧନର ପ୍ରାପ୍ତି ହୋଇଥାଏ । ନିଜର ପରିଶ୍ରମ କାରଣକୁ ବହୁତ ଭଲ ଫଳ ପ୍ରାପ୍ତି ହେବ ।ଷଷ୍ଠରେ ରହିଛି ମିଥୁନ ରାଶି । ଏହି ରାଶିର ବ୍ୟକ୍ତି କାରବାରରେ ଧୀରେ ଧୀରେ ବୃଦ୍ଧି ହେବାକୁ ଲାଗିବ । ବୁଡି ଯାଇଥିବା ଧନ ଫେରସ୍ତ ଆସିବ ।

ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ ସହିତ ଧନର ପ୍ରାପ୍ତି ହେବ । ସପ୍ତମରେ ରହିଛି କନ୍ୟା ରାଶି । ଏହି ରାଶିର ବ୍ୟକ୍ତି ଜୀବନରେ ଯାହା ଖରାପ ସମୟ ଥିଲା ତାହା ଦୂର ହେବାକୁ ଯାଉଛି । ଆଗାମୀ ଦିନ ଗୁଡିକ ଅନୁକୂଳ ରହିବ । କର୍ମ କ୍ଷେତ୍ରରେ ବହୁତ ଅର୍ଥ ଲାଭ କରିବେ । ଅଷ୍ଟମରେ ରହିଛି କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ମା ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ପଡିବାକୁ ଯାଉଛି । ବ୍ୟାପାରୀ ମାନେ ଶୁଭ ଫଳ ପାଇବେ । ଯୋଜନା ଅନୁଯାଇ ସବୁ କାର୍ଯ୍ୟ ସଫଳ ହେବ । କାର୍ଯ୍ୟ କ୍ଷେତ୍ରରେ ଧନର ପ୍ରାପ୍ତି ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button