ମହାଦେବଙ୍କ ଏହି ଅତିପ୍ରିୟ ମନ୍ତ୍ର ଜପିଲେ ଆପଣଙ୍କର କିଏ କିଛି କରିପାରିବ ନାହିଁ !

ମନୁଷ୍ୟ ଜୀବନରେ କିଛି ନା କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ସେଥିଲାଗି ମଧ୍ୟ ବହୁତ ପ୍ରତିକାର କରିଥାଉ । ହେଲେବି କିଛି ନା କିଛି ସମସ୍ଯା ଆସିଥାଏ । ଭଲ କର୍ମ କରିବା ଦ୍ଵାରାହିଁ ଭଲ ଫଳ ମିଳିଥାଏ । କୌଣସିବି ସମସ୍ଯା ଥାଉ ଭଗବାନଙ୍କୁ ସ୍ମରଣ କରିବା ଦ୍ଵାରା ବା ଭଗବଙ୍କୁ ଭକ୍ତିର ସହ ପୂଜା କରିବା ଦ୍ଵାରା ସବୁ ସମସ୍ଯା ଦୂର ହୋଇଥାଏ ।
ଜୀବନରେ ଯେତେବୀ ସମସ୍ଯା ଆସୁ ବା ଯେତେ କଷ୍ଟ ଆସୁ ଭଗବଙ୍କୁ ପ୍ରାର୍ଥନା କରିବା ଦ୍ଵାରା ସେ ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ । ଆଜି ଆସନ୍ତୁ ଜାଣିବା ମହାଦେବଙ୍କର କେଉଁ ମନ୍ତ୍ର ଜପିବା ଦ୍ଵାରା କେହି କିଛି କରିପାରନ୍ତି ନାହିଁ । ସମସ୍ତ ମନୁଷ୍ୟ ମହାଦେବଙ୍କୁ ପୂଜା କରିଥାନ୍ତି । ମହାଦେବଙ୍କୁ ବହୁତ ନିଷ୍ଠାର ସହ ପୂଜା କରିବା ଦ୍ଵାରା ସେହି ବ୍ୟକ୍ତିର ସବୁ ମନସ୍କାମନା ପୂର୍ଣ ହୋଇଥାଏ । ପ୍ରାୟ ଲୋକ ମହାଦେବଙ୍କର ସବୁ ପର୍ବକୁ ବହୁତ ଧୁମଧାମର ସହ ପାଳନ କରନ୍ତି ।
ଯେପରିକି ସଂକ୍ରାନ୍ତି ,ମହା ଶିବରାତ୍ରି ଏହି ଭଳି ଅନେକ ପର୍ବକୁ ପାଳନ କରାଯାଏ । ଶିବଙ୍କ ପୂଜା କରିବା ସମୟରେ ବହୁତ କିଛି ମନ୍ତ୍ର ରହିଛି ସେହି ମନ୍ତ୍ର ପାଠ କରିବା ଦ୍ଵାରା ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ । ମହାଦେବଙ୍କର ସବୁଠାରୁ ପ୍ରିୟ ମନ୍ତ୍ର ହେଉଛି ମହା ମୃତୁଞ୍ଜୟ ମନ୍ତ୍ର ଏହି ମନ୍ତ୍ର ମହଦେବଙ୍କର ବହୁତ ପ୍ରିୟ ହୋଇଥାଏ । ଏହି ମନ୍ତ୍ରକୁ ଜପିବା ଦ୍ଵାରା ମହାଦେବ ସନ୍ତୁଷ୍ଟ ହୋଇଥାନ୍ତି । ଏବଂ ସବୁ ମନସ୍କମାନ ପୂର୍ଣ କରିଥାନ୍ତି ।
ଶାସ୍ତ୍ରରେ ଅଲଗା ଅଲଗା କମ ପାଇଁ ଅଲଗା ଅଲଗା ମହା ମୃତୁଞ୍ଜୟ ମନ୍ତ୍ର ଜପ କରାଯାଇଥାଏ । ଯଦି ଆପଣ କୌଣସି ଭୟରେ ପୀଡିତ ଅଛନ୍ତି ବା କିଛି ଅଲଗା ଭୟ ଆପଣଙ୍କୁ ହଇରାଣ କରୁଥାଏ । ତ ଏହି ମହା ମୃତୁଞ୍ଜୟ ମନ୍ତ୍ର ଜପ କରନ୍ତୁ ଦେଖିବେ ସବୁ ଭୟ ଦୂର ହୋଇଯିବ । ଯଦି ଆପଣଙ୍କ ପରିବରେ କୌଣସି ବ୍ୟକ୍ତି ବା ଆପଣ ରୋଗରେ ପୀଡିତ ଅଛନ୍ତି । ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ସବୁ ରୋଗରୁ ମୁକ୍ତି ମିଳିଯିବ ।
ସନ୍ତାନ ପାଇବାର ଇଚ୍ଛା ମଧ୍ୟ ଏହି ମନ୍ତ୍ର ଦ୍ଵାରା ପ୍ରାପ୍ତି ହୋଇଯିବ । ବ୍ୟବସାୟରେ କୌଣସି ସମସ୍ଯା ବା ଉନ୍ନତି ଚାହୁଁଛନ୍ତି ତ ଏହି ମହା ମୃତୁଞ୍ଜୟ ମନ୍ତ୍ର ଜପ କରନ୍ତୁ ,ସବୁ ସମସ୍ଯା ଦୂର ହୋଇଯିବ । ଏହି ମନ୍ତ୍ର ଦ୍ଵାରା ଅକାଳ ମୃତ୍ୟୁରୁ ମଧ୍ୟ ମୁକ୍ତି ମିଳିବ । ପରିବାରରେ କୌଣସି ସମସ୍ଯା ବା କଳହ ସୃଷ୍ଠୀ ହେବ ନାହିଁ । ଏହି ମନ୍ତ୍ର ଜପ କରିବା ଦ୍ଵାରା ପରିବାରରେ ସୁଖ ସମୃଦ୍ଧି ଆସିବ ।