ସ୍ୱାସ୍ଥ୍ୟ

ଏହାକୁ ଦେଖିଲା ପରେ ଜୀବନରେ କେବେ ଆପଣ ଲେମ୍ବୁ ଚୋପା ଫିଙ୍ଗିବାର ଭୁଲ କରିବେ ନାହିଁ

ନମସ୍କାର ବନ୍ଧୁଗଣ ଆଜି ମୂ ଆପଣଙ୍କୁ ଲେମ୍ବୁ ଚୋପାର ଏମିତି ଏକ ଉପାୟ ବିଷୟରେ କହିବି ଆପଣ ଏହା ଶୁଣି ଲେମ୍ବୁ ଚୋପା କୁ କେବେବି ଫିଙ୍ଗିବେ ନାହି । ଆପଣମାନେ ଲେମ୍ବୁ ରସକୁ ବ୍ୟବହାରକରିସାରି ଏହାର ଚୋପା କୁ ଆମେ ବହୁତ ଭଲ ଜିନିଷ ବନେଇପାରିବା ଯାହାକି ଆପଣ ବଜାରରୁ ବହୁତ ମୂଲ୍ୟରେ କିଣି ଥାନ୍ତି । ବନ୍ଧୁଗଣ ସର୍ବପ୍ରଥମେ ଆପଣ କିଛି ଲେମ୍ବୁ ଚୋପା ନିଅନ୍ତୁ ତାହା ପରେ ଅନ୍ୟ ଏକ ପାତ୍ର ରେ ଦେଢ ଗ୍ଲାସ ପାଣି ନିଅନ୍ତୁ ।

ଏହା ପରେ ସେହି ପାଣିରେ ଲେମ୍ବୁ ଚୋପା କୁ ପକାଇ ୫ରୁ ୬ ମିନିଟ ଫୁଟାନ୍ତୁ ଏହା କରିବା ଦ୍ଵାରା ଲେମ୍ବୁ ଚୋପରେ ଥିବା ରସ ପାଣିସହିତ ଭଲ ଭାଭେ ମିଶିଯିବ । ପାଣିର ରଙ୍ଗ ପରିବର୍ତନ ହେବାର ଦେଖିବା ପରେ ଆପଣ ଗ୍ୟାସ ଟିକୁ ବନ୍ଦ କରି ଦେବେ । ଏହାପରେ ସେହି ପାଣିକି ଥଣ୍ଡା ହବାକୁ ଛାଡି ଦେବେ । ପାଣି ଥଣ୍ଡା ହୋଇଗଲା ପରେ ଆମେ ସେଥିରେ ଥିବା ଲେମ୍ବୁ ଚୋପାକୁ ଭଲ ଭାବେ ଚୁପୁଡି ଅନ୍ୟ ଏକ ପାତ୍ରରେ ରଖିଦବା ।

ଏହାପରେ ସେହି ପାଣିକି ଅନ୍ୟ ଏକ ପାତ୍ରକୁ ଛାଣି ନବା । ଏହା ପରେ ଆମେ ଏକ ବୋତଲରେ ଦେଢ ଗ୍ଲାସ ପାଣି ନବା ସେହି ପାଣିରେ ଆମେ ପ୍ରସ୍ତୁତ ହୋଇଥିବା ଲେମ୍ବୁ ରସ କୁ ମିଶ୍ରଣ କରି ଦବା । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଲେମ୍ବୁ ମାଧ୍ୟମ ରେ ଆମେ ଦାଗ ଛଡାଇ ଥାଊ ଯିବାଣୁ ମଧ୍ୟ ନାସ କରିଥାଉ ଆଉ କ୍ଲିଞ୍ଜର ମଧ୍ୟ ବନୟଥାଉ । ବନ୍ଧୁଗଣ ଆପଣ ଜାଣି ଥିବେ ବଜାର ରେ ମିଳୁ ଥିବା ବାସନ ମଜା ସାବୁନୁ ଆଉ କ୍ଲିଞ୍ଜର ସେଥିରେ ଲେମ୍ବୁର ପରିମାଣ ରହିଥାୟ ।

ବନ୍ଧୁଗଣ ଆଜି ଆମେ କ୍ଲିଞ୍ଜର ବନେଇବା ଯାହାକି ଆପଣ ମାନେ ବଜାର ରୁ ବହୁତ ଦାମ ଦେଇ କିଣି ଥାନ୍ତି । କ୍ଲିଞ୍ଜର ବନେଇବା ପାଇଁ ବୋତଲ ମଧ୍ୟରେ ଥିବା ପାଣି ଓ ଲେମ୍ବୁ ପାଣି କି ଆମେ ଭଲ ଭାବେ ମିଶେଇବା ଏହା ପରେ ସେଥିରେ ଆମେ ଏକ ଚମୋଚ ଖାଇବା ସୋଢା ମିଶାଇବା । ଏହାପରେ ଆପଣ କିଛି ଡିଶୱାଶ କିମ୍ବା କିଛି ଡିଟେର୍ଜେନ ମିଶାନ୍ତୁ ଏହା କୁ ମିଶାଇଲେ ଏହା ମଧ୍ୟରୁ ବହୁତ ଭଲ ସୁଗନ୍ଧ ଆସି ଥାୟ । ଏହାପରେ କ୍ଲିଞ୍ଜର ପ୍ରସ୍ତୁତି ହୋଇସାରିଛି । ଏହାକୁ ଆପଣ ସବୁ କାମ ରେ ବ୍ୟବହାର କରିପାରିବେ । ଏହାପରେ ଏକ ସ୍ପ୍ରେ ବୋତଲ ରେ ଭରିଦିଅନ୍ତୁ ।

ଏହାପରେ ଏହି ମିଶ୍ରଣ ସାହାଯ୍ୟ ରେ ଆପଣ ମାନେ ବାସନ ମାଜିପରିବେ , ଘରେ ରହିଥିବା ମିରର ସଫା କରି ପାରିବେ ଓ କମ୍ପିଉଟର ସ୍କ୍ରୀନ ମଧ୍ୟ ସଫା କରିପାରିବେ । ବନ୍ଧୁଗଣ ଯଦି ଆପଣ ଘରେ ଲେମ୍ବୁ ଚୋପା ମାଧ୍ୟମରେ ଏତେ ସୁନ୍ଦର କ୍ଲିଞ୍ଜର ବନେଇବେ ତାହାଲେ ଆପଣଙ୍କୁ ବଜାରରେ ମିଳୁଥିବା ଦାମୀ କ୍ଲିଞ୍ଜର କିଣିବାକୁ ପଡିବନି ।

ବନ୍ଧୁଗଣ ଆଜି ଡେରି ନକରି ଆପଣ ନିଜ ଘରେ ଏହି କ୍ଲିଞ୍ଜର ଟି ପ୍ରସ୍ତୁତ କରନ୍ତୁ ଆମେ ଆସା କରୁଛୁ ଏହି କଥା ଟି ଆପଣ ଜାଣି ସାରିବା ପରେ ଲେମ୍ବୁ ଚୋପାକୁ ଫିଙ୍ଗିବେ ନାହି । ବନ୍ଧୁଗଣ ଆମେ ଆସ କରୁଛୁ ଆପଣକୁ ଏହି ଟିପ୍ସ ଟି ନିଶ୍ଚିତ ଭଲ ଲାଗିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button