ଜ୍ୟୋତିଷ

ପ୍ରେମରେ ବହୁତ ସଚ୍ଚା ଅଟନ୍ତି ଏହି 4ଟି ନାମର ଝିଅମାନେ- Jyotisha Shastra

ସବୁ ଲୋକମାନେ କୁହନ୍ତି କି ନାରୀ ମାନଙ୍କୁ ଜାଣିବା ବହୁତ କଷ୍ଟ ହୋଇ ଥାଏ କାରଣ ତାଙ୍କ ମନରେ କଣ ଅଛି କେହି ଜାଣି ପାରି ନଥାନ୍ତି ଏହା ଭଗବାନ ଙ୍କୁ ମଧ୍ୟ ଅଜଣା ହୋଇ ଥାଏ । ଦେଖନ୍ତୁ ଏହା କିଛି ମାତ୍ରାରେ ସତ୍ୟ ହୋଇ ଥାଏ ପାରେ ମାତ୍ର ଆଉ ଏକ ସତ୍ୟ ଘଟଣା ମଧ୍ୟ ଅଛି କି ନାରୀ ମାନେ ଖୁବ କୋମଲ ହୋଇ ଥାନ୍ତି ଆଜି ଆମେ କହିବା ପାଇଁ ଯାଉଛୁ କି ଏହି ନାମର ମହିଳା ମାନଙ୍କ ବିଷୟରେ ଏବେ ଜାଣିଲେ ଆପଣ କହିବେ କି ଆମେ ଯାହା କହୁଛୁ ସତ ଅଟେ ତାହା ।

ଆପଣ ମାନେ ଜାଣି ନିଅନ୍ତୁ କି ଏହି ନାମର ମହିଳା ମାନେ କିଭଳି ଥାନ୍ତି ଓ କେଉଁ କେଉଁ ଭଳି କମ କରି ଥାନ୍ତି । ଆଜି ଆମେ କହିବା କି ଆମେ ଏହି ନାମର ମହିଳା ମାନଙ୍କ କଥା ଜାଣିବା ପରେ ନିଜ ମତ ନିଶ୍ଚିତ ଭାବେ ବଦଳାଇବା ପାଇଁ ବାଧ୍ୟ ହୋଇଯିବେ । ଆଜି ଆମେ ଆପଣଙ୍କୁ କହିବା କି ପ୍ରଥମ ନାମ ହେଉଛି “S” ଏହି ନାମର ମହିଳା ମାନେ ଦେଖିବା ପାଇଁ ଖୁବ ସୁନ୍ଦରୀ ହୋଇ ଥାନ୍ତି ଓ ବଡ ମାନଙ୍କୁ ଇଜତ ଦେବା ପାଇଁ ଏମାନେ ସବୁ ବେଳେ ଆଗରେ ଥାନ୍ତି । ଏମମାନେ ସାନ୍ତ ସ୍ଵଭାବ ର ହୋଇ ଥାନ୍ତି ଅନେକ ସମୟରେ ଏମାନେ ରାଗୀ ମଧ୍ୟ ଯାଇ ଥାନ୍ତି ।

ଏମାନେ ଏତେ ଶୀଘ୍ର କାହାର ଭଲ ପାଇବା ରେ ପଡି ନଥାନ୍ତି କିନ୍ତୁ ଯଦି ଏମାନେ କାହାକୁ ଥରେ ଭଲ ପାଇ ଯାଇ ଥାନ୍ତି ତେବେ ସେ କେବେହେଲେ ତାକୁ ଛାଡି ନଥାନ୍ତି । ଏମାନେ ବହୁତ ଯତ୍ନବାନ ଅଟନ୍ତି ଓ ଏମାନେ ସବୁ ବେଳେ ସତ କଥା କହି ଥାନ୍ତି । ଏବେ ଆମେ କହିବା କି “J” ନାମର ମହିଳା ମାନଙ୍କ କଥା । ଏମାନେ ଠାରେ ଯାହାକୁ ଭଲ ପାଇ ଯାଇ ଥାନ୍ତି ତାକୁ ମାରିବା ଯାଏ ଛାଡି ନଥାନ୍ତି । ଏମାନେ ଦେଖିବା ପାଇ ଖୁବ କୋମଲ ଅଟନ୍ତି ।

ଏମାନେ କେବଳ ନିଜ ସାଥି ପାଇଁ ଏମାନେ ସବୁ ବେଳେ ସବୁ ଙ୍କ ପାଇଁ କେୟାର କରି ଥାନ୍ତି । ଏମାନେ ଖୁବ ମଧୁର କଥା କହି କାହାର ମଧ୍ୟ ମନକୁ ଜିତି ଯାଇପାରନ୍ତି । ଏହା ଅପରେ “M” ଏମାନ ଏଯାହାକୁ ଭଲ ପାଇ ଥାନ୍ତି ତାକୁ ହିଁ ବିବାହ କରି ଥାନ୍ତି । ଏମାନେ ଜାତି ଧର୍ମ କୁ ବିଶ୍ଵାଶ କରି ନଥାନ୍ତି । ଏମାନେ ଦେଖିବା ଅପପାଇନ ଯେତିକି ଭୋଳା ଲାଗନ୍ତି ସେତିକି ଭୋଳା ମଧ୍ୟ ଏମାନେ ଥାନ୍ତି । ଏମାନେ ସବୁ ବେଳେ ନିଜ ସାଥି ସହ ବଫାଦାର ହୋଇ ଥାନ୍ତି । “K” ଏହି ମାନର ମହିଳା ମାନେ ଦେଖିବା ପାଇ ବହୁତ କ୍ୟୁଟ ହୋଇ ଥାନ୍ତି ଏମାନେ ଭଲ ପାଇବା ଉପରେ ବିଶ୍ଵାଶ କରି ନଥାନ୍ତି । କିନ୍ତୁ ଯଦି କାହାକୁ ଭଲ ପାଇଲେ ତେବେ ତା ବିନା ବଞ୍ଚି ପାରି ନଥାନ୍ତି । ଏମାନେ ଭଲ ପାଇବା ରେ ସବୁ ବେଳେ ଇମାନ୍ଦାର ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button