ଜ୍ୟୋତିଷ

ନିଜେ ହନୁମାନ ଏହିଠାରେ ରକ୍ଷା କରିଥିଲେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ସତ୍ୟ ଘଟଣା

ଆମ ଜୀବନରେ ଆମେ ଭଗବାନ ଙ୍କୁ ମାନିବା କି ନାଇ ତାହା ଆମ ଉପରେ ରହେ କିନ୍ତୁ ଦେଖିବା ପାଇଁ ଗଲେ ଭଗବାନ ସବୁ ବେଳେ ଆମ ପାଖେ ପାଖେ ସବୁ ବେଳେ ନିଜ ସନ୍ତାନ ମାନଙ୍କ ସହ ଥାନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ ଭଗବାନ ହନୁମାନ ଜି ଙ୍କ କୃପା ବିଶୟରେ ଯଦି ଦେଖିବା ପାଇଁ ଯିବା ତ ହନୁମାନ ଜି ନିଜ ବେଶ ବଦଳାଇ ଅନେକ ଜାଗାରେ ଅନେକ ଥର ଦେଖା ଯାଇ ଛନ୍ତି ।

ଆମେ ଆଜି ଭଗବାନ ଙ୍କ ଏହି ଭଳି ଏକ ମନ୍ଦିର ବିଷୟରେ କହିବା ପାଇଁ ଯାଉଛୁ ଯେଉଁ ଜାଗାକୁ ଯିବା ଦ୍ଵାରା ଆମ ଭାଙ୍ଗି ଯାଇ ଥିବା ହାଡ ପୁଣି ଥରେ ଯୋଡି ହୋଇ ଯାଇ ଥାଏ । ଆପଣଙ୍କ ବୁସବାଶ ଥିଲେ ବି କିମ୍ବା ନଥିଲେ ଭି ଭଗବାନ ସବୁ ବେଳେ ଆମ ସହ ଆମ ସାଙ୍ଗରେ ଅଛନ୍ତି । ସାରା ଦେଶରେ ଏହି ମନ୍ଦିର ର ଯୟଗାନ ହେଉଛି । ଆମ ଦେଶରେ ଅନେକ ଡାକ୍ତର ଅଛନ୍ତି ଅନେକ ଡାକ୍ତର ଖାନା ମଧ୍ୟ ଅଛି କିନ୍ତୁ ଦେଖିବା ପାଇ ଗଲେ ଏହା ଆମକୁ ହାଡ ଯନ୍ତ୍ରଣା ରୁ ମୁକ୍ତି ଦେଇ ପାରି ନଥାନ୍ତି । ଆମେ ଯଦି କହିବା ପାଇଁ ଯିବା ତ ।

ଜାଣି ପାରିବା କି ଆମେ ଭଗବାନ ଙ୍କ ପାଖରେ ନିଜର ସବୁ କିଛି ଦେଇ ଦେବା ଦ୍ଵାରା ଆମକୁ ସବୁ କିଛି ମିଳି ଥାଏ । ଏହି ମନ୍ଦିର କୁ ଲୋକମାନେ କାନ୍ଦି କାନ୍ଦି ଆସି ଥାନ୍ତି କିନ୍ତୁ ଯିବା ବେଳେ ଏମାନେ ହସି ହସି ଯାଇ ଥାନ୍ତି କାରଣ ଏହି ମନ୍ଦିର ରେ ଥିବା ହନୁମାନ ଜି ଙ୍କ କୃପାରୁ ତାଙ୍କର ହାଡର ଯନ୍ତ୍ରଣା ଦୂର ହୋଇ ଯାଇ ଥାଏ । ଅନେକ ଲୋକମାନେ ଏହି ଜାଗାକୁ ଆସି ସୁସ୍ଥ ହୋଇ ଫେରୁ ଛନ୍ତି । ଏହି ମନ୍ଦିର ମଧ୍ୟ ପ୍ରଦେଶ ର ଜିଲ୍ଲା କଟନୀ ଠାରୁ 35 କିଲୋମିଟର ଦୂର ମୋହାସ ନାମକ ଗ୍ରାମରେ ଅଛି । ଏହି ମନ୍ଦିର କୁ ଯଦି ଆପଣ ଆସୁଛନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କାରଣ ଏହି ମନ୍ଦିରରେ ଅସ୍ଥି ରୋଗରେ ପୀଡିତ ଲୋକନକ ଚିକିସ୍ଛା ହୋଇ ଥାଏ । କେଉଁ ରୋଗୀ ଏହି ଜାଗାକୁ ଷ୍ଟ୍ରେଚର ରେ ଆସିବା ଅବେଳେ କେଉଁ ମାନେ ଟେକା ହୋଇ ଥାନ୍ତି । ଆପଣ ଜାଣିକି ବିଶ୍ଵାଶ କରିବେନି କି ଏହି ଜାଗାରେ ଥିବା ରୋଗୀ ମାନେ ପ୍ରକୃତିକ ଔଷଧ ଲଗାଇବା ସହ ରାମ ନାମର ଜପ କରି ଥାନ୍ତି ଓ ସୁସ୍ଥ ମଧ୍ୟ ହୋଇ ଥାନ୍ତି । ଏହି ପ୍ରାକୃତିକ ଔଷଧ ର ପ୍ରସ୍ତୁତି ଭଗବାନ ଙ୍କ ଆଶୀର୍ବାଦ ରୁ ସେଠାରେ ଥିବା ସାଧୁ ମାନେ କରି ଥାନ୍ତି । ଏହି ମନ୍ଦିର ରେ ମଙ୍ଗଲ ଓ ଶନିବାର ଦିନ ଏହି ଜାଗାରେ ଅଧିକ ଭକ୍ତ ମାନେ ଆସିଥାନ୍ତି । ଏହା ସହ ବିଶେସ ମନସ୍କାମନା ପୂରଣ ହୋଇ ଥାଏ ଏହି ମନ୍ଦିରରେ ମାନଶୀକ କରିବା ଦ୍ଵାରା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button