ଜ୍ୟୋତିଷ

ମାତ୍ର 2 ଘଣ୍ଟାରେ ପୁରଣ ହେବ ଆପଣଙ୍କର ସମସ୍ତ ମନସ୍କାମନା, ବାସ ତୁଳସୀ ପତ୍ରରେ କରନ୍ତୁ ଏହି ଉପାୟ

ଆପଣ ମାନେ ଜାଣି ଥିବେ କି ଆମେ ଜୀବନରେ ଅନେକ ସମସ୍ଯା ଥାଏ ଏକ ସମସ୍ଯା ସଋ ନଥାଏ କି ଆଉ ଏକ ସମସ୍ଯା ଆରମ୍ଭ ହୋଇ ଯାଇ ଥାଏ । ଆମେ ଯଦି କିଛି ନୂଆ କରିବା ପାଇଁ ଚେଷ୍ଟା କରୁ ତେବେ ଏହା ପାଇନାମେ ଅନେକ ପ୍ରକାର କଥା ଶୁଣିବା ପାଇଁ ପାଉ । ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଯେଉଁ ଭି କାମ କରିବା କିମ୍ବା ଆମ ମନର ଅନେକ ଦିନର ଇଚ୍ଛା ଯଦି ମନରେ ରହି ଯାଇଛି ତେବେ ଆମେ କେଉଁ ଭଳି ଭାବେ ଏହାକୁ ପୂରଣ କରି ପାରିବା ।

ଦେଖନ୍ତୁ ଉଆପୟ ମାନ ଅନେକ ଅଛି କିଛି ଜଣ ନିଜ ଜାତକ ଅନୁସାରେ ଉପାୟ କରି ଥାନ୍ତି ଓ କିଛି ଜଣ ନିଜ ମନସ୍କାମନା ପାଇଁ କିଛି ସାଧୁ ସନ୍ଥ ଙ୍କ ପାଖକୁ ଯାଇଆ ଥାନ୍ତି । ଆଜି ଯେଉଁ ଉପାୟ ବିଷୟରେ ଆମେ କହିବା ପାଇ ଯାଉଛୁ ଏହା ଏକ ସାଧାରଣ କିନ୍ତୁ ଚମତ୍କାରୀ ଉପାୟ ଅଟେ । ଆମେ ଅକ୍ଷୀବ ଅପଇଆନ ଯାଉଅଥିବା ଉପାୟ ଅନୁସାରେ ଆପଣ ଯାହା ଭି ଅକରିବେ ଦେଖି ଚାହିଁ କାମ କରିବେ ଏହା କରିବା ପାଇଁ ଆପଣ ଏକାନ୍ତ ଆବଶ୍ୟକ ଅଟେ । ଆପଣ ଯାହାଭି ଅକରିବେ ଦେଖି ଚାହିଁ କାମ କରିବେ ଏହି ଭଳି କାମ କରିବା ବେଳେ ଆପଣଙ୍କୁ କେହି ନ ଡାକିବା କିମ୍ବା କେହି କିଛି ନକହିବା ଖୁବ ଭଲ ହୋଇ ଥାଏ ।

ଆପଣ ଯଦି ଏହି ଉପାୟ କରିବେ ନିଶ୍ଚିତ ଭାବେ ଆପଣ ଏହାକୁ କରିବା ପାଇଁ କିଛି ସାବଧାନତା ଅବଲମ୍ବନ କରିବେ । ଆମେ ନିଜ ସମସ୍ଯା କୁ ନେଇ ଅନେକ ସମୟରେ ଏତେ ବ୍ୟସ୍ତରେ ରହି ଯାଇ ଥାଉ କି ଏହା ପାଇଁ ଆମେ ନିଜ ଲୋକ ମାନଙ୍କୁ ଓ ସେମାନଙ୍କ ଖୁଶି କୁ ଭୁଲି ଯାଇ ଥାଉ । ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ନୂଆ ସମସ୍ଯା କୁ ଆଗମମାନ ନ ଦେବା ପାଇଁ ଚାହୁଁ ଥିବେ ସେମାନେ ଏବେ ଏହାକୁ ନିଶ୍ଚିତ ଭାବେ କରିବା ଭଲ ହୋଇ ଥାଏ । ଆପଣ ନିଜ ମନସ୍କାମନା କୁ ଅନେକ ଦିନରୁ ମନରେ ସାଇତି କି ରଖୀ ଥିବେ ଏହା ଦ୍ଵାରା ଆପଣଙ୍କ ଜୀବନର ସମସ୍ଯା ସବୁ ନିଶ୍ଚିତ ଭାବେ ବଢିବାରେ ଲାଗି ଥିବ ।

ଆପଣ ମାନେ ଜାଣି ଥିବେ କି ଆମେ ଯେଉଁ ଭି କାମ କରିବା ପାଇଁ କିମ୍ବା ଯେଉଁ ଭି ଇଚ୍ଛା କୁ ଅମନରେ ରଖୀ ଥାଉ ତାହା ଯଦି ପୂରଣ ନହୁଏ ଶେଷ ସମୟ ଯାଏ ଏହା ଆମ ପାଇଁ ମନରେ ରହି ଯାଇ ଥାଏ । ଆପଣ ନିଜ ଘର ଅଗଣା ରେ ଥିବା ତୁଳଶି ଗଛର ପତ୍ର କୁ ଆଣିକି ଏହାକାଉ ଏକ ନୋଟା ପାଣିରେ ପକାଇ ଦିଅନ୍ତୁ ଦେଖିବେ ଏହା ପରେ ଆପଣ ଯେମିତି ଏହାକୁ ସୁରକ୍ଷିତ ଜାଗାରେ ରଖନ୍ତି ଏହା ପରେ 24 ଘନତା ପରେ ଆପଣ ଏହାକୁ ନେଇ ଘରର ସବୁ କୋଣତରେ ପକାଇ ଦେବେ ଏହା ସହ ଆପଣ ଏହାକୁ ନେଇ ଘର ବାହରେ ମଧ୍ୟ ପକାଇ ପାରନ୍ତି ଯାହା ଦ୍ଵାରା ଆପଣଙ୍କ ସବୁ ସମସ୍ଯା ଦୂର ହୋଇ ଯିବା ସହ ମନସ୍କାମନା ପୂରଣ ହେବାର ବାଟ ମଧ୍ୟ ଖୋଲିଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button