ଦୁର୍ଘଟଣା କାହିଁକି ହୁଏ ? କାହାର ଅଭିଶାପ ପଡିଲେ ଦୁର୍ଘଟଣା ଘଟେ ? Ajira Anuhcinta

ଆମେ ଆମ ଜୀବନରେ ଅନେକ କଷ୍ଟ ଓ ଦୁଃଖ ର ସହ ଜୀବନକୁ ବିତାଇ ଥାଉ । ଆଜି ଆମେ କାହା ଭି କରୁ କିମ୍ବା କରୁଛୁ ଏହାର ପରିଣାମ ଆମକୁ ନିଶ୍ଚୟ ମିଳିବ । ଆମ ଗ୍ରହ ମାନଙ୍କ ସ୍ଥିତି ମଧ୍ୟ କିଛି ଅଲଗା ହୋଇ ଥିବା ବେଳେ ଆମକୁ କିଛି ଅଲଗା ଅଲଗା ପରିସ୍ଥିତି ଦେଇ ଗତି କରିବା ପାଇଁ ପଡି ଥାଏ । ଯଦି ଆମେ ଦେଖିବା ପାଇଁ ଯିବା ତ ଶାସ୍ତ୍ର ଅନୁସାରେ ଯେଉଁ ଲୋକର ରାଶି ଉପରେ ଯେଉଁ ଗ୍ରହ ଥାଏ ସେହି ଗ୍ରହର ପ୍ରଭାବ ତ ଥାଏ ଏହା ସହ କିଛି ଅଲଗା ପ୍ରଭାବ ମଧ୍ୟ ଆସିଥାଏ କିନ୍ତୁ ଏହା ଅନ୍ୟ ଗ୍ରହ ମାନଙ୍କ ସ୍ଥିତି ଦ୍ଵାରା ହୋଇ ଥାଏ ।
ଆମେ ଜାଣିଛେ କି ଯେଉଁ ଗ୍ରହ ମାନଙ୍କ ସ୍ଥିତି ନିଜ ରାଶି ଉପରେ ଥାଏ ସେମାନେ ଭଲ ପରିଣାମ ପାଇ ଥାନ୍ତି । ଆପଣ ମାନେ ଜାଣିଥିବେ କି କିଛି ଜଣଙ୍କ ଘରେ ଧନର ସମସ୍ଯା ଥାଏ । କିଛି ଜଣଙ୍କ ଘରେ ବେମାରି ଥାଏ । କିଛି ଜଣଙ୍କ ଘରେ ପରିବାର ମଧ୍ୟରେ କିଛି ଅଲଗା ଅଲଗା ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛି କି ଯେଉଁ ମାନେ ସବୁ ବେଳେ ଦୁର୍ଘଟଣା ଶିକାର ହୁଅନ୍ତି । କିନ୍ତୁ ଏହା କଣ ପାଇଁ ହୁଏ ଓ କିଭଳି ହୋଇ ଥାଏ । ଏହା ଆଜି ଆମେ କହିବା ପାଇଁ ଯାଉଛୁ । ଆପଣ ମାନେ ଦେଖି ଥିବେ କି କିଛି ଲୋକମାନେ କୁହନ୍ତି କି ଆମ ସହ ସବୁ ବେଳେ ଦୁର୍ଘଟଣା ହିଁ ହେଉ ଥାଏ ଏହାର କାରଣ ହେଉଛି କି ଆମେ ମାନେ ଆମ ଗ୍ରହ ଖରାପ ଥିବା ପାଇଁ ଏହି ଭଳି ଦଶା ଭୋଗ ହେଉ ଥାଏ ।
ଯେଉଁ ମାନଙ୍କ ର ରାହୁ ଖରାପ ହୋଇକି ରହି ଥାଏ ସେମାନଙ୍କ ପାଇଁ ସମୟ ଖୁବ ହୋଇ ଥାଏ । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ମାନଙ୍କ ରାହୁ ଗ୍ରହ ର ପ୍ରଭାବ ରୁ ସଭିଙ୍କ ଜୀବନରେ କିଛି ନା କିଛି କ୍ଷତି ହୋଇ ଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ରାହୁ ଓ କେତୁ ଯେଉଁ ମାନଙ୍କ ର ଖରାପ ଥାଏ ସେମାନଙ୍କ ସମୟ ସେମିତିରେ ଭି ଖାରାପ ହୋଇ ଥାଏ ।