ସତ ହେବାକୁ ଯାଉଛି Malika Bachana ଯାହା ଲେଖା ହୋଇଛି ଆଜି ପର୍ଯ୍ୟନ୍ତ ଅକ୍ଷରେ ଅକ୍ଷରେ ସତ ହୋଇଛି ଦେଖନ୍ତୁ କଣ ଅଛି ଏହି ବର୍ଷ ପାଇଁ ଭବିଷ୍ୟ ବାଣୀ

ସତ୍ୟ ହେବାକୁ ଯାଇଛି ପୁଣିଥରେ ମାଲିକ।ଆଗକୁ କଣ ଘଟୁବକୁ ଯାଉଅଛି ଜାଣନ୍ତୁ।ମାଳିକା ରେ ଯାହା ଲେଖାଯାଇଛି ସବୁ ଗୋଟିଏ ପରେ ଗୋଟିଏ ହେଉଛି।ପୁଣିଥରେ ଭାରତ ଉପରକୁ ବିପଦ ମାଡି ଆସୁଛି।ଭାରତରେ ପୁଣିଥରେ ଯୁଦ୍ଧ ହେବ ବୋଲି ମାଳିକା ବଚନରେ ଉଲେଖ କରାଯାଇଛି।ଯାହାକି ୬ ବର୍ଷ ତଳେ ମାଲିକ ରେ ଲେଖାଯାଇଛି।ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ର ପଞ୍ଚସଖା ଲେଖିଥିଲେ।
ଆଉ ଭଲ ସଂପର୍କ ନାହିଁ ବୋଲି ଜଣାପଡ଼ିଛି।ପୃଥିବୀରେ ବର୍ତ୍ତମାନ ଅସ୍ଥିରତା ସୃଷ୍ଟି ହୋଇଛି।ତିନି ରୁ ଚାରି ବର୍ଷ ଭିତରେ ବିଶ୍ଵ ରକ୍ତ ମୁଖା ହେବ।ଶବର ପାହାଡ ବିଶ୍ଵ ପଲଟିଯିବ। ଦେଶ ଦେଶ ମଧ୍ୟରେ ଘୋର ଯୁଦ୍ଧ ହେବ ବୋଲି ବର୍ଣ୍ଣିତ ହୋଇଛି।
କଳିଯୁଗର ଅନ୍ତ ସମୟରେ ଏହିପରି ହେବ ବୋଲି କୁହାଯାଇଛି।ସାଧାରଣ ଜନତା ମାନେ ବହୁତ କଷ୍ଟରେ ଜୀବନ ଯାପନ କରିବେ।ବହୁତ ଅଶାନ୍ତି ସୃଷ୍ଟି ହୋଇପାରେ।
ପୋକ ମାଛି ପରି ଲୋକମାନଙ୍କ ଜୀବନ ଚାଲିଯିବ ବୋଲି ମାଳିକା ରେ ବର୍ଣ୍ଣିତ ହୋଇଛି। ଯାହାକି ବର୍ତ୍ତମାନ ଯେଉଁ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ହୋଇ ପ୍ରମାଣ ମିଳି ସାରିଛି।ଆଗକୁ ଆଉ ବର୍ତ୍ତମାନ କଣ ଘଟିବାକୁ ଯାଉଛି ସେ କହିଛନ୍ତି।ବହୁତ କିଛି ଆଗକୁ ଘଟିବା ପାଇଁ ଯାଉ ଅଛି।ବିଶ୍ୱରେ ଅନେକ କିଛି ଦେଶରେ ଯୁଦ୍ଧ ଚାଲିଛି।ସବୁ ଦେଶ ମାନେ ଏକାଠି ହୋଇ ଭାରତ ସହିତ ଯୁଦ୍ଧ କରିବେ ବୋଲି ମଧ୍ୟ ବର୍ଣ୍ଣିତ ହୋଇଛି।
ଲୋକମାନଙ୍କ ଚର୍ମ ରୋଗ ହେବ।ଯେତେ ପ୍ରକାରର ଔଷଧ ଲଗାଇଲେ କି ଖାଇଲେ ଭଲ ହେବ ନାହିଁ।ବର୍ତ୍ତମାନ ଅନେକ ମହାମାରୀ ଆଉ ରୋଗ ବ୍ୟାପିଛି
ଏବଂ ଲୋକମାନେ ମରୁଛନ୍ତି।ଲୋକମାନେ ଭୟ ରେ ଥରିବେ।କାହାର କେତେବେଳେ କଣ ହୋଇଯିବ ତାହା କେହି ଜାଣି ପାରିବେ ନାହିଁ।ଅନେକ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ରୋଗ ହୋଇପାରେ।ଏହିଭଳି ମାଳିକା ବଚନରେ ବର୍ଣ୍ଣନା କରାଯାଇଛି।ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେବେ।




