ଚୁପଚାପ ଏଇଠି ବାନ୍ଧନ୍ତୁ ଗୋଟେ କଳା ଧାଗା, ଖରାପ ରୁ ଖରାପ ଭାଗ୍ୟ ବି ଚମକି ଉଠିବ! 24 ଘଣ୍ଟା ମଧ୍ୟରେ ଦେଖନ୍ତୁ ପ୍ରଭାବ

ଆପଣ ମାନେ ଜାଣିଥିବେ କି ଆମେ କିଛି କାମ କରିବା ସମୟରେ କିଛି ନା କିଛି ଅସୁବିଧା ସାମନାକୁ ଆସି ଯାଇଥାଏ । ତେବେ କିଛି ଅସୁବିଧା ଶ୍ବେତହ ଭାବେ ଆସିଥାଏ । କିଛି ଅସୁବିଧା କୁ ସୃଷ୍ଟି କରା ଯାଇ ଥାଏ । ଯଦି ଆପଣ ଙ୍କୁ କେବେ ଭି ଏଭଳି ଲାଗିବ୍ କି ଆପଣ ଅସୁବିଧା ରେ ଅଛନ୍ତି । କିମ୍ବା କିଛି କାରଣ ଯୋଗୁ ଆପଣଙ୍କ କାମ ହୋଇ ପାରୁନି ତେବେ ଆପଣ ନିଶ୍ଚିତ ଭାବେ ଏକ କଳା ସୂତା ଆଣିକି ଏହାକୁ କିଛି ସମୟ ପାଇଁ ଭଗବାନ ହନୁମାନ ଜି ଙ୍କୁ ଅର୍ପଣ କରି ଏହା ପରେ ଆପଣ ଏହାକୁ ଧାରଣ କରନ୍ତୁ ।
ଦେଖିବେ ଆପଣଙ୍କୁ ଖୁବ ଭଲ ପରିଣାମ ମିଳିବ । କିଛି ଲୋକଙ୍କ ପାଇଁ ସମୟ ଅଟକି ଯାଇଥାଏ । ଏହା ଆଗକୁ ଯାଇ ନଥାଏ ଏହା ପାଇଁ ଆମକୁ ଖୁବ କଷ୍ଟ ହୋଇ ଥାଏ । କାରଣ ଅନେକ ଚେଷ୍ଟା ପରେ ମଧ୍ୟ କିଛି ଅଦୃଶ୍ୟ ଶକ୍ତି ଆମକୁ ଅଟକାଇ ଥାଏ ।
ଏହି ଭଳି ଶକ୍ତି କୁ ସମାପ୍ତ କରିବା ପାଇଁ ଆମେ ଏକ ଉପାୟ କରି ପାରିବା । ତେବେ ଏକ ଲୋକ ମାନେ ଅନେକ ଲୋକ ଙ୍କ କହିବା ଅନୁସାରେ କାମ କରିଥାନ୍ତି । ଜଦି ଦେଖିବା ପାଇଁ ଜୀବ ନିଜ ଜୀବନର ସମସ୍ଯା କୁ ଦୂର କରିବା ପାଇ ଆପଣ ନିଜ ମାପର ଏକ କଳା ସୂତା ନେଇ ଏହାକୁ ନେଇ ହନୁମାନ ଙ୍କ ମନ୍ଦିର ରେ ରଖି ଏହାକୁ ପୂଜା କରି ଆଣିବା ପରେ ଏହାକୁ ପିନ୍ଧି ନିଅନ୍ତୁ ।
ଆପଣ ଦେଖିବେ ଏହାକୁ ଯଦି ଆପଣ ମନ୍ଦିର ରେ କରି ନ ପାରିବେ ତେବେ ନିଜ ଘରେ ଥିବା ହନୁମାନ ଜି ଙ୍କ ମୂର୍ତ୍ତି ଆଗରେ ଆପଣ ଏହାକୁ ରଖି ହନୁମାନ ଚାଳିଶା ଜପ କରି ଏହାକୁ ୭ ଟି ଗଣ୍ଠି ପକେଇ ଦିଅନ୍ତୁ । ଏହା ସହ ଆପଣ ଯଦି ଭାବୁ ଛନ୍ତି କି ଆପଣଙ୍କ ଘରେ ଯଦି ଆପଣ କିଛି ଖରାପ ଶକ୍ତି କୁ ଅନୁଭବ କରୁଛନ୍ତି ତେବେ ଆପଣ ଏହାକୁ ସେହି ଭଳି କରି ଏହାକୁ ଦୂଆରେ ବାନ୍ଧି ଦିଅନ୍ତୁ ।
ମନ୍ତ୍ର ସାରିବା ଅପରେ ପ୍ରତେକ ଗଣ୍ଠିରେ ଆପଣ ସିନ୍ଦୁର ଲଗାନ୍ତୁ । ଏହା ସହ ଆପଣ ଯଦି ଆପଣ ଏହାକୁ ଘର ପାଇଁ କରୁଛନ୍ତି ତେବେ ଆପଣ ୯ ଟି ଗଣ୍ଠି ବାନ୍ଧିବେ । କିନ୍ତୁ ଯଦି ଆପଣ ଏହାକୁ ନିଜ ପାଇଁ କିମ୍ବା କାହା ପାଇଁ କରୁଛନ୍ତି ତେବେ ଯାହା ପାଇଁ କରୁଛନ୍ତି ତାର ମାପର ଫିତା ନିଅନ୍ତୁ । ଦେଖିବେ ଆପଣଙ୍କ ସବୁ ଅଟକି ଥିବା କାମ ହୋଇଯିବ । ଏହାକୁ କରିବା ଦ୍ଵାରା ଶନି ଦେବଙ୍କର ମଧ୍ୟ କୃପା ହୋଇ ଥାଏ ।
ଯଦି କାହାର ଶନି ଗ୍ରହ ଖରାପ ଚାଲି ଥାଏ ତେବେ ଏହାକୁ କରିବା ଦ୍ଵାରା ତାହା ମଧ୍ୟ ଅଟନ୍ତି । ଯଦି ଦେଖିବା ପାଇଁ ଯିବା ତ ଏହାକୁ ଆପଣ ପୂଜା ଅକରିବା ପରେ ନିଜ ମା କିମ୍ବା କିଛି ଜ୍ଞାନୀ ଲୋକଙ୍କ ଦ୍ଵାରା ଏହାକୁ ବାନ୍ଧନ୍ତୁ ଦେଖିବେ ସବୁ ଦୋଷ ଖଣ୍ଡନ ହେବ ।