ଜ୍ୟୋତିଷ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଏହି ଅମୃତ କଥା ଶୁଣିଲେ ଆପଣଙ୍କ ଜୀବନରେ ନିଶ୍ଚିନ୍ତ ପରିବର୍ତ୍ତନ ଆସିବ – ଶୀଘ୍ର ଦେଖନ୍ତୁ Radhe Radhe

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯଦି କିଏ ତୁମକୁ କଷ୍ଟ ଦିଏ ଛଳନା କରେ ତୁମେ କ’ଣ କରିବ?
1. ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ତୁମେ କାହାକୁ ଦୁଃଖ ଦେଇ ମୋ ଠାରୁ ସୁଖ ଆଶା ରଖ ନାହିଁ।।
2. ଯେତେବେଳେ ଆପଣ ଦୁଃଖ କଷ୍ଟ ଓ କଟୁ କଥା ସହିବା ଶିଖିଯିବେ, ସେତେବେଳେ ଆପଣଙ୍କ ଜୀବନ ବଞ୍ଚିବା ସହଜ ହେଇଯିବ।
Special Report
୩. ସବୁବେଳେ ହସୁଥାଉ ତେବେ ଦୁନିଆ ଆପଣଙ୍କ ସାଥିରେ ରହିବ, ନହେଲେ ଲୁହକୁ ବି ଆଖିରେ ଯାଗା ମିଳେନି ଏବଂ ଏହି ଦୁନିଆ ଦୁଃଖୀ ଲୋକଙ୍କୁ କେବେବି ଯାଗା ଦିଏନି।
୪. ଜୀବନରେ ଯାହାବି ହୁଏ ଆପଣଙ୍କ ଭଲ ପାଇଁ ହୋଇଥାଏ, ହୁଏତ ସେ ଆପଣଙ୍କୁ କିଛି ବନାଇଥାଏ ନହେଲେ ଆପଣଙ୍କୁ କିଛି ଶିଖେଇ ଥାଏ।
Special Report
୫. ଯେଉଁ ଭଗବାନ ରାତିରେ ଗଛ ଉପରେ ଶୋଇଥିବା ପକ୍ଷୀକୁ ପଡ଼ିବାକୁ ଦିଅନ୍ତି ନାହିଁ, ତେବେ ଆପଣ ଚିନ୍ତା କରନ୍ତୁ, ସେହି ଭଗବାନ ଆପଣଙ୍କୁ ଏକା କେମିତି ଛାଡ଼ି ପାରିବେ। ତେଣୁ ଭଗବାନ ସବୁବେଳେ ଆପଣଙ୍କ ପାଖରେ ଅଛନ୍ତି।
୬. ଜୀବନ ବିଷୟରେ ଅଧିକ ଭାବନ୍ତୁ ନାହିଁ କାରଣ ଯେଉଁ ପରମାତ୍ମା ଆପଣଙ୍କୁ ଜୀବନ ଦେଇଛନ୍ତି ସେ ବି କିଛି ଭାବି ଥିବେ।
୭. ଯଦି କେହି ଆପଣଙ୍କୁ କଷ୍ଟ ଦେଉଛି ତ ଆପଣ ଚୁପ୍ ରହିବା ଦରକାର, କାରଣ ଆପଣ ଜବାବ ନଦେଲେ କଣ ହେଲା, ସମୟ ନିଶ୍ଚିତ ଏହାର ଜବାବ ଦେବ।
୮. ଆପଣ ଜୀବନରେ ଅନ୍ଧ, ମୁକ, ବଧିର ହୋଇ ନିଜ ଲକ୍ଷ୍ୟ ପାଇଁ ଚେଷ୍ଟା କରନ୍ତୁ, କାରଣ ଦୁନିଆରେ ଏପରି ବହୁତ ଲୋକ ଅଛନ୍ତି, ଯିଏ ନିଜେ କିଛି କରନ୍ତି ନାହିଁ କି ଅନ୍ୟକୁ କିଛି କରିବା ପାଇଁ ଦିଅନ୍ତି ନାହିଁ ଓ ମନୋବଳକୁ ମଧ୍ୟ ଭାଙ୍ଗି ଦିଅନ୍ତି। ତେଣୁ ଏହି ଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ।
୯. ଆପଣ କର୍ମକୁ ଡରନ୍ତୁ ହେଲେ ଭଗବାନଙ୍କୁ ନୁହେଁ, ଭଗବାନ ତ କ୍ଷମା କରିଦିଅନ୍ତି, ହେଲେ କର୍ମ ନୁହେଁ, କର୍ମର ଫଳ ଆଜି ନହେଲେ କାଲି ନିଶ୍ଚିନ୍ତ ମିଳିଥାଏ।
୧୦. ଜୀବନରେ ଆପଣ ଯେତେ ଶାନ୍ତ ରହିବେ, ନିଜକୁ ସେତେ ମଜବୁତ୍ କରିପାରିବେ, କାରଣ ଲୁହା ଥଣ୍ଡା ହେଲାପରେ ମଜବୁତ ହେଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button