ଜ୍ୟୋତିଷ

ସୂର୍ଯ୍ୟ ଦେବଙ୍କୁ ସକାଳେ ନୁହେଁ ଏହି ସମୟରେ ଜଳ ଅର୍ପଣ କଲେ ଭିକାରି ମଧ୍ୟ ଧନବାନ ହୋଇଥାଏ

ସୂର୍ଯ୍ୟ ଦେବଙ୍କୁ ଏକ ମାତ୍ର ଏମିତି ଦେବତା କୁହାଯାଏ ଯିଏ ସାକ୍ଷାତ ଦର୍ଶନ ଦିଅନ୍ତି, ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ସୂର୍ଯ୍ୟ ଦେବ ଏମିତି ଗୋଟେ ଗ୍ରହ ଯାହା ଜାତକ ବଦଳି ଦିଅନ୍ତି, ଏମିତି ମାନ୍ୟତା ଅଛି ଯେ ସୂର୍ଯ୍ୟ ଦେବଙ୍କୁ ଅର୍ପିତ ଜଳ ଦ୍ଵାରା ଆମ ଶରୀର ସବୁ ପ୍ରକାର ରୋଗ ନଷ୍ଟ ହୋଇଥାଏ ।

ସୂର୍ଯ୍ୟ ଦେବଙ୍କୁ ଅର୍ପିତ ଜଳ ଯେତେବେଳେ ଜମିରେ ପଡିଥାଏ ସେତେବେଳେ ଏହା ବଜ୍ର ଭଳି ଆମ ସବୁ ଦୁଃଖ ବିନାଶ କରିଥାଏ ଏବଂ ଆମ ଜୀବନରେ ସବୁ କିଛି ଭଲ ଏବଂ ଶୁଭକାରୀ ହୋଇଥାଏ । ତେବେ ଆଜି ଆମ ଏ ଆପଣଙ୍କୁ କହିବାକାଉ ଯାଉଛୁ ଯେ ସୂର୍ଯ୍ୟ ଦେବଙ୍କୁ ପ୍ରାତଃରୁ ନୁହେଁ ବରଂ ଏହି ସମୟରେ ଜଳ ଅର୍ପଣ କରିବା ଉଚିତ ।

ଜ୍ଯୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଦେବଙ୍କୁ ସବୁ ଗ୍ରହ ରାଜା କୁହା ଯାଏ ତେବେ ଶାସ୍ତ୍ର ଅନୁଯାଇ ସୂର୍ଯ୍ୟ ଦେବଙ୍କୁ ମାନ ସମ୍ମାନ ଅଧିକାରୀ ମଧ୍ୟ କୁହାଯାଏ ଯାହା ଜାତକରେ ସୂର୍ଯ୍ୟ ଦେବଙ୍କ ବାସ ହୋଇଥାଏ ତାଙ୍କ ଜୀବନରେ ତାଙ୍କୁ କୌଣସି ପ୍ରକାର ମାନ ହାନି ହୋଇନଥାଏ । ତେବେ ଆଜି ଆମେ ଆପଣଙ୍କୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ସଠିକ ସମୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଜୀବନ ସବୁ ଦୁଃଖ ଦୂର ହବ ଏବଂ ଆପଣଙ୍କୁ ନିଜ ଜୀବନରେ ଶାନ୍ତି ପ୍ରାପ୍ତ ହବ ।


ସୂର୍ଯ୍ୟ ଦେବଙ୍କୁ ସକାଳେ ସବୁ ନିତ୍ୟ କାମ ସାରି ୮ଟା ଭିତରେ ଜଳ ଅର୍ପଣ କରିବା ଉଚିତ, ସୂର୍ଯ୍ୟ ଦେବଙ୍କୁ ସବୁବେଳେ ତମ୍ବା ଲୋଟାରେ ଜଳ ଅର୍ପଣ କରିବା ଉଚିତ ଷ୍ଟିଲ ବା ଅନ୍ୟ ଧାତୁ ଜିନିଷରେ ଜଳ ଅର୍ପଣ କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ହାନିକାରକ ଅଟେ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କଲା ବେଳେ ବାସନରେ ଜଳ ସହ କିସ୍ମିସ ଏବଂ ଅନ୍ୟ ଭୋଗ ଜିନିଷ ସହ ଚନ୍ଦନ ପକେଇ ଭଗବାନଙ୍କୁ ଅର୍ପଣ କରିବା ଉଚିତ ।

ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଜଳ ଜମି ଉପରେ ପଡୁ ଯେଉଁଠି ଲୋକଙ୍କ ପାଦ ବାଜୀବ ନାହିଁ ଯଦି ଏମିତିକା ଜାଗା ନାହିଁ ତେବେ ଗୋଟେ ବାସନରେ ଜଳ ଅର୍ପଣ କରନ୍ତୁ ଏବଂ ପୂଜା ସାରିଲା ପରେ କୌଣସି ଗଛ ମୂଳରେ ଏହି ଜଳ ଦେଇ ଦିଅନ୍ତୁ । ଯେଉଁ ଲୋକଙ୍କ ଜୀବନରେ ସୂର୍ଯ୍ୟ ଗ୍ରହ ଶୁଭ କାରକ ହୋଇଥାଏ ତାଙ୍କୁ କୌଣସି ପ୍ରକାର ଅସୁବିଧା ହୋଇନଥାଏ ତାଙ୍କ ଜୀବନ ରାଜା ଭଳି ହୋଇଥାଏ କିନ୍ତୁ ଯାହା ଜାତକରେ ସୂର୍ଯ୍ୟଙ୍କ ଖରାପ କାରକ ହୋଇଥାଏ ସେ ବହୁତ ପରିଶ୍ରମ କଲେ ମଧ୍ୟ ସଫଳତା ପ୍ରାପ୍ତ କରନ୍ତି ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button