ଜ୍ୟୋତିଷ

ପଡ଼ିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଯାହାର ପ୍ରଭାବ ଏହି ୫ ରାଶି ମାନଙ୍କ ଜୀବନରେ ଆଣିଦେବ ଦୁଃଖ

ପଡ଼ିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଏପ୍ରିଲ୍ ୮ରେ ପଡ଼ିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ପୂର୍ବରୁ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ପଡ଼ି ସାରିଛି ଯାହା କିଛି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଭଲ ରହିଥିଲା । ହେଲେ ଆଜି ଆମେ ଜାଣିବା ଏହି ସୂର୍ଯ୍ୟ ପରାଗ କେଉଁ ରାଶିର ଲୋକଙ୍କ ପାଇଁ କିପରି ରହିବ ।

ଏହି ସୂର୍ଯ୍ୟ ପରାଗର ପ୍ରଭାବ ୧୨ ଟି ରାଶି ମାନଙ୍କ ମଧ୍ୟରୁ ୫ ଟି ରାଶି ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ତେଣୁ କରି ଏହି ରାଶିର ଲୋକ ମାନଙ୍କୁ ବିଶେଷ ଭାବେ ସତର୍କ ରହିବା ଆବଶ୍ୟକ । ତେବେ ଜାଣନ୍ତୁ ଆପଣଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଟି କିପରି ରହିବ…..

ର

ମେଷ ରାଶି : 

ଆର୍ଥିକ ଅବସ୍ଥା ଭଲ ରହିବ ନାହିଁ । ବିଭିନ୍ନ କ୍ଷେତ୍ରରୁ ଅସୁବିଧା ଦେଖା ଦେବ । ବ୍ୟବସାୟରେ ମଧ୍ୟ ଘାଟା ହେବାର ସମ୍ଭାବନା ରହିଛି ।

କନ୍ୟା ରାଶି :

ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେବ । ଆର୍ଥିକ ପରିସ୍ଥିତି ଭଲ ରହିବ ନାହିଁ । ସାମାଜିକ ଓ ପାରିବାରିକ ଜୀବନରେ ଅଶାନ୍ତି ଦେଖା ଦେବ ।

ବିଛା ରାଶି :

ଦାମ୍ପତ୍ୟ ଜୀବନରେ ସମସ୍ୟା ଉପୁଜି ପାରେ । ବନ୍ଧୁ ମାନଙ୍କ ସହିତ ମତ ଭେଦ ସୃଷ୍ଟି ହେବ । ବିଭିନ୍ନ କଥାକୁ ନେଇ ଅଶାନ୍ତି ଦେଖା ଦେବ ।

କୁମ୍ଭ ରାଶି :

କ୍ୟାରିଅର କୁ ନେଇ ଅନେକ ସମସ୍ୟା ଦେଖା ଦେବ । ଦେହ ଭଲ ନ ରହି ପାରେ । ଅନେକ ସମୟରେ ଚିନ୍ତାରେ ରହିବେ ।

ଧନୁ ରାଶି :

ପ୍ରେମ ସମ୍ପର୍କ ଭାଙ୍ଗି ଯାଇପାରେ । ସମ୍ପର୍କକୁ ନେଇ ଅନେକ ଫାଟ ଦେଖା ଦେବ । ମନରେ ବିଭିନ୍ନ ନକାରାତ୍ମକ ଭାବ ସୃଷ୍ଟି ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button