ରାଜ୍ୟ
-
ବଣ୍ଡାଘାଟିରେ ‘ପଟ୍ଟା ପରବ‘ ପାଳିତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ସ୍ଥାନୀୟ ବଣ୍ଡା ସଂପ୍ରଦାୟର ଲୋକେ ଜଂଗଲ ଜମି ପଟ୍ଟା ପାଇଥିବାରୁ ସେମାନଙ୍କର ଖୁସି କହିଲେ ନସରେ। ଗତ କିଛି…
Read More » -
ମାହାଙ୍ଗା ଥାନାର ବିକଳ ଚିତ୍ର: ପଞ୍ଚାୟତ କାର୍ଯ୍ୟାଳୟରେ ରହୁଛନ୍ତି ପୁଲିସ ବାବୁ
ମାହାଙ୍ଗା: ରାଜ୍ୟରେ ଏଭଳି ଏକ ଥାନା ରହିଛି ଯେଉଁଠି ପୁଲିସ କର୍ମଚାରୀ ବାରାକ୍ ବଦଳରେ ରହୁଛନ୍ତି ପଞ୍ଚାୟତ କାର୍ଯ୍ୟାଳୟରେ। ଥାନାରେ ମହିଳା ପୁଲିସ କର୍ମଚାରୀଙ୍କ ପାଇଁ ପୋଷାକ…
Read More » -
ମନ୍ତ୍ରୀଙ୍କ ଘରପାଖେ ବୋମା: ୨୦୨୨ରେ ହୋଇଥିଲା ଗୁଳି, ବୋମାମାଡ଼
ଢେଙ୍କାନାଳ: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘର ପାଖରୁ ଆଜି ୮ଟି ବୋମା ଉଦ୍ଧାର ହୋଇଛି। ତାଙ୍କ ଘରଠାରୁ ୫୦୦ମିଟର ଦୂରରୁ ବୋମାଗୁଡ଼ିକ ମିଳିଛି। ପୁଲିସ ବୋମାକୁ…
Read More » -
ଚାଷ କ୍ଷତକୁ ମଲମ ନିଅଣ୍ଟ: ପଶ୍ଚିମବଙ୍ଗରେ ଓଡ଼ିଶା ଧାନ
ଜଳେଶ୍ୱର: ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଅଧୀନ ସର୍ଦ୍ଦାରବନ୍ଧ ପଞ୍ଚାୟତ ଚୁଡ଼ାମଣିପୁର ନିକଟ ନାକା ପଏଣ୍ଟରୁ ଆଜି ସନ୍ଧ୍ୟାରେ ପୁଲିସ ଏକ ଧାନ ବୋଝେଇ…
Read More » -
ଜିରୋ ନାଇଟ୍ରୁ ବଢ଼ିବ ଶୀତ
ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଯଦିଓ ଆଜି ଓଡ଼ିଶାରେ ବର୍ଷା ହୋଇ ନାହିଁ ତେବେ ସୁନ୍ଦରଗଡ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନୂଆପଡ଼ା ଆଦି ଜିଲ୍ଲାରେ ପାଗ ମେଘୁଆ…
Read More » -
ନିଗମାନନ୍ଦ ଭକ୍ତ ସମ୍ମିଳନୀ: ଆଖି ବୁଜିଲେ ୨ ଭକ୍ତ
ପୁରୀ: ପୁରୀ-କୋଣାର୍କ ରୋଡ୍ ବାଲିଘାଇ ଛକସ୍ଥିତ ନିଗମାନନ୍ଦ ସାର୍ବଭୌମ ଭକ୍ତ ସମ୍ମିଳନୀରେ ଅଘଟଣ ଘଟିଛି। ସମ୍ମିଳନୀ ଚାଲିଥିବା ବେଳେ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ…
Read More » -
ପୁରୁଲିଆରୁ ବାଙ୍କୁଡ଼ା ଚାଲିଗଲା ‘ଜୀନତ୍’: ଟ୍ରାଙ୍କୁଲାଇଜ୍ ଉଦ୍ୟମ ବିଫଳ
ବାରିପଦା: ଆଜି ବାଘୁଣୀ ‘ଜୀନତ୍’କୁ ଟ୍ରାଙ୍କୁଲାଇଜ୍ କରିବା ଉଦ୍ୟମ ବିଫଳ ହୋଇଛି। ଟ୍ରାଙ୍କୁଲାଇଜ୍ ସଟ୍ ଲକ୍ଷ୍ୟଭ୍ରଷ୍ଟ ହୋଇଥିବାବେଳେ ବାଘୁଣୀଟି ଏବେ ପଶ୍ଚିମବଙ୍ଗ ବାଙ୍କୁଡ଼ା ଜିଲ୍ଲାର ଏକ ଗ୍ରାମ୍ୟ…
Read More » -
ଅନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗ୍ ସଦସ୍ୟ ଗିରଫ: କାମ୍ବୋଡ଼ିଆରୁ ପରିଚାଳିତ ହେଉଛି ରୢାକେଟ୍
ରାଉରକେଲା: ସାଇବର ଠକମାନେ ସେବି ଦ୍ବାରା ପଞ୍ଜୀକୃତ ଏକ ସଂସ୍ଥା ଇନ୍ଦିରା ସିକ୍ୟୁରିଟିଜ୍ ନାମକ ଏକ ନକଲି ଟ୍ରେଡିଂ ଆପ୍ ମାଧ୍ୟମରେ ଜଣେ କେନ୍ଦ୍ର ସରକାରୀ କର୍ମଚାରୀଙ୍କଠାରୁ…
Read More » -
‘ଡିଜିଟାଲ୍ ଆରେଷ୍ଟ’ ଭୟ ଦେଖାଇ ୧.୩୮ କୋଟି ଠକେଇ: ଗାଜିଆବାଦରୁ ଠକ ମାଆ-ପୁଅ ଗିରଫ
କଟକ: ଭୁବନେଶ୍ବରରେ ଜଣେ ବରିଷ୍ଠ ନାଗରିକଙ୍କୁ ‘ଡିଜିଟାଲ୍ ଆରେଷ୍ଟ’ ଭୟ ଦେଖାଇ ୧କୋଟି ୩୮ଲକ୍ଷ ଟଙ୍କା ଠକେଇ ଘଟଣାରେ କ୍ରାଇମ୍ବ୍ରାଞ୍ଚକୁ ମିଳିଛି ସଫଳତା। ଏହି ମାମଲାରେ ଗାଜିଆବାଦରୁ…
Read More » -
ମୁକ୍ତାକାଶ ଆଶ୍ରମରେ ଅଭାବନୀୟ ଘଟଣା: ତଣ୍ଟି କାଟି ଅନ୍ତେବାସୀଙ୍କ ଆତ୍ମହତ୍ୟା ଉଦ୍ୟମ ଆଶ୍ରମ ପରିଚାଳନା ଉପରେ ପ୍ରଶ୍ନବାଚୀ
ଭୁବନେଶ୍ବର/ମେଣ୍ଢାଶାଳ: ରାଜଧାନୀ ଉପକଣ୍ଠ ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନରହତ୍ୟା(ନିଜ ଭାଇ) ଅପରାଧରେ ଆଜୀବନ ସଜା କାଟୁଥିବା ଅନ୍ତେବାସୀ…
Read More »