ରାଜ୍ୟ

ଘେରି ଗଲେ ପାକିସ୍ଥାନକୁ, UNSC ଭାରତ କୁ ପୁଲବାମା ଆକ୍ରମଣର ପ୍ରତିଶୋଧ ନେବାକୁ ଦେଲା ପୁରା ସ୍ଵାଧୀନତା, ଜାଣନ୍ତୁ ପୁରା ଘଟଣା

ଯେମିତ କି ଆପଣ ସମସ୍ତେ ଜାଣିଛନ୍ତି କି ଜାମ୍ମୁ କାଶ୍ମୀରର ପୁଲବାମାରେ 14 ଫେବୃୟାରୀ 2019 କୁ ହୋଇଥିବା ଆତଙ୍କି ଆକ୍ରମଣ ପରେ ପୁରା ଦେଶରେ ପାକିସ୍ଥାନ ବିରୁଦ୍ଧରେ ପ୍ରତିଶୋଧ ର ଅଗ୍ନି ଦେଖିବାକୁ ମିଳୁଛି । ପାକିସ୍ଥାନ ର ଏହି କାରନାମା ରେ ଭାରତ ଗମ୍ଭୀରତାର ସହିତ ବହୁତ କିଛି ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେଇଠି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଡିପ୍ଲୋମେସି ର ବହୁତ ବଡ ଜୟ ହୋଇଛି, ଯେଉଁଥିରେ ପାକିସ୍ଥାନ ସହିତ ଚୀନ କୁ ମଧ୍ୟ ବହୁତ ବଡ ଖଟକା ଲାଗିଛି ।

ଆପଣଙ୍କୁ ଜଣାଇ ଦେଉଛୁ କି ୟୁଏନ ସିକ୍ୟୁରିଟି କାଉନ୍ସିଲ ପୁଲବାମା ଆକ୍ରମଣର କଡା ନିନ୍ଦା କରି ନା କେବଳ କଡା ଶବ୍ଦରେ ବୟାନ ଜାରି କରିଛି ବରଂ ଭାରତ କୁ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ପୁରା ସ୍ଵାଧୀନତା ମଧ୍ୟ ଦେଇଛି । ସିକ୍ୟୁରିଟି କାଉନ୍ସିଲ ଅପିଲ କରିଛନ୍ତି କି ପୁଲବାମା ଆକ୍ରମଣର ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସବୁ ଦେଶ ଭାରତକୁ ସହଯୋଗ କରନ୍ତୁ । ଏବେ ପାକିସ୍ଥାନ ଚାରି ପଟରୁ ଘେରି ହୋଇ ଯାଇଛି । ପୁରା ଦୁନିଆ ତା ବିରୁଦ୍ଧରେ କହୁଛି । ଜଣାଇ ଦେଉଛୁ କି ଏହି ଆକ୍ରମଣରେ 40 ରୁ ଅଧିକ ଯବାନ ସହିଦ ହୋଇ ଯାଇଥିଲେ ଓ ଏହା ପାକିସ୍ଥାନ ର ଆତଙ୍କି ସଂଗଠନ ଜୈସ-ଏ-ମହମ୍ମଦ ଦ୍ଵାରା ହୋଇ ଥିଲା ।

ଆପଣଙ୍କ ଜାଣିବା ପାଇଁ କହି ରଖୁଚୁ କି ସୁରକ୍ଷା ପରିଷଦ ଅପରାଧୀ, ଷଡଯନ୍ତ୍ର କର୍ତ୍ତା ଓ ତାଙ୍କୁ ଆର୍ଥିକ ସାହାର୍ଯ୍ୟ କରୁଥିବା ଲୋକଙ୍କୁ, ଏହି ନିନ୍ଦନୀୟ କୁର୍ତ୍ତ୍ୟ ପାଇଁ ଦୋଷୀ ସାବ୍ୟସ୍ତ କରିବାକୁ ଓ ନ୍ୟାୟରେ ବିଚାର କରିବାକୁ ରେଖାଙ୍କିତ କରିଛି । ସଂଯୁକ୍ତ ରାଷ୍ଟର 15 ଶକ୍ତିଶାଳୀ ଦେଶର ଇସ ଇକାଇ ନିଜ ବୟାନ ରେ ପାକିସ୍ଥାନ ର ଆତଙ୍କି ସମୂହ ଜୈସ-ଏ-ମହମ୍ମଦ ର ନାମ ମଧ୍ୟ ନେଇଛନ୍ତି । UNSC ତରଫରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତି ରେ କୁହା ଗଲା କି “ସୁରକ୍ଷା ପରିଷଦର ସଦସ୍ୟ 14 ଫେବୃୟାରୀ 2019 କୁ ଜାମ୍ମୁ କାଶ୍ମୀର ରେ ଜଘନ୍ୟ ଆତ୍ମଘାତି ଆକ୍ରମଣର ପୁରା ନିନ୍ଦା କରୁଛି” ।

ଏହି ସୁଚାନା ସମ୍ବନ୍ଧରେ ଆପଣମାନଙ୍କର କଣ ପ୍ରତିକ୍ରିୟା ଅଟେ? କମେଣ୍ଟ ବକ୍ସ ରେ ନିଜର ମହତ୍ତ୍ଵପୂର୍ଣ୍ଣ ମତାମତ ଅବଶ୍ୟ ଲେଖନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button