ରାଜ୍ୟ
-
ଯୋଗାଣ ଅଧିକାରୀଙ୍କୁ ତାଲା ଠୁଙ୍କିଲେ: ବରଗଡ଼ରେ ଧାନକିଣା ଉତ୍ତେଜନା
ବରଗଡ଼: ବରଗଡ଼ ଜିଲ୍ଲାରେ ଧାନକିଣା ପ୍ରକ୍ରିୟାରେ ଯୋଗାଣ ବିଭାଗ ଅଧିକାରୀ-ମିଲର୍ସଙ୍କ ମଧୁଚନ୍ଦ୍ରିକା ସାମ୍ନାକୁ ଆସିଛି। ଚାଷୀ ମଣ୍ଡିକୁ ଧାନ ଆଣି ବହୁଦିନ ଅପେକ୍ଷା କରି ରହୁଛି। କଟ୍ନି…
Read More » -
ମସଜିଦ୍ ନିର୍ମାଣକୁ କେନ୍ଦ୍ର କରି ମାର୍ପିଟ୍: ଉଭୟ ପକ୍ଷରୁ ମାମଲା ରୁଜୁ
ସୋହେଲା: ବରଗଡ଼ ଜିଲ୍ଲା ସୋହେଲାରେ ନିର୍ମାଣାଧୀନ ମସଜିଦ୍ରେ କାମ କରିବାକୁ କେନ୍ଦ୍ର କରି ଦୁଇ ମୁସଲିମ୍ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇଛି। ଏଥିରେ ଉଭୟ ପକ୍ଷର ଲୋକେ…
Read More » -
କୋଟିଆ ବିକାଶ: ୧୦୮ କୋଟି ଖର୍ଚ୍ଚ, ବଦଳିଲାନି ଦିଶା କି ଦଶା
କୋରାପୁଟ: କୋଟିଆ ପାଇଁ ଚାଲିଛି ଲମ୍ବା ଲଢ଼େଇ। ଏହି ଲଢ଼େଇର ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ହୋଇପାରୁନି। ଅନ୍ୟପଟେ ଗ୍ରାମପୁଞ୍ଜର ବିକାଶ ପାଇଁ ୧୦୮ କୋଟିରୁ…
Read More » -
ବର୍ଷସରିଲା, ୩୩% ପିଲାଙ୍କୁ ମିଳିନି ୟୁନିଫର୍ମ: ଏସ୍ଏଚ୍ଜିଙ୍କ ନାଁରେ କାମ କରୁଛନ୍ତି ଦୋକାନୀ
ରାଉରକେଲା: ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କୁ ସରକାର ମାଗଣାରେ ପୋଷାକ ଯୋଗାଇ ଦେଉଛନ୍ତି। ହେଲେ ସୁନ୍ଦରଗଡ଼ ଜିଲ୍ଲାରେ ବିଭାଗୀୟ ଅଧିକାରୀ ଓ ପୋଷାକ ବଣ୍ଟନ କାମ ହାତେଇଥିବା…
Read More » -
ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ: ୧୬ରୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି
ପୁରୀ: ଡିସେମ୍ବର ୧୬ରୁ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମାସେ ଧରି ଚାଲିବ ଏହି ସ୍ବତନ୍ତ୍ର ନୀତିକାନ୍ତି। ଆଜି ଛତିଶାନିଯୋଗ ବୈଠକରେ ଏହାର ନୀତି…
Read More » -
ସୁରେନ୍ଦ୍ର ମହାନ୍ତି ଓଡ଼ିଆ ଅସ୍ମିତାର ଅନ୍ୟତମ ପ୍ରତୀକ: ସୌମ୍ୟରଂଜନ
ଭୁବନେଶ୍ୱର: ସୁରେନ୍ଦ୍ର ମହାନ୍ତି ଏକ ଅଦ୍ଭୁତ ପ୍ରତିଭାର ଅଧିକାରୀ ଥିଲେ। ସାମ୍ବାଦିକତା, ସାହିତ୍ୟ ଓ ରାଜନୀତି- ଏହି ତିନିଟି କ୍ଷେତ୍ରରେ ଓଡ଼ିଶାର ଜନମାନସକୁ ପ୍ରଭାବିତ କରିଥିଲେ। ଏବେ…
Read More » -
ସ୍କୁଲ ରୂପାନ୍ତରଣର ଅସଲ ରୂପ… ଖର୍ଚ୍ଚ ୫୨୭ କୋଟି, ୫୦୦ ଶ୍ରେଣୀଗୃହ ବାକି
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିଦ୍ୟାଳୟ ରୂପାନ୍ତରଣ ପାଇଁ ୫୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଏବେ ବି ବିଭିନ୍ନ ବିଦ୍ୟାଳୟରେ ୫୦୦ଟି ଶ୍ରେଣୀଗୃହର ଆବଶ୍ୟକତା…
Read More » -
ପେଟ୍ରୋଲ ପମ୍ପ୍ରେ ନିୟୋଜିତ ହେବେ କଏଦୀ: ୧୫ ପମ୍ପ୍ରେ କାମ କରିବେ ୧୦୦
ଭୁବନେଶ୍ବର: କଏଦୀମାନେ ପେଟ୍ରୋଲ୍ ପମ୍ପରେ ନିୟୋଜିତ ହେବେ। କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଆସାମୀ ଭାବେ କାରାବାସ ଭୋଗୁଥିବା କଏଦୀମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ…
Read More » -
୭୧୫ ସରକାରୀ ହାଇସ୍କୁଲରେ ବିଚିତ୍ର ସ୍ଥିତି: ନିଜ ନାଁରେ ଜମି ନାହିଁ
ଭୁବନେଶ୍ବର: ନାଁକୁ ସରକାରୀ ବିଦ୍ୟାଳୟ। ହେଲେ ନିଜସ୍ବ ଜମି ନାହିଁ। ଅନ୍ୟ ଜମି ଉପରେ ଛିଡ଼ା ହୋଇଛି କୋଠା। ସେଠାରେ ପ୍ରତିବର୍ଷ ଶତାଧିକ ପିଲା ପଢ଼ୁଛନ୍ତି। ଉତ୍ତୀର୍ଣ୍ଣ…
Read More » -
ହୋଟେଲ ମାଲିକଙ୍କୁ ୧୦ ଲକ୍ଷ ଦାଦାବଟି: ଝିଅକୁ ଉଠାଇ ନେବାକୁ ଧମକ
ପୁରୀ: ସମୁଦ୍ରକୂଳ ଥାନା ଅଞ୍ଚଳରେ କେତେକ ଦୁର୍ବୃତ୍ତ ଜଣେ ହୋଟେଲ ମାଲିକଙ୍କୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ସହ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ପତ୍ନୀ…
Read More »