ରାଜ୍ୟ
-
ଜାଣି ରଖନ୍ତୁ ଏହି କିଛି ରହସ୍ୟମୟି ଗଛ ବିଷୟରେ ଯାହା ଘରକୁ ଆସୁଥିବା ବିପଦକୁ ନେଇଯାଏ ନିଜ ଉପରକୁ
ଏମିତିରେ ଅନେକ ଗଛ ଅଛି ଯାହା ବାସ୍ତୁ ଅନୁଯାୟୀ ଅତ୍ୟନ୍ତ ଚମତ୍କାରୀ ହୋଇଥାଏ ଏବଂ ଜୀବନର ସମସ୍ୟାକୁ ଦୂରେଇ ଦେଇଥାଏ । ୧ . କଦଳୀ ଗଛ…
Read More » -
ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଘରର ଏହିସବୁ ସ୍ଥାନରେ ରଖି ଦିଅନ୍ତୁ ମୟୁର ପର । ଦାରିଦ୍ର୍ୟତା ହୋଇଯିବ ଦୂର , ହେବ ଧନ ପ୍ରାପ୍ତି :-
ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ମୟୁର ପରକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଛି । ଏହାକୁ ଏକ ଯନ୍ତ୍ର ବୋଲି ମଧ୍ୟ ମାନା ଯାଇଥାଏ କାରଣ…
Read More » -
ଆପଣ ପିନ୍ଧୁଥିବା ଚପଲ ବନେଇ ପାରେ ମହାଧନବାନ,ଚପଲ ଏହି ରଙ୍ଗର ପିନ୍ଧିବା ଆରମ୍ଭ କରିଦିଅନ୍ତୁ |
ବନ୍ଧୁଗଣ ଆମର ବ୍ୟବହାର, ଆଚରଣ ଏବେ ଆମର ଅଭ୍ୟାସ ହିଁ ଆମ ଜୀବନର ଦଶା ଏବଂ ଦିଶା କୁ ନିର୍ଧାରିତ କରିଥାଏ | ବାସ୍ତୁ ଶାସ୍ତ୍ର ଅନୁଯାୟୀ…
Read More » -
ମନିପ୍ଲାଣ୍ଟରେ ଏହି ଜିନିଷ ପକାଇ ଦେଖନ୍ତୁ, ରାତାରାତି ହୋଇଯିବେ ମାଲାମାଲ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘରୁ ଦାରିଦ୍ର୍ୟତା ଦୂର କରିବା ପାଇଁ ଆପଣ ମନିପ୍ଲାଣ୍ଟ ଘରେ ଆଣି ଲଗାନ୍ତୁ। ଖାଲି…
Read More » -
ପତ୍ନୀ କୁ ପତି ର ଏହି ଦିଗରେ ଶୋଇବା ଉଚିତ ନୁହେଁ ଜୀବନ ସାରା ଦୁଃଖ ଭୋଗିବାକୁ ପଡିପାରେ |
ଆମର ପ୍ରତ୍ୟେକ ଦିନର କାର୍ଯ୍ୟକଳାପ ର ପ୍ରଭାବ ଆମ ଘରର ବାସ୍ତୁ ଉପରେ ବି ଅବଶ୍ୟ ହିଁ ପଡିଥାଏ | ଆମର ରହଣି ସହଣୀ ଖାଦ୍ୟ ପେୟ,…
Read More » -
ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସକାଳୁ ଉଠି କୁହନ୍ତୁ ଏହି ତିନୋଟି ଶବ୍ଦ, ଦୂର ହୋଇଯିବ ସମସ୍ତ ଦାରିଦ୍ର୍ୟତା।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। କଣ ଆପଣଙ୍କ ସହିତ ଏଭଳି କିଛି ଅଶୁଭ ଘଟଣା ଘଟୁଛି କି? ଆପଣଙ୍କର କୌଣସି…
Read More » -
ଯଦି ଆପଣ ବି ଘରେ ଲଗାଉଛନ୍ତି ଶମୀ ଗଛ , ତେବେ ଜାଣି ରଖନ୍ତୁ କିଛି ବିଶେଷ ନିୟମ ଏବଂ କରନ୍ତୁନି ଭୁଲ:-
ଶନିଦେବଙ୍କୁ ନ୍ୟାୟଧୀଶର ମାନ୍ୟତା ଦିଆଯାଇଛି । ଯେତେବେଳେ ଶନିଙ୍କ ମହାଦଶା ଆସିଥାଏ ସେତେବେଳେ ଭଲ କାମ ବି ବିଗିଡ଼ିବାରେ ଆରମ୍ଭ ହୋଇଥାଏ । ଶମୀ ବୃକ୍ଷରେ ଅସ୍ଥାୟୀ…
Read More » -
ଅନେକ ସମୟରେ ହଠାତ ମନୁଷ୍ୟକୁ ଏପରି ପ୍ରତୀତ ହୋଇଥାଏ ଯେ ସେ ସବୁ କର୍ଯ୍ୟରେ ଅସଫଳ ହେଉଛି , ମାନସିକ ଚିନ୍ତା ଦୁଶ୍ଚିନ୍ତା ଘାରୁଛି । ଏହାବ୍ୟତୀତ ଏପରି ହୋଇଥାଏ ଯେ ବିନା କାରଣରେ ଟଙ୍କା ଖର୍ଚ୍ଚ ହୋଇଯାଏ । ତେବେ ଏସବୁ ଘଟଣା ମନୁଷ୍ୟର ନିଜ ଭୁଲ ପାଇଁ ହିଁ ହୋଇଥାଏ । ଯେଉଁ ସବୁ ଭୁଲ ଏବଂ ତାହାର ପ୍ରତିକାର ବିଷୟରେ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଏହାବ୍ୟତୀତ ଘରେ ରଖାଯାଇଥିବା ପ୍ରତ୍ୟେକ ବସ୍ତୁ ସକାରାତ୍ମକତା ଏବଂ ନକରାତ୍ମକତା ସହିତ ଜଡ଼ିତ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ମନୁଷ୍ୟର ପ୍ରତ୍ୟେକ କାମ କରିବାର ନିୟମ ବିଷୟରେ କୁହାଯାଇଛି । ଯାହାକୁ ଯଦି ମଣିଷ କରେ ତେବେ ତାକୁ ଭଲ ଫଳ ପ୍ରାପ୍ତ ହୋଇଥାଏ । ଯଦି ଆପଣ କୌଣସି କାମରେ ବାହାରକୁ ଯାଇଛନ୍ତି ଏବଂ ଘରକୁ ଆସୁଛନ୍ତି ତେବେ ଆପଣ ଧାରଣ କରିଥିବା ପୋଷାକ ସହିତ ଅନେକ ନକରାତ୍ମକତା ମଧ୍ୟ ଘରକୁ ପ୍ରବେଶ କରିଥାଏ । କେବଳ ନକରାତ୍ମକତା ନୁହେଁ ଅନେକ ଜୀବାଣୁ ମଧ୍ୟ ଘରକୁ ଆସିଥାଏ । ଘରକୁ ଆସି ଯଦି ଆପଣ ତାହାକୁ କୌଣସି ଭୁଲ ସ୍ଥାନରେ ରଖି ଦିଅନ୍ତି ତେବେ ତାହା ଆପଣଙ୍କ ଜୀବନ ଏବଂ ପରିବାର ଉପରେ ପ୍ରଭାବ ପକାଇ ଥାଏ । ଯାହାଦ୍ୱାରା ଘରେ ଦାରିଦ୍ର୍ୟତା ଏବଂ ଧନ ହାନୀ , କଳହ ଏବଂ କ୍ଳେଶ ଭଳି ସମସ୍ୟା ଦେଖା ଦେଇଥାଏ । ମନୁଷ୍ୟ ଧାରଣ କରୁଥିବା ପୋଷାକ ନା କେବଳ ଶରୀରକୁ ଢାଙ୍କିବା କାମ କରିଥାଏ , ବରଂ ତାହା ମନୁଷ୍ୟର ବ୍ୟକ୍ତିତ୍ୱ ଏବଂ ସ୍ୱଭାବକୁ ମଧ୍ୟ ଦର୍ଶାଇ ଥାଏ । ଯଦି ଆପଣ ଛିଡ଼ା କପଡ଼ା ପିନ୍ଧନ୍ତି ତେବେ ଆପଣଙ୍କ ମାନସିକ ଦୁଶ୍ଚିନ୍ତା ଆସିଥାଏ । ଛିଡ଼ା ପୋଷାକ ପିନ୍ଧିବା ଦ୍ୱାରା ନକରାତ୍ମକତା ଆସିଥାଏ । ଏହାବ୍ୟତୀତ ମଇଳା କପଡ଼ା ହିଁ ନକରାତ୍ମକତାର ପ୍ରତୀକ ଅଟେ । ଛିଡ଼ା ପୋଷାକ ପିନ୍ଧିବା ଦ୍ୱାରା ଶାରୀରିକ ଅସୁସ୍ଥତା ଦେଖା ଦେଇଥାଏ । ମନୁଷ୍ୟ ପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୌଣସିବି ପୋଷାକ ଯାହାକୁ ବୁଣିବା ପରେ ରଖା ଯାଇଥାଏ , ତାହା ଉପରେ ବୁଧ ଗ୍ରହ ନିଜର ଆଧିପତ୍ୟ ରଖିଥାଏ । ଯେତେବେଳେ ସେହି ସବୁ ସୂତାକୁ ଏକତ୍ର କରି ପୋଷାକ ତିଆରି କରାଯାଏ , ସେତେବେଳେ ତାହା ଶୁକ୍ର ଶ୍ରେଣୀରେ ଆସିଯାଏ । ଯେତେବେଳେ ତାହାକୁ ସେଲେଇ ପାଇଁ କଟା ଯାଏ , ସେତେବେଳେ କଇଁଚିର ବ୍ୟବହାର କରାଯାଏ । କଇଁଚି ମଙ୍ଗଳ ଗ୍ରହର ପ୍ରତୀକ ମାନା ଯାଇଥାଏ । ଏହାପରେ ଚନ୍ଦ୍ର ରୂପୀ ଛୁଞ୍ଚିରେ ତାହାକି ସିଲେଇ କରାଯାଏ । ପୋଷାକ ଯେତେବେଳେ ତିଆରି ହୋଇ ପିନ୍ଧିବା ଯୋଗ୍ୟ ହୋଇଯାଏ , ସେତେବେଳେ ତାହା ଶନିଙ୍କ ପ୍ରତୀକ ହୋଇଯାଏ । ମାତ୍ର ମଇଳା କପଡ଼ା ପିନ୍ଧିବା ଦ୍ୱାରା ଏହି ସବୁ ଗ୍ରହ ଜନିତ ଦୋଷର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମଇଳା ପୋଷାକ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଉଥିବା ବେଳେ , ଛିଡ଼ା ପୋଷାକ ଦୁର୍ଭାଗ୍ୟ ନେଇ ଆସିଥାଏ । ଶୁକ୍ର ସୁଖ ଶାନ୍ତିର ପ୍ରତୀକ ହୋଇଥାଏ । ତେଣୁ ଶୁକ୍ର ଗ୍ରହର କ୍ରୋଧରୁ ରକ୍ଷା ପାଇବା ପାଇଁ ଛିଡ଼ା ପୋଷାକ ଆଦୋୖ ପିନ୍ଧିବା ଉଚିତ ନୁହେଁ । କୌଣସି ଶୁଭ କାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଯିବା ପୂର୍ବରୁ ଛିଡ଼ା ପୋଷାକ ଆଦୋୖ ପିନ୍ଧନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଶନିବାର ଦିନ ନୂଆ ପୋଷାକ ଧାରଣ କରିବା ଉଚିତ ନୁହେଁ । ନୂଆ ପୋଷାକ ସୋମବାର , ବୁଧବାର ଏବଂ ଶୁକ୍ରବାର ଧାରଣ କରି ପାରିବେ । ରାତି ସମୟରେ ନୂଆ ପୋଷାକକୁ ବାହାରେ ଛାଡ଼ିବା ଉଚିତ ନୁହେଁ । ବାହାରୁ ଆସିଲେ ପିନ୍ଧିଥିବା ପୋଷାକକୁ ବାହାର କରି ଦକ୍ଷିଣ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ ନାହିଁ । ବାହାରେ ଥିବା ସମୟରେ ପୋଷାକ ସଂସ୍ପର୍ଶରେ ଆସିଥିବା ନକରାତ୍ମକ ଶକ୍ତି ଦକ୍ଷିଣ ପୂର୍ବ ଦିଗରେ ପୋଷାକକୁ ରଖିବା ଦ୍ୱାରା ଏହି ଶକ୍ତି ସକ୍ରିୟ ହୋଇଯାଏ । ଯାହାଦ୍ୱାରା ଘର ପରିବାର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ଘରେ କଳହ , କ୍ଳେଶ , ଧନ ହାନୀ ଏବଂ ରୋଗ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏହାଦ୍ବାରା ରାହୁ ଦୋଷ ଲାଗିଥାଏ ଏବଂ ଘରକୁ ଦାରିଦ୍ର୍ୟତା ଆସିଥାଏ । ତେଣୁ ମଇଳା ପୋଷାକକୁ ସର୍ବଦା ପଶ୍ଚିମ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ । ଯାହାଦ୍ୱାରା ନକରାତ୍ମକ ଶକ୍ତିର ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ । ମଇଳା ପୋଷାକକୁ କେବେ ରାତିରେ ଧୋଇବା ଉଚିତ ନୁହେଁ । ପୋଷକକୁ ସର୍ବଦା ସୂର୍ଯ୍ୟ କିରଣରେ ଶୁଖାଇବା ଉଚିତ । ଯାହାଦ୍ୱାରା ନକରାତ୍ମକତା ସୂର୍ଯ୍ୟ କିରଣରେ ନଷ୍ଟ ହୋଇଥାଏ । ଏହାବ୍ୟତୀତ ପୋଷାକରେ ଥିବା ଜୀବାଣୁ ଏବଂ ଖରାପ ନଜର ମଧ୍ୟ ନଷ୍ଟ ହୋଇଯାଏ ।
ବନ୍ଧୁଗଣ ଆମେ ପ୍ରାୟତଃ ଏହି ଭ୍ରମ ରେ ରହିଥାଉ କି କିଏ ଜଣେ ଭୁତ ପ୍ରେତ ଅଛନ୍ତି କି ନାହିଁ? କାରଣ ଅନେକ ଲୋକ ଏହା ମାନି…
Read More » -
ଶ୍ମଶାନ ଗଲେ ପଛକୁ ବୁଲି ଦେଖନ୍ତୁ ନାହିଁ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏପରି କିଛି ।
ଶ୍ମଶାନ କଥା ଉଠିଲେ ମନରେ ଭୟ ଜାତ ହୋଇଥାଏ । ଏମିତିକି ଆମ ଗୁରୁଜନ ମାନେ ମଧ୍ୟ ଶ୍ମଶାନକୁ ଏକୁଟିଆ ଯିବାକୁ ମନା କରିଥାନ୍ତି । ବସ୍ତାବରେ…
Read More » -
ଶ୍ରୀକୃଷ୍ଣ କହିଛନ୍ତି ଏହି ଦିଗ ରେ ବସି ପଢୁଥିବା ବିଦ୍ୟାର୍ଥୀ କେବେ ଅସଫଳ ହେବେ ନାହିଁ |
ବନ୍ଧୁଗଣ ଆମ ପ୍ରାଚୀନ ଗ୍ରନ୍ଥ ରେ ବିଦ୍ୟାର୍ଥୀ ଙ୍କୁ ସଫଳ ହେବାର ବହୁତ ହିଁ ମହତ୍ୱପୂର୍ଣ ଉପାୟ କୁହାଯାଇଛି | ଯଦି ଏହି ଉପାୟକୁ ଧ୍ୟାନ ରେ…
Read More »