ରାଜ୍ୟ
-
ପୁଅ କିନ୍ନର ପ୍ରେମରେ ପଡ଼ିବାରୁ ବାପାମାଆଙ୍କ ଆତ୍ମହତ୍ୟା
ତିରୁପତି: ଜଣେ କିନ୍ନରଙ୍କୁ ପୁଅ ଭଲ ପାଇବାରୁ ଆନ୍ଧ୍ରପ୍ରଦେଶର ଏକ ମଧ୍ୟବୟସ୍କ ଦମ୍ପତି କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନନ୍ଦିଆଲ ଜିଲ୍ଲା…
Read More » -
ତ୍ରିଦଣ୍ଡୀ ଗୌଡ଼ୀୟ ମଠ ଉପରକୁ ବୋମାମାଡ଼: ପୋଡ଼ିଗଲେ ରୋଷେୟା, ପୁଲିସର ଛାନ୍ଭିନ୍
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ଖରାଖିଆ ବୈଦ୍ୟନାଥସାହିସ୍ଥିତ ତ୍ରିଦଣ୍ଡୀ ଗୌଡ଼ୀୟ ମଠ ଉପରକୁ ସୋମବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ମଠର ରୋଷେୟା ବାବା ସୁବଳ…
Read More » -
ଗଞ୍ଜାମରେ ଜୀବନ ହାରିଲେ ଚାଷୀ
ଛତ୍ରପୁର: ଅମଳ ବେଳକୁ ଅଦିନିଆ ବର୍ଷା ମାଡ଼ରେ ସମଗ୍ର ଗଞ୍ଜାମ ଜିଲ୍ଲାର ଧାନ ଫସଲ ଧୋଇ ଯାଇଛି। ଏଭଳି ସ୍ଥିତିରେ ଛତ୍ରପୁର ବ୍ଲକ୍ ବଡ଼ମାଧପୁର ପଞ୍ଚାୟତ ଅନ୍ତର୍ଗତ…
Read More » -
ହାରିବାର କାରଣ କହିଲେ ନବୀନ: ବିଜେପିର ମିଛ ଗପକୁ ମୁକାବିଲା କରିପାରିଲୁନି
ଭୁବନେଶ୍ବ: ‘ବହୁତ ଲୋକଙ୍କ ମନରେ ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ? ଆମେ ହାରି ନାହୁଁ। ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ।…
Read More » -
ହିଣ୍ଡାଲ୍କୋକୁ ୫୩ କୋଟିର ନୋଟିସ୍
ଭୁବନେଶ୍ବର: ଶିଳ୍ପପତି କୁମାର ମଙ୍ଗଳମ୍ ବିର୍ଲାଙ୍କ ଆଦିତ୍ୟ ବିର୍ଲା ଗ୍ରୁପ୍ର କମ୍ପାନି ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍କୁ ରାଉରକେଲାର କେନ୍ଦ୍ରୀୟ ସାମଗ୍ରୀ ଓ ସେବା ଟିକସ କମିସନରଙ୍କ କାର୍ଯ୍ୟାଳୟ…
Read More » -
୨୦୨୫ରୁ ଛାତ୍ର ସଂସଦ ନିର୍ବାଚନ’
କଟକ: ରାଜ୍ୟର କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନକୁ ଆଉ ବନ୍ଦ କରାଯିବ ନାହିଁ। ପୂର୍ବ ସରକାର ୨୦୧୮-୧୯ ଶିକ୍ଷାବର୍ଷରୁ ହୀନ ଉଦ୍ଦେଶ୍ୟ ରଖି ଛାତ୍ର ସଂସଦ ନିର୍ବାଚନକୁ…
Read More » -
ଭିଜିଲାନସ୍ ଜାଲରେ ରାଜସ୍ବ ନିରୀକ୍ଷକ; ସ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ
କୋରାପୁଟ/ବୋରିଗୁମ୍ମା: ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୁମୁଲି ଆରଆଇ ସୁରେନ୍ଦ୍ର ତନ୍ତୀ ଭିଜିଲାନସ୍ ଜାଲରେ ପଡ଼ିଛନ୍ତି। ଗୋଟିଏ ପଟେ ଭିଜିଲାନ୍ସ ଚଢ଼ାଉ କରି ଯାଂଚ…
Read More » -
ଶୁଖିଗଲା ତେଲିଙ୍ଗିରି ଜଳଭଣ୍ଡାର: ଜାନୁଆରି ପ୍ରଥମ ସପ୍ତାହରୁ ମରାମତି
କୋରାପୁଟ: ଶୁଖିଗଲା ତେଲିଙ୍ଗିରି ଜଳଭଣ୍ଡାର। ଅନବରତ ଜଳ ନିଷ୍କାସନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତମାସ ୧୦ତାରିଖରୁ ସ୍ଲୁଇସ୍ ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୩୦…
Read More » -
ବିଜେଡି କାର୍ଯ୍ୟାଳୟରେ ହାତାହାତି: ସୁପ୍ରିମୋଙ୍କୁ ଆଉ ଭୟ ନାହିଁ, ବିଶୃଙ୍ଖଳା ଚରମ ସୀମାରେ
ଭୁବନେଶ୍ବର: ‘ଶୃଙ୍ଗଳିତ ଦଳ’ କହି ଆସୁଥିବା ବିଜେଡିରେ ବିଶୃଙ୍ଖଳା ଚରମସୀମାରେ ପହଞ୍ଚିଛି। ଆଜି ସାମାନ୍ୟ ଚୌକିକୁ ନେଇ ଶଙ୍ଖ ଭବନରେ ଦୁଇ ନେତ୍ରୀ ହାତାହାତି ହେବା ଦଳର…
Read More » -
ରାଜ୍ୟ ବସ୍ ମାଲିକ ସଂଘର ଅଧିବେଶନ: ‘୨୦ ବର୍ଷ ପର୍ଯ୍ୟନ୍ତ ବସ୍ ଚଳାଚଳ ଅନୁମତି ଦିଅ’
ପୁରୀ: ପୁରୀ ଟାଉନ୍ହଲଠାରେ ଗୁରୁବାର ରାଜ୍ୟ ବସ୍ ମାଲିକ ସଂଘର ଅଧିବେଶନ ସଂଘ ସଭାପତି ଲୋକନାଥ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ରାଜ୍ୟ ସମ୍ପାଦକ…
Read More »