ଜ୍ୟୋତିଷ

ପଇସା ରଖିବା ପାଇଁ ନେଇ ଆସନ୍ତୁ 2-3ଟି ତିଜୋରି, କାହିଁକି ନା 10 Juneରୁ ଏହି 7ଟି ରାଶି ହେବେ କୋଟିପତି- Astrology Predict

ଆପଣ ମାନେ ଜାଣିଥିବେ କି ଭଗବାନ ଶନି ଦେବା ହେଉଛନ୍ତି କର୍ମ ପ୍ରିୟ ଗ୍ରହ । ମଣିଷର କର୍ମ ଅନୁସାରେ ଫଳ ଦେବା ପାଇଁ ସେ ଖୁବ ଭଲ ପାନ୍ତି । ସେ ନିରୀହ ଲୋକମାନଙ୍କ ଉପରେ କିମ୍ବା ନିରୀହ ପଶୁ ପକ୍ଷୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ସେ କେବେବି ସମ୍ଭାଳି ପାରିବେ ନି । ଆପଣ ଯଦି କିଛି କାମ ଏଭଳି କରିଛନ୍ତି ଯାହା ଅନ୍ୟକୁ ମିଥ୍ୟା ଅପବାଦ,

କିମ୍ବା ମିଛ ଅଭି ଯୋଗ ଆଣି ଦେଇଛି ତାହେଲେ ଏହାର ପରିଣାମ ଖୁବ ଭୟଙ୍କର ହୋଇ ପାରେ ଆପଣଙ୍କ ପାଇଁ ଯେତେବେଳେ ଆପଣଙ୍କ ଉପରେ ଶନି ଗ୍ରହଙ୍କ ସାଢେ ସାତି କିମ୍ବା ଢାଇଆ ଚାଲିଛି । ତେବେ ଆପଣ ଜାଣି ରଖନ୍ତୁ କି ସବୁ ଠାରୁ ନ୍ୟାୟ ପ୍ରିୟ  ଗ୍ରହ ଭାବେ ଆମେ ତାଙ୍କୁ କହି ଥାଉ । ଆପଣ ଜାଣି ନିଅନ୍ତୁ କି ଆପଣ ଯଦି କିଛି ଖରାପ କର୍ମ କରିଛନ୍ତି ତେବେ ଆପଣ ଏହା  ପାଇଁ ନିଶ୍ଚଚ୍ଯ ଭାବେ ଦଣ୍ଡ ପାଇବେ ।

ଏହି ଆଗାମୀ ୧୮ ତାରିଖରେ ହେବାକୁ ଯାଉଥିବା ଶନି ଙ୍କ ଗ୍ରହ ଚଳନ ବକ୍ରିୟ ହେବାକୁ ଯାଉଛି ତେଣୁ କରି  ଏହା ପାଇଁ ଅନେକ ରାଶି ମାନେ  ଖୁବ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଆମେ ଆଜି ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଆପଣ ନିଶ୍ଚିତ ଭାବେ ଜାଣିରଖନ୍ତୁ କି ଏହା ଦ୍ଵାରା ପାଇଁ କିଛି ରାଶି ମାନେ  ଖୁବ ଲାଭବାନ ହେବେ । ଏହି ରାଶିର ଲୋକମାନେ ନିଜ ଜୀବନ ରେ ଖୁବ ଖୁସିରେ ରହିବା ପାଇଁ ଯାଉଛନ୍ତି ।

ଏହି ରାଶିର ଲୋକମାନେ କିଛି ନା କିଛି କାମ ରେ ନିଶ୍ଚିତ ଭାବେ ଲୀଗିବେ । ଆପଣ ଯାହା  ଭି କାମ କରିବେ ଶେଥି ପାଇଁ  ଆପଣ ଯାହା ଭି ଚେଷ୍ଟା କରିବେ । ଆପଣ ଯାହାକୁ ଭି ନିଜ ପଇସା ଦେଇ ଛନ୍ତି ଆପଣ ତାହାକୁ ପାଇ  ପାରିବେ । ଆପଣ ଯଦି କିଛି ନିବେଶ କରିବା ପାଇଁ ଯଦି ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହା କରନ୍ତୁ ।

ଆପଣ ବିବାହ ମଧ୍ୟ କରି ପାରିବେ ଏହି ସମୟ ମଧ୍ୟରେ । ଆପଣ ନିଜର ପ୍ରେମ ସମ୍ପର୍କ କୁ ନେଇ ଆପଣ ଖୁବ ଖୁସିରେ ରହିବେ । ଆପଣଙ୍କ ସନ୍ତାନ ମାନେ କିଛି କାମରେ ନିଜକୁ ନିଯୁକ୍ତି କରିବେ । ଆପଣ ଏହି ସମୟ ମଧ୍ୟରେ ଚାକରୀ ପାଇବା ପାଇଁ ଯାଉଛନ୍ତି । ଏହି ସମୟ ମଧ୍ୟରେ ଆପଣଙ୍କ ବାଣିଜ୍ୟ ଭି ଖୁବ ଭଲ ହେବାରେ ଲାଗିବ ।

ଆପଣ ଏହି ସମୟରେ କିଛି କଳା ଦାନା କୁ ଗରିବ ଭିକାରି ମାନଙ୍କୁ ଦାନ କରନ୍ତୁ  । ଆପଣ ଏହି ସମୟ ମଧ୍ୟରେ ନିଜର ସ୍ୱାସ୍ଥ୍ୟ ମଧ୍ୟ ଯତ୍ନ ନେବେ । ଆପଣ ଏହି ରାଶି ମାନଙ୍କ ପାଇଁ ଧନ ର ବର୍ଷା ହେବା ପାଇଁ ଯାଉଛି । ଏହି ରାଶି ମାନେ ନିଜ କ୍ଷମତାର ଖୁବ ଭଲ ଫାଇଦା ପାଇ ପାରିବେ ।ତେବେ ଏହିବ ରାଶି ମାନେ ହେଲେ ମେଷ, ମୀନ, କୁମ୍ଭ, କର୍କଟ, ତୁଲା, ସିଂହ ରାଶି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button