ଜ୍ୟୋତିଷ

ଏହି ଚାରୋଟି ସଂଖ୍ୟା ମଧ୍ୟରୁ ବାଛନ୍ତୁ କୌଣସି ଗୋଟିଏ ସଂଖ୍ୟା ଓ ଜାଣନ୍ତୁ ଆସୁଥିବା ସମୟ ଆପଣଙ୍କ ପାଇଁ କିପରି ରହିବ !

ଜୀବନରେ ଅନେକ ପ୍ରକାରର ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ବହୁତ କଷ୍ଟ ହୋଇଥାଏ । ଆଜି ଆପଣଙ୍କୁ କହିବୁ କଣ ରହିଛି ଆପଣଙ୍କ ଆଗାମୀ ସମୟରେ । ବାଛନ୍ତୁ ଏହି ଚାରୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ଯଦି ଆପଣ ପ୍ରଥମ ସଂଖ୍ୟା ଟିକୁ ଚୟନ କରିଛନ୍ତି ତ ଜୀବନ ବହୁତ କିଛି କରିବାର ଇଛା ରହିଛି ସେ ସବୁ ଇଚ୍ଛା ପୂରଣ ହେବାକୁ ଯାଉଛି । ଜୀବନରେ ବହୁତ ଶାନ୍ତିରେ ରହିବେ । କୌଣସି ସମସ୍ଯା ଥିଲେ ତାହା ବହୁତ ଶୀଘ୍ର ଠିକ ହୋଇଯିବ ।

ଶାରୀରିକ ସମସ୍ଯା ଥିଲେ ତାହା ମଧ୍ୟ ଦୂର ହେବ । ନିଜ କର୍ମ କ୍ଷେତ୍ରରେ ବହୁତ ଭଲ ଖବର ମିଳିବ । ବହୁତ ଉନ୍ନତି ମଧ୍ୟ କରିବେ । ସାଙ୍ଗ ସାଥିଙ୍କ ସହ କୌଣସି ବାହାର ଜାଗାକୁ ଯାତ୍ରା କରିପାରନ୍ତି । ବିବାହର ମଧ୍ୟ ଯୋଗ ରହିଛି । ପରିବାର ଲୋକଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଜୀବନକୁ ବହୁତ ଖୁସିରେ ବିତାଇବେ । ସ୍ୱାସ୍ଥ୍ୟ କୁ ନେଇ ମଧ୍ୟ ବହୁତ ଖୁସି ରହିବେ । ଯାହା ପୂର୍ବରୁ ସ୍ୱାସ୍ଥ୍ୟର କୌଣସି ସମସ୍ଯା ଥିଲା ତାହା ବହୁତ ଶୀଘ୍ର ଦୂର ହେବ ।

ପରିବାରକୁ ବହୁତ ନିୟନ୍ତ୍ରଣର ସହ ସମ୍ଭାଳିବେ । ଜଗି ଆପଣ ଦ୍ଵିତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ଜୀବନରେ କୌଣସିବି କାର୍ଯ୍ୟ କରୁଛନ୍ତି ତ ଭାବୁଛନ୍ତି ଯେ ଏ କାର୍ଯ୍ୟ କରିପାରିବେତ । କିନ୍ତୁ ବହୁତ ସାହସ ଆସିବା ଆପଣଙ୍କ ଭିତରେ ଯେ କାର୍ଯ୍ୟରେ ସଫଳ ହେବେ । ନିଜ ମନକୁ ସ୍ତିର ରଖୀ କାର୍ଯ୍ୟ କାଲେ ସବୁଥିରେ ସଫଳ ହେବେ । କୌଣସି କାର୍ଯ୍ୟରେ ଧୀରେ ଧୀରେ ସଫଳ ହେବେ । କୌଣସି କାର୍ଯ୍ୟରେ କିଛି ବହୁତ ସତର୍କର ସହ କରିବାକୁ ହେବ । କିନ୍ତୁ ସଫଳ ହେବେ ।

ଯାହା ଆପଣ କରିବାକୁ ଚାହୁଥିଲେ ତାହା ବହୁତ ଶୀଘ୍ର ପୂର୍ଣ ହେବ । ଯଦି ଆପଣ ତୃତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ଜୀବନରେ ବହୁତ ପରିବର୍ତ୍ତନ ଆସିବ । ନୂଆ ନୂଆ କାର୍ଯ୍ୟ ଆରମ୍ଭ କରିବେ । କୌଣସି ନିସ୍ପତି ନେବାକୁ ପୂର୍ବରୁ ଚାହୁଥିଲେ କିନ୍ତୁ ନେଇ ପାରୁନଥିଲେ ତ ବହୁତ ଶୀଘ୍ର ନିସ୍ପତି ନେଇଯିବେ । କୌଣସି ସମସ୍ଯା ଥିଲେ ମଧ୍ୟ ତାହା ଦୂର ହେବ । ଯାହା କାର୍ଯ୍ୟ କରିବାକୁ ଚାହୁଛନ୍ତି ତାହା କରନ୍ତୁ ମନରେ କୌଣସି କିନ୍ତୁ ରଖନ୍ତୁ ନାହିଁ ।

ଭବିବେ ନାହିଁ ଏହି କାର୍ଯ୍ୟ ଠିକ ନା ଭୁଲ । କିନ୍ତୁ ସବୁ କାର୍ଯ୍ୟରେ ସଫଳ ହେବେ । ଯଦି ଆପଣ ତୃତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । କୌଣସି ଭୁଲ କାମରେ ଫସିଯାଇଛନ୍ତି ବାହାରି ପାରୁନାହାନ୍ତି । କିନତି ଏହି ସମୟରେ ସବୁ ଠିକ ହୋଇଯିବ । ସବୁ ସମସ୍ୟାରୁ ମୁକ୍ତି ମିଳିବ । ଏହି ସମୟରେ ବହୁତ ଭଲ ରହିବା ଜୀବନ ସାଥିଙ୍କ ସହମତି ରହିବ । ଯାହା କରିବେ ସେଥିରେ ସଫଳ ହେବେ । ସବୁବେଳେ ଭାବନ୍ତି ଜୀବନରେ କେବେ ପରିବର୍ତ୍ତନ ଆସିବ । କିନ୍ତୁ ଠିକ ସମୟରେ ଜୀବନରେ ପରିବର୍ତ୍ତନ ଆସିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button