ମନୋରଞ୍ଜନ

Priyanka Chopraଙ୍କ ଏହି Hot ଡ୍ରେସ ଯାହା ସୋସିଆଲ ମିଡିଆରେ ଲଗାଇଲ ନିଆଁ! ଦାମ ଜାଣି ଉଡିଯିବ ହୋସ

ପ୍ରିୟଙ୍କା ଚୋପଡାଙ୍କୁ କିଏ ବା ନଯାଣିଛି, ସେ ଏମିତି ଜେନ ଅଭିନେତ୍ରୀ ଯିଏ ବଲୀଉଡରେ ନା କଲା ପରେ ହଲିଉଡ ରେ ମଧ୍ୟ ବହୁତ ନା ପାଇଛନ୍ତି । ତେବେ ପ୍ରିୟଙ୍କା ଚୋପଡାଙ୍କୁ କୌଣସି ପରିଚୟ ଆବଶ୍ୟକ ନୁହ ସେ ବଲୀଉଡରେ ବହୁତ କମ କାମ କରିଛନ୍ତି କିନ୍ତୁ ଯେତେ କରିଛନ୍ତି ବହୁତ ଭଲ ଅଭିନୟ କରିଛନ୍ତି ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି ।

ପ୍ରିୟଙ୍କା ଚୋପଡା ନିଜ ଜୀବନରେ ବହୁତ ଅଭିନୟ କରିଛନ୍ତି, କିନ୍ତୁ ତାଙ୍କ ଅଭିନୟ ଠାରୁ ଅଧିକ ପ୍ରିୟଙ୍କାଙ୍କ ଡ୍ରେସ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ଆଜି ଆମେ ଆପଣଙ୍କୁ ତାଙ୍କ ଡ୍ରେସ ଓ ତା ଦାମ ବିଷୟରେ କହିବାକୁ ଯାଉଛୁ । ୧. ମାର୍ଟ ଗୋଲା ୨୦୧୯ ଆୱାର୍ଡ ଫଙ୍କସନରେ ପ୍ରିୟଙ୍କା ଗୋଟେ ୱ୍ହାଇଟ ଗାଉନ ପିନ୍ଧିଥିଲେ ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା କିନ୍ତୁ ତାଙ୍କ ମେକଅପ ଓ ହେଅର ଷ୍ଟାଇଲ ଦର୍ଶକ ମାନଙ୍କୁ ଜମା ବି ପସନ୍ଦ ଆସି ନଥିଲା । ଏହି ଡ୍ରେସ ଦାମ ୩୫ଲକ୍ଷ ଟଙ୍କା ଥିଲା, ଏହି ଗାଉନ ଉପରେ ୧୦ ୧୦ ଲାକ୍ଷା ଟଙ୍କା ହୀରା ଲଗା ହୋଇଥିଲା, ତେବେ ଚିନ୍ତା କରନ୍ତୁ କେବଳ ଡ୍ରେସ ୩୫ଲକ୍ଷ ଟଙ୍କା ର ।

୨. ଗ୍ରାମି ଆୱାର୍ଡ ଶୋ ରେ ପ୍ରିୟଙ୍କା ବହୁତ ଅଲଗା ପ୍ରକାର ଡ୍ରେସ ପିନ୍ଧିଥିଲେ ଯେଉଁଥିରେ ସେ ବହୁତ ବୋଲ୍ଡ ଦେଖା ଯାଉଥିଲେ । ଏହି ଡ୍ରେସ ନେକଲାଇନ ପେଟ ପର୍ଯ୍ୟନ୍ତଥିଲା ଯାହା ପାଇଁ ଦର୍ଶକ ପ୍ରିୟଙ୍କାଙ୍କୁ ବହୁତ ଟ୍ରୋଲ ମଧ୍ୟ କରିଥିଲେ । ଗ୍ରାମି ଆୱାର୍ଡ ଶୋରେ ପିନ୍ଧିଥିବା ଏହି ଡ୍ରେସ ଦାମ ଥିଲା ୮୦ଲକ୍ଷ ଟଙ୍କା ତେବେ ପ୍ରିୟଙ୍କା ଏହି ଡ୍ରେସକୁ କେବଳ ଗ୍ରାମି ଆୱାର୍ଡ ପାଇଁ ପିନ୍ଧିଥିଲେ ।

୩. ଭେନିଟି ଫେଅର ଓସ୍କାର ପାର୍ଟିରେ ପ୍ରିୟଙ୍କା ନିଜ ସ୍ଵାମୀ ନିକ ଜନସ ସହ ଆସିଥିଲେ, ଏହି ପାର୍ଟିରେ ନିକ ବ୍ଲାକ ଗାଉନ ପିନ୍ଧିଥିଲେ ଯାହା ଦେଖିବାକୁ ବହୁତ ସୁନ୍ଦର ଥିଲା ଓ କଣ ଆପଣ ଜାଣିଛନ୍ତି ଏହାର ଦାମ କେତେ ଥିଲା । ଏହି ଡ୍ରେସ ଦାମ ୭୫ଲକ୍ଷ ଟଙ୍କା ଅଟେ । ପ୍ରିୟଙ୍କା ଚୋପଡା ଓ ନିକ ଜନସ ପ୍ରେମ ବହୁତ ଭଲ ଚାଲିଛି ଓ ଦୁହେଁ ଏହି ପାର୍ଟିରେ ବହୁତ ଖୁସି ଦେଖା ଯାଉଥିଲେ ।

୪. ନିଉ ଇଅର ପାର୍ଟିରେ ପ୍ରିୟଙ୍କାଙ୍କୁ ତାଙ୍କ ସ୍ଵାମୀ ନିକ ସହ ଦେଖା ଗଲା ଦୁହେଁ ବହୁତ ଖୁସିଥିଲେ ଓ ନିଉ ଇଅର ଖୁସିରେ ଲୀପ ଲୋକ କରିବାର ଦେଖା ଯାଇଥିଲେ । ତେବେ ଏହି ପାର୍ଟିରେ ପ୍ରିୟଙ୍କା ଗୋଲାପି ଗାଉନ ପିନ୍ଧିଥିଲେ ଯାହା ତାଙ୍କ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ତେବେ ଏହି ଡ୍ରେସ ଦାମ ୭୫ ହଜାର ଟଙ୍କା ଥିଲା, ତେବେ ଏତେ ଟଙ୍କା ଡ୍ରେସ ତାଙ୍କୁ ସୁଟ କରିଥାଏ କିନ୍ତୁ କିଛି ଡ୍ରେସ ପାଇଁ ସେ ଟ୍ରୋଲ ମଧ୍ୟ ହୁଅନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button