ମନୋରଞ୍ଜନ

ବିବାହ ପରେ ପ୍ରଥମଥର ମିଡ଼ିଆ ସାମ୍ନାରେ ଆସି ମନକଥା କହିଲେ ଅଭିନେତ୍ରୀ ଦେଖନ୍ତୁ କଣ କହିଲେ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ବିଷୟରେ ଜାଣି ପାରିବେ ।
Special report
ଆପଣମାନେ ସମସ୍ତେ ଧାରାବାହିକ ମଧ୍ୟ ଦେଖିଥିବେ । ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ଝିଲି’ ଧାରାବାହିକ ତ ଆପଣମାନେ ଦେଖିଥିବେ । ଏହି ଧାରାବାହିକରେ ଟିନାଙ୍କୁ ଜାଣିଥିବେ ।
ଏବେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଧାରାବାହିକରେ ଖଳନାୟିକା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଆଜି ଜଣଙ୍କର ନାୟିକା ହୋଇଛନ୍ତି । ଅଭିନେତ୍ରୀ ଜଣକ ସବୁବେଳେ ଘର ଭାଙ୍ଗି ଥାଆନ୍ତି ।
Special report
କିନ୍ତୁ ଆଜି ସେ ଘରର ବୋହୂ ହୋଇଛନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ସୁମନ । ଏବେ ଏହି ଅଭିନେତ୍ରୀ ଏବଂ ତାଙ୍କ ସ୍ଵାମୀ ଗଣମାଧ୍ୟମରେ ଅର୍ଥାତ୍ ସାକ୍ଷାତକାରରେ କଣ ସବୁ କହିଛନ୍ତି ତାହା ଆପଣମାନେ ଜାଣିପାରିବେ ।
ଅଭିନେତ୍ରୀ ସୁମନଙ୍କୁ ୮ ବର୍ଷ ହେଲା ଏହି ଯୁବକ ଜଣକ ଭଲ ପାଇଥିଲେ । ସେ ସବୁ ଝିଅଙ୍କ ଭଳି ସାଧାରଣ ଥିଲେ । ତାଙ୍କ ଅଭିନୟ ଦେଖି ସମସ୍ତେ ରାଗି ଥାଆନ୍ତି । କିନ୍ତୁ ସେ ବହୁତ ଭଲ । ଲୋକମାନେ ତାଙ୍କୁ ବହୁତ ଭଲ ପାଆନ୍ତି ଆଉ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି ।
Special report
ଶାଶୁଘରେ ତାଙ୍କୁ ଗେହ୍ଲି ଡାକୁଛନ୍ତି । ଶାଶୁଘରେ ଅଧିକ ସପୋର୍ଟ ମିଳୁଛି ସୁମନଙ୍କୁ । ତାଙ୍କ ଶାଶୁ, ଶଶୁର ବହୁତ ଭଲ ବୋଲି ସେ କହିଛନ୍ତି । ତାଙ୍କ ଶାଶୁ ତାଙ୍କ ହାତ ଧରି ଆଗକୁ ନେଇ ଯାଉଛନ୍ତି ସେଥିପାଇଁ ତାଙ୍କୁ କୌଣସି କାମ କଷ୍ଟ ଲାଗୁ ନାହିଁ ।
ସେମାନେ ପ୍ରଥମେ ଫ୍ରେଣ୍ଡରେ ଥିଲେ । ଫେସବୁକ୍ ଫ୍ରେଣ୍ଡସିପରୁ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା । ଜାନୁଆରୀ ୩ ତାରିଖରେ ତାଙ୍କ ଜୀବନରେ ଦୁଇଟି ଭଲ ଜିନିଷ ହୋଇଥିଲା । ଦୁଇଜଣ ଦୁଇଜଣଙ୍କ ସହିତ କଥା ହୋଇଥିଲେ । ଆଉ ସବୁ ଝିଅ ଚାହିଁଥାଆନ୍ତି କି ତାଙ୍କ ବାପାଙ୍କ ଭଳି ଭଲପାଇବା ତାଙ୍କ ସ୍ଵାମୀ ଦେଉ ।
ଏଭଳି ସୁମନ ବି ଚାହିଁଥିଲେ। ତାଙ୍କୁ ଏଭଳି ହିଁ ପାର୍ଟନର ମିଳିଛି ଆଉ ଏଥିପାଇଁ ସେ ବହୁତ ଖୁସି ଅଛନ୍ତି । ସୁମନ କହିଛନ୍ତି ତାଙ୍କ ସ୍ଵାମୀ ଭଲ ଭାବରେ ବୁଝାନ୍ତି । ସେ ଘର ଛାଡ଼ି ଆସିଛନ୍ତି ଆଉ କଷ୍ଟ ଲାଗୁଛି କିନ୍ତୁ ସେ ଶାଶୁଘରେ ଖୁସିରେ ଅଛନ୍ତି । ଏଭଳି ଅନେକ କଥା ଅଭିନେତ୍ରୀ ଜଣକ କହିଛନ୍ତି ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button