ଦେଶ- ବିଦେଶ

ରହସ୍ୟ ଖୋଲିବା ପାଇଁ ମହିଳା ସୈନ୍ୟଙ୍କୁ ଦିଆଯାଉଥିଲା ସେ-କ୍ସ ଟାଵଲେଟ…

ମହିଳା ସୈ-ନ୍ୟ ଧରାପଡିଲେ ଦିଆଯାଉଥିଲା ସେ-କ୍ସ ଟାଵଲେଟ। ଉତ୍ତେଜିତ ହୋଇ ମହିଳା ସୈନ୍ୟ କହିଦେଉଥିଲେ ଦେଶର ସବୁ ରହସ୍ୟ। ଉତ୍ତେଜିତ କରାଇ ମଜା ନେଉଥିଲେ ଶ-ତ୍ରୁ ଦେଶ। ସେହି ଦେଶ ଏବେ ଗର୍ଭ-ବତୀ ନାମ ଶୁଣିଲେ ଭ-ୟ କରୁଛି।

ଦେଶକୁ ବଞ୍ଚାଇବା ଲାଗି ସୈନ୍ୟ ହେଲେ। ଦେଶ ପାଇଁ ବ-ନ୍ଧୁକ ଧରି ଶ-ତ୍ରୁକୁ ଆକ୍ର-ମଣ କଲେ। କିନ୍ତୁ ଯେତେବେଳେ ଏହି ମହିଳା ସୈନ୍ୟମାନଙ୍କୁ ଶ-ତ୍ରୁ ଦେଶର ସୈନ୍ୟମାନେ ଧରି ନିଅନ୍ତି ସେତେବେଳେ ସେମାନଙ୍କୁ ଉତ୍ତେଜିତ ଇଞ୍ଜେକ୍ସନ ଦେଇ ସତ ବାହାର କରୁଥିଲେ। ତେବେ ଏହି ଦେଶର ଏପରି ଅଟେ ନର୍କ ଯନ୍ତ୍ର-ଣାର କାହାଣୀ। ଏହି ଦେଶର ମହିଳାମାନେ ଆଜି ମଧ୍ୟ ଗର୍ଭ-ବତୀ ନାମ ଶୁଣିଲେ ଭ-ୟଭୀ-ତ ହୋଇଯାଆନ୍ତି।

ଆଜ୍ଞା ହଁ ଆମେ ସେହି ଭିଏତନାମ ଦେଶ ବିଷୟରେ ହିଁ କହୁଛି। ଯେଉଁଠାରେ ମହିଳାମାନେ ଗର୍ଭ-ବତୀ ନାମ ଶୁଣିଲେ ଆଜି ମଧ୍ୟ ଡରୁଛନ୍ତି। ଭିଏତନାମ ଯୁ-ଦ୍ଧ 1955 ରୁ 1975 ପର୍ଯ୍ୟନ୍ତ ଲଢା ଯାଇଥିଲା।ଏହି ସମୟରେ ଆମେରିକା ନିଜର ସହଯୋଗୀ ଦକ୍ଷିଣ ଭିଏତନାମକୁ ଉତ୍ତର ଭିଏତନାମର କମ୍ୟୁନିଷ୍ଟ ସରକାର କବଳରୁ ମୁକ୍ତ କରିବା ପାଇଁ ନିଜର ସେନା ପଠାଇଥିଲା।

ଏହି କାରଣରୁ ରୁଷର ଶାର୍ଗିଦ ଯୁ-ଦ୍ଧ ଉତ୍ତର ଭିଏତନାମର କମ୍ୟୁନିଷ୍ଟ ସରକାର ଏବଂ ଆମେରିକା ସେନା ମଧ୍ୟରେ ଲଢାଯାଇଥିଲା।ଯୁ-ଦ୍ଧ ସମୟରେ ଆମେରିକାରେ ଦୁଇ ଜଣ ରାଷ୍ଟ୍ରପତି ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ଲିଣ୍ଡନ ବି ଜନସନଙ୍କ ନେତୃତ୍ଵରେ ଆମେରିକା 1965ରେ ଭିଏତନାମ ଯୁ-ଦ୍ଧରେ ନିଜକୁ ସାମିଲ କରିଥିଲା।

ଏହାର ଆଗାମୀ ତିନି ବର୍ଷ ଭିତରେ ଆମେରିକା ଭିଏତନାମରେ ନିଜର 3 1ଲକ୍ଷ ସୈନିକ ମୁତୟନ କରିଥିଲା। ଏହା ପରେ 1969ରେ ରିଚାର୍ଡସନ ନିକ୍ସନ ରାଷ୍ଟ୍ରପତି ଭାବେ ନିର୍ଚାଚିତ ହେବା ପରେ ଯୁ-ଦ୍ଧର ଦାୟିତ୍ଵ ନେଇଥିଲେ।ଏହି ସମୟରେ ଆମେରିକାରେ ନିଜର ସୈନ୍ୟ ଭିଏତନାମରୁ ଫେରାଇ ଆଣିବା ଏକ ବଡ ପ୍ରସଙ୍ଗ ପାଲଟିଥିଲା।

1974ରେ ଆମେରିକା ଉତ୍ତର ଭିଏତନାମ ସରକାର ସହ ଶାନ୍ତି ରାଜିନାମାରେ  ହସ୍ତାକ୍ଷର କରିଥିଲା।ଏହା ପରେ ଭିଏତନାମରୁ ଆମେରିକା ସୈନ୍ୟ ପ୍ର-ତ୍ୟାହା-ର ଆରମ୍ଭ ହୋଇଥିଲା।ଏହା ପ୍ୟାରିସ୍ ଶାନ୍ତି ରାଜିନାମା ନାମରେ ପରିଚିତ।ଆମେରିକା ସେନା ପ୍ର-ତ୍ୟାହା-ର ପରେ ଉତ୍ତର ଭିଏତନାମ ରାଜିନାମା ଭାଙ୍ଗି ଦକ୍ଷିଣ ଭିଏତନାମ ଉପରେ ଆକ୍ର-ମଣ କରିଥିଲା।

ସେହି ସମୟରେ ଆମେରିକାର ଅଧିକାଂଶ ସୈନ୍ୟ ସ୍ଵଦେଶ ଫେରି ସାରିଥିଲେ। ଆଉ ରାଜଧାନୀ ସାଇଗନରେ ଆମେରିକା ଦୂତାବାସର କର୍ମଚାରୀ ଏବଂ ଅଧିକାରୀଙ୍କ ସହ କିଛି ସୈନିକ ଥିଲେ। ନିଜର ରାଷ୍ଟ୍ରଦୂତଙ୍କୁ ସୁର-କ୍ଷିତ କା-ଢିବା ପାଇଁ ଆମେରିକାକୁ ଦୂତବାସର ଛାତ ଉପରେ ହେଲିକପ୍ଟର ଓହ୍ଲାଇବାକୁ ପଡିଥିଲା।

ତେବେ ଏହି ଯୁଦ୍ଧରେ ଆମେରିକା ହାରିଯାଇଥିଲା ସତ କିନ୍ତୁ ଭିଏତନାମ ଲୋକଙ୍କ ଉପରେ ଯେଉଁ ପ୍ରକାର ଅ-ତ୍ୟାଚା-ର କରିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଭିଏତନାମ ସୈନ୍ୟଙ୍କ ସହ ଦେଶର ସବୁ ମହିଳାମାନେ ମଧ୍ୟ ଯୋଗ ଦେଇଥିଲେ। ସେମାନେ ମଧ୍ୟ ଯୁ-ଦ୍ଧ ଲ-ଢ଼ିବାକୁ ଆଗକୁ ଆସିଥିଲେ।

କିନ୍ତୁ ଯେତେବେଳେ ଆମେରିକା ଦେଖିଲା ଯେ ଏହି ଯୁ-ଦ୍ଧ ସେ ହାରି ଯାଉଛି ସେତବେଳେ ସେ ଭିଏତନାମ ଦେଶର ମହିଳାଙ୍କୁ ଉଠାଇ ଆଣୁଥିଲା ଏବଂ ଆଣ୍ଟି ପ୍ରେଗନେନ୍ସି ପ୍ରୋଲାକଟିଙ୍ଗ ଇଞ୍ଜେକ୍ସନ ଦେଇ ମହିଳାଙ୍କ ଠାରୁ ଦେଶର ରହସ୍ୟ କଥା ବାହାର କରୁଥିଲା। ଆଣ୍ଟି ପ୍ରେଗନେନ୍ସି ପ୍ରୋଲାକଟିଙ୍ଗ ଇଞ୍ଜେକ୍ସନ ହେଉଛି ଏପରି ମେଡ଼ିସିନ ଯାହା ପଶୁ ପକ୍ଷୀ ମାନଙ୍କୁ ଦିଆଯାଏ ଭଲ କ୍ଷୀର ତଥା ଅଣ୍ଡା ଦେବା ପାଇଁ।

କିନ୍ତୁ ଆମେରିକା ସୈନ୍ୟ ମାନେ ଏହାକୁ ଭିଏତନାମ ଦେଶ ର ମହିଳାମାନଙ୍କ ଉପରେ ବ୍ୟବହାର କରିବାକୁ ଲାଗିଲେ ଯାହା ଫଳରେ ସେମାନଙ୍କ ଋ-ତୁସ୍ରା-ବ ବାର୍ ବାର୍ ହେଉଥିଲା। ତେବେ ଏହି ଯନ୍ତ୍ର-ଣାକୁ ସମ୍ଭାଳି ନପାରି ମହିଳା ମାନେ ସବୁ ସତ କଥା କହିଦେଉଥିଲେ। ଆଜିର ଶକ୍ତିଶାଳୀ ଦେଶ ପୂର୍ବରୁ କିପରି ଘୃ-ଣ୍ୟ କାମ କରୁଥିଲା ଆପଣ ଜାଣି ପାରୁଥିବେ। ତେବେ ଏତେ ପରେ ମଧ୍ୟ ଆମେରିକା ହାରି ଯାଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button