ଦେଶ- ବିଦେଶ

ପୁରୁଣା ରୁ ବି ପୁରୁଣା ଯାଦୁ କାଛୁ କୁଣ୍ଡିଆରୁ ମୁକ୍ତି ପାଇବାର ସବୁଠୁ ସରଳ ଉପାୟ !

ବର୍ତ୍ତମାନ ର ସମୟ କିଛି ଏପରି ହୋଇ ଯାଇଛି କି ଆମର ରହଣି ଶୈଳୀ ଖାଦ୍ୟ ପରିବେଶ ସବୁକିଛି ସମୟ ସହ ପ୍ରଦୂଷିତ ହୋଇ ଗଲାଣି । ଏପରି ରେ ସମସ୍ତେ କିଛି ନା କିଛି ରୋଗ ସମସ୍ଯା ର ଶିକାର ହେଉଛନ୍ତି । ଏପରି ରେ ଯେଉଁ ମାନଙ୍କୁ ଚର୍ମ ଜନିତ କୌଣସି ରୋଗ ହୋଇଥାଏ ସେମାନଙ୍କର ଶାରୀରିକ ପୀଡା ଠାରୁ ମାନସିକ ପୀଡା ଅଧିକ ଥାଏ । ଯେପରି କି ଯାଦୁ, କାଛୁ କୁଣ୍ଡିଆ ଏକ ଏପରି ରୋଗ ଯାହା ଯେଉଁ ବ୍ୟକ୍ତିକୁ ହୋଇଥାଏ, ତାହା ନିକଟ କୁ ଯିବା ପାଇଁ ସାଧାରଣତଃ କେହି ଇଛା କରି ନଥା’ନ୍ତି ।

 

କାରଣ ଏହା ଏକ ଏପରି ରୋଗ ଯାହା ଜଣକ ଠାରୁ ଜଣକ କୁ ସଂକ୍ରମିତ ହୋଇଥାଏ । କିନ୍ତୁ ଏହା ଏକ ଏପରି ରୋଗ ଯାହା ଯେଉଁ ମଣିଷ କୁ ଥରେ ହୋଇଥାଏ, ସେହି ବ୍ୟକ୍ତି ସହଜ ରେ କେବେ ଏହି ରୋଗ ରୁ ରକ୍ଷା ପାଇ ପାରି ନଥାଏ । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଉପଚାର ଯାହା ସାହାର୍ଯ୍ୟ ରେ ଆପଣ ପୁରୁଣା ରୁ ପୁରୁଣା ଯାଦୁ, କାଛୁ କୁଣ୍ଡିଆ ରୁ ମୁକ୍ତି ପାଇ ପାରିବେ ।

ବନ୍ଧୁଗଣ ଆଜିର ଉପଚାର ଟିରେ ଆପଣ ଙ୍କର ଆବଶ୍ୟକ ପଡିବ ଅରଖ ଗଛ ର କ୍ଷୀର ର, ଆପଣ ସମସ୍ତେ ଅରଖ ଗଛ ନିଶ୍ଚୟ ଦେଖିଥିବେ । ଅରଖ ଗଛର ପତ୍ର ଛିଣ୍ଡାଇବା ସମୟରେ ଗଛ ରୁ ଏକ ଧଳା ରଙ୍ଗର ପଦାର୍ଥ ବାହାରି ଥାଏ । ଏହାକୁ ହିଁ ଅରଖ ଗଛର କ୍ଷୀର ବୋଲି କୁହାଯାଇ ଥାଏ ।

 

ବନ୍ଧୁଗଣ ଆପଣ ଏହି ଅରଖ ଗଛ ରୁ କ୍ଷୀର ନେବା ସମୟରେ ସାବଧାନ ଅବଲମ୍ବନ କରିବେ, କାରଣ ଏହାର ଏହି କ୍ଷୀର ଏତେ ବିଷକ୍ତ ହୋଇଥାଏ କି ଯଦି ଏହା ଆଖିରେ ଲାଗିଯାଏ, ତେବେ ମଣିଷ ତାହର ଆଖି ଚିର ଦିନ ପାଇଁ ହରାଇ ପାରେ ।  ଏହି କ୍ଷୀର ରୁ ୩ ରୁ ୪ ବୁନ୍ଦା ନେଇ ସେଥିରେ ଅଧ ଚାମଚ ନିମ୍ବ ତେଲ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଆପଣ ଦେଖିବେ ଏହା ଏକ ମଲମ ରୂପେ ହୋଇଯିବ । ଏହି ମଲମ କୁ ଆପଣ ଏବେ ଆପଣ ଙ୍କର ଯାଦୁ ବା କାଛୁ କୁଣ୍ଡିଆ ହେଉଥିବା ସ୍ଥାନରେ ଲଗାଇ ଭଲ ଭାବରେ ମାଲିସ କରି ଛାଡି ଦିଅନ୍ତୁ ।

 

ଏହାଦ୍ଵାରା ଆପଣ ଦେଖି ବେ ଖୁବ ଶୀଘ୍ର ହିଁ ଆପଣ ଙ୍କର ପୁରୁଣା ରୁ ପୁରୁଣା ଯାଦୁ କାଛୁ କୁଣ୍ଡିଆ ସବୁ ଭଲ ହୋଇଯିବ । ତାହାସହ ଆପ[ଣ ଙ୍କୁ ନିଜର ସ୍ଵଚଟା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ହେବ କୌଣସି ମାଳୀ ବସ୍ତ୍ର ଆପଣ ପରିଧାନ କରନ୍ତୁ ନାହିଁ । ସବୁବେଳେ ସ୍ବଚ୍ଛ ଓ ଶୁଖିଲା ବସ୍ତ୍ର ହିଁ ପିନ୍ଧନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button