ସ୍ତ୍ରୀମାନଙ୍କର ଏହି ଛୋଟ ଭୁଲ ସ୍ଵାମୀ ଉପରେ ଆଣି ଦିଏ ଧାର କରଜର ବୋଝ- ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ

ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ଭାବି ନଥିବେ ଯେ ଏହା କାରଣ ପାଇଁ ଆପଣଙ୍କ ସ୍ଵାମୀ କେତେ କଷ୍ଟ ପାଉଛନ୍ତି । ତେବେ ଆସନ୍ତୁ ଜାଣିବା, ଆପଣଙ୍କୁ ଆମେ ଏହା ଜଣେଇଦବାକୁ ଚାହୁଁଛୁ ଯେ ଭାରତୀୟ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଗୋଡ ମୁଦି ଚନ୍ଦ୍ରମାଙ୍କ ପ୍ରତୀକ ଅଟେ ଏବଂ ଏହି କାରଣ ପାଇଁ ବିବାହିତା ମହିଳାଙ୍କୁ ଚାନ୍ଦି ଗୋଡ ମୁଦି ପିନ୍ଧିବା ପାଇଁ କୁହା ଯାଇ ଥାଏ ଯାହା ଦ୍ଵାରା ତାଙ୍କ ଉପରେ ଚନ୍ଦ୍ରମାଙ୍କ କୃପା ହୋଇ ଥାଏ । ଆପଣ ସମସ୍ତେ ଜାଣି ଥିବେ ଯେ ଭାରତ ବର୍ଷ ରେ ସବୁ କାମ ଏବଂ ବ୍ୟବହାର ପାଇଁ ମଧ୍ୟ ବହୁତ ପ୍ରକାର ରୀତି ନୀତି ହୋଇ ଥାଏ ।
ସବୁ କିଛି ଭଲ ଥିଲେ ମଧ୍ୟ ଆପଣଙ୍କ ଆର୍ଥିକ ସ୍ଥିତି ଖରାପ ହୋଇ ପାରେ ଏବଂ ଆପଣଙ୍କ ସ୍ଵାମୀ ଧାର କରଜରେ ବୁଡି ପାରନ୍ତି । ଶାସ୍ତ୍ର ଅନୁଯାଇ କୌଣସି ବିବାହିତା ମହିଳାକୁ ଗୋଡ ମୁଦି ନିଜ ଦୁଇଟି ଗୋଡ ଦୁଇତୀୟ ଆନୁଗୁଲି ରେ ପିନ୍ଧିବା ଉଚିତ ଅଟେ । ପାଉଁଜି ବା ଗୋଡ ମୁଦି ମାଁ ଲକ୍ଷ୍ମୀଙ୍କ ବାହକ ବୋଲି କୁହା ଯାଏ ସେଥିପାଇଁ ଏହାକୁ ହରେଇବା ବା ହଜେଇବା ଆପଣଙ୍କ ପାଇଁ ଭଲ ସଂକେତ ନୁହେଁ