ବିଛା ରାଶି 2023, ଆପଣଙ୍କ ସହ ଘଟିବ 5ଟି ବଡ ଘଟଣା ! ସାବଧାନ ରୁହନ୍ତୁ… ଦେଖନ୍ତୁ ମହାଭବିଷ୍ୟବାଣୀ

ବନ୍ଧୁଗଣ ୨୦୨୩ ନୂଆବର୍ଷ ରେ ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ସମୟ କିପରି ରହିବ ତାହା ଆମେ କହିବାକୁ ଯାଉଛୁ । ବିଛା ରାଶିର ବ୍ୟକ୍ତିଙ୍କ ପାଇଁ କେଉଁ ବଡ ଘଟଣା ଘଟିବାକୁ ଯାଉଛି ନୂଆବର୍ଷ ଠାରୁ ତାହା ମଧ୍ୟ ଚର୍ଚ୍ଚା କରିବାକୁ ଯାଉଛୁ । ବିଛା ରାଶିର ବ୍ୟକ୍ତି କଥାବାର୍ତ୍ତା ସମୟରେ ବହୁତ ପ୍ରଖର ହୋଇଥାନ୍ତି । କଥାବାର୍ତ୍ତାରେ ଏମାନଙ୍କୁ କେହି ବି ଜିତିପାରନ୍ତି ନାହି ।
ଯୋଜନା ବନାଇବାରେ ଓ କଷ୍ଟସାଧ୍ୟ କରିବାର ଏମାନେ ଅଧିକ ସକ୍ଷମ ହୋଇଥାନ୍ତି । ଯେଉଁ ଯୋଜନା କରିଥାନ୍ତି ବିଚାର କରି କରିଥାନ୍ତି । ଆଧୁନିକ ବିଚାର ସ୍ବଭାବ ଏମାନଙ୍କ ଠାରେ ଥାଏ । ଏମାନେ ପୁସ୍ତକ ଓ ପୋଲିସ ବିଭାଗରେ ଯୋଗ ଦେଇଥାନ୍ତି । ଏମାନେ ଜଜ, ଡାକ୍ତର, ଓକିଲାତି କ୍ଷେତ୍ରରେ ମଧ୍ୟ ଭଲ ପ୍ରଦର୍ଶନ କରିଥାନ୍ତି । ଏମିତି ତ ବିଛା ରାଶିର ବ୍ୟକ୍ତିଙ୍କର କୌଣସି କାରଣ ନାହି ଅସଫଳ ହେବା ପାଇଁ ।
ଏମାନଙ୍କ ଠାରେ ଆତ୍ମବିଶ୍ଵାସ ଭରପୁର ରଥିଥାଏ । ଏମାନେ ଅନ୍ୟଙ୍କ ସହ ଭଲରେ କଥା ହୋଇଥାନ୍ତି କିନ୍ତୁ ବହୁତ ଭରସା ମଧ୍ୟ ଦେଇଥାନ୍ତି । କିନ୍ତୁ ଯେବେ ଅସୁବିଧା ଆସି ପହଞ୍ଚିଥାଏ ଏମାନେ ଆଗ ହାତ ଛାଡି ଦୂରେଇ ଯାଇଥାନ୍ତି । ଏଥିପାଇଁ ବିଛା ରାଶିର ବ୍ୟକ୍ତିଙ୍କ ଅସଫଳତାର କାରଣ ହେଉଛି ଅନ୍ୟକୁ ଦେଇଥିବା ବଡ ବଡ ପ୍ରତିଶ୍ରୁତି । ଆପଣଙ୍କୁ ଏହି ସବୁ କମାଇବାକୁ ପଡିଥାଏ ।
ବହୁତ ଲୋକଙ୍କୁ ସଫଳତା ପାଇବାର ଦେଖାଯାଏ । ଆପଣ ଏହା ମଧ୍ୟ ଶପଥ କରନ୍ତୁ ଏହି ଗୁଣକୁ ପରିତ୍ୟାଗ କରିବେ । ଯାହାକୁ ବି କଥା ଦେଉଛନ୍ତି ତାହା ନିଶ୍ଚୟ ପୁରା କରନ୍ତୁ । ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଜାନୁଆରୀ ମାସ ଆରମ୍ଭରୁ ମାର୍ଚ୍ଚ ଯାଏଁ ଏହି ସମସ୍ଯା ଦେଖାଯିବ । ଶ୍ଵାସ ଯନ୍ତ୍ରଣା ହେବାର ସମ୍ଭାବନା ଅଛି । କ୍ରୋଧର ବୃଦ୍ଧି ଘଟିବ । ତେଣୁ କ୍ରୋଧ ଉପରେ ସଂଯମ ରଖନ୍ତୁ ।
ନଚେତ ଆପଣଙ୍କର କ୍ଷତି ହୋଇପାରେ । ଏହି ବର୍ଷଟି ଆପଣଙ୍କ ପାଇଁ ଭଲ ଯୋଗ ରାହୁଅଛି । ବିଛା ରାଶିର ବ୍ୟକ୍ତିଙ୍କ ଧନର ସ୍ଥିତି ବହୁତ ଭଲ ରହିବ । ଧନ କମାଇବାର ନୂଆ ଅବସର ପ୍ରାପ୍ତ ହେବ । ନୂଆ ଅଫିସ ବା ବ୍ୟବସାୟ କରିଥିଲେ ସଫଳତା ପ୍ରାପ୍ତ ହେବ । ଟଙ୍କାରେ ଇନଭେଷ୍ଟ କରିଥିଲେ ଲାଭବାନ ହେବେ । ଆପଣଙ୍କର ସ୍ଥାନ ପରିବର୍ତ୍ତନର ଯୋଗ ରହୁଛି ।
ମାତା ପିତାଙ୍କ କଥା କହିଲେ ମାତାଙ୍କର ଗୋଡ ଜନିତ ସମସ୍ଯା ରହିପାରେ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ସନ୍ତାନ ଯୋଗ ରହୁଛି କିନ୍ତୁ ଖର୍ଚ୍ଚାନ୍ତ ହେବେ । ସନ୍ତାନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବେ । ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ ନାହି । ଫେବୃଆରୀରୁ ଜୀବନ ସାଥି ଓ ପରିବାରଙ୍କ ସହ ମତଭେଦ ଦେଖାଯାଇପାରେ ।
ବ୍ୟାପାର ଓ ଚାକିରି କ୍ଷେତ୍ରରେ ବହୁତ ଭଲ ସଫଳତା ମିଳିବ । ପ୍ରତିଯୋଗୀତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଭଲ ପଦ ପ୍ରମୋଶନର ଯୋଗ ରହୁଛି ।