ଆଜି ରାତିରେ ଏହି ଜାଗାରେ ରଖିଦିଅନ୍ତୁ 5ଟି ଗୋଲମରୀଚ, ଦେଖନ୍ତୁ ଜାଦୁ

ବନ୍ଧୁଗଣ ଆମ ମାନଙ୍କ ସହିତ ବହୁତ ସମୟରେ ଭିଭିନ୍ନ ପ୍ରକାରର ସମସ୍ୟା ଆସି ପହଁଚି ଥାଏ । ସେହିପରି ବେଳେ ଏହି ସମସ୍ୟା ମଧ୍ୟରୁ କିଛି ଏତେ ଅସମ୍ଭବ ଲାଗେ କି ସେହି ଠାରେ ବହୁତ ଥକିବା ତଥା ଏହାକୁ କେମିତି ସୁଧାରା ଜାଇ ପାରିବ ସେହି ବିଷୟରେ କେବେ ବି ବୁଝି ପାରୁ ନାହିଁ ।
ବହୁତ ସମୟ ରେ ଲୋକ ମାନଙ୍କ ପାଖରେ କେବଳ ଟଙ୍କା ପଇସା ର ସମସ୍ୟା ହିଁ ରହି ଥାଏ । ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ସବୁ ହେବାର କାରଣ ହୋଇ ଥାଏ କି । ଆପଣ ମାନଙ୍କ କୁଣ୍ଡଳୀରେ ଶନିଦେବ ଙ୍କ ସହିତ ଅଶୁଭ ଗ୍ରହ ର ଚଳନ ।
ର 11 ଟା ବେଳେ ଗୋଲମରିଚ ର 21 ଟି ଦାନା କୁ ନିଅନ୍ତୁ ।
ଏବଂ ଏବ ପରେ ଓଁ କ୍ଲୀଙ୍ଗ୍ ବୋଲି ଶିଦ୍ଧ ମନ୍ତ୍ର କୁ କହି ଏହି ଗୋଲମରିଚ ର 21 ଟି ଦାନା କୁ ଶିଦ୍ଧ କରନ୍ତୁ ।ତେବେ ପରେ ଆପଣ ମାନେ ନିଜର ଛାତ ଉପର କୁ ଜାଆନ୍ତୁ । ଏବଂ ପରେ ଦକ୍ଷିଣ ଦିଗ ଆଡକୁ ଛିଡା ହୁଅନ୍ତୁ । ପରେ ଆପଣ ମାନେ ସେହି ଦକ୍ଷିଣ ଦିଗ ଆଡକୁ ମୁହଁ କରି ସେହି ଗୋଲମରିଚ ର 21 ଟି ଦାନା କୁ କୁ ଫୋପାଡି ଦିଅନ୍ତୁ ।
ବନ୍ଧୁଗଣ ଏହା ଦ୍ୱାରା ଘରେ ହେଉ ଥିବା ସବୁ ଖରାପ୍ କାମ ଏବଂ ନାକାରାତ୍ମକ ଉର୍ଜା ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବେ ଏବଂ ଆପଣ ମାନଙ୍କ ସବୁ ସମସ୍ୟା ବି ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ ।
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।