ଜ୍ୟୋତିଷ

ଧୀରେ ଧୀରେ ସତ ହେବାକୁ ଲାଗୁଛି ସମସ୍ତ ତଥ୍ୟ ଦେଖନ୍ତୁ ଆଉ ନାହିଁ ରକ୍ଷା ବାହାରିଗଲା କଳିଯୁଗ ଶେଷ ସମୟର ପ୍ରକୃତ ତାରିଖ

ବର୍ତମାନ ଲୋକ ମାନଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ମହାପ୍ରଳୟ ହେବାକୁ ଆଉ କଣ ଅଳ୍ପ କିଛି ଦିନ ରହିଛି,୨୦୨୩ ଓ୨୪ ରେ ଶେଷ ହେବକି ଏହି ଦୁନିଆ।କାରଣ ଦୁନିଆରେ ଘଟୁଥିବା ଘଟଣା ଗୁଡ଼ିକ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି
Special report
କାହିଁକି ନା ମହାପୁରୁଷ ଅଚ୍ୟୁତାନନ୍ଦ ଭବିଷ୍ୟବାଣୀ ଯାହା କରିଛନ୍ତି ତାହା ହିଁ ସବୁ ଘଟଣା ମାନ ଘଟୁଥିବାର ଦେଖିବାକୁ ମିଳୁଛି।କୁହାଯାଇଛି ଯେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୬୦୦ ବର୍ଷ ପୂର୍ବରୁ ଓଡ଼ିଶାର ଜଗନ୍ନାଥ ପୁରୀ ରେ ଜନ୍ମ ଗ୍ରହଣ କରିଥିଲେ।
ସେ ତାଙ୍କ ଯୋଗ ଶକ୍ତି ବଳରେ ମାଲିକ ଲେଖିଥିଲେ।ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୩୧୮ ଟି ପୁସ୍ତକ ଭବିଷ୍ୟବାଣୀ ବିଷୟରେ ଲେଖିଛନ୍ତି।ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ପାଞ୍ଚ ସଖା ଙ୍କ ସହିତ ମିଶି ଲେଖିଥିଲେ।
Special report
ପ୍ରଥମେ କଳିଯୁଗ ଶେଷ ହେବ, ଦ୍ୱିତୀୟ ଧ୍ୱଂସ ହୋଇଯିବ ଏବଂ ତୃତୀୟ ରେ ଏକ ନୂତନ ଯୁଗ ଆରମ୍ଭ ହେବ ଅର୍ଥାତ୍ ସତ୍ୟଗୁଗ୍ ଆରମ୍ଭ ହେବ।ଭବିଷ୍ୟବାଣୀ ରେ ଏପରି ଘଟଣା ଲେଖା ଯାଇଛି ଯାହା ସବୁ ସତ ହେଉଛି।
ପ୍ରଥମଟି ହେଉଛି ପୃଥିବୀର ଅକ୍ଷ ପରିବର୍ତ୍ତନ ହେବ।ଏହା ପରେ ଅନେକ ଭୂକମ୍ପ ଆସିବ।ଯାହା କି ସତରେ ହେଉଛି। ନିକଟରେ ତୁର୍କୀ ଏବଂ ସିରିଆରେ ଅନେକ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହା ତୁର୍କୀ ଏବଂ ସିରିଆକୁ ସଂପୂର୍ଣ୍ଣ ଧ୍ୱଂସ କରିଦେଇଥିଲା।
Special report
ଏହା ପରେ, ଭାରତରେ ମଧ୍ୟ ଭୂକମ୍ପ ଦେଖାଦେଇଛି।ବର୍ତ୍ତମାନ ଭାରତର ୮ ଟି ରାଜ୍ୟ ମଧ୍ୟ ସଜାଗ ରହିଛନ୍ତି, ପୂର୍ବରୁ ମଧ୍ୟ ଦିଲ୍ଲୀରେ ଏହି ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା।
ଦ୍ୱିତୀୟ ଭବିଷ୍ୟବାଣୀ ହେଉଛି ଆକାଶରେ ଦୁଇ ଟି ସୂର୍ଯ୍ୟ ଦେଖିବାକୁ ପାଇବେ।ଓଡ଼ିଶା ଜଳମଗ୍ନ ହୋଇଯିବ।ତୃତୀୟ ଭବିଷ୍ୟବାଣୀ ହେଉଛି ପୃଥିବୀରେ ସାତ ଦିନ ଅନ୍ଧାର ରହିବ।
ଚତୁର୍ଥ ଭବିଷ୍ୟବାଣୀ ହେଉଛି ତୃତୀୟ ବିଶ୍ଵ ଯୁଦ୍ଧ ଆରମ୍ଭ ହୋଇଯିବ।ପଞ୍ଚମ ଭବିଷ୍ୟବାଣୀ ହେଉଛି ଚିନ ଭାରତ ଉପରେ ଆକ୍ରମଣ କରିବେ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button