ଏହି 5ଟି ନାମର ଝିଅ କେବେବି ଦେଇନଥାନ୍ତି ଧୋକା, ଆଉ ଆପଣ ?

ଆଜି ଏଥିରେ ଆମେ ପାଞ୍ଚଟି ନାମର ଝିଅଙ୍କ ବିଷୟରେ ଆଲୋଚନା କରିବା ସେମାନେ ବହୁତ ଅଧିକ ବିଶ୍ଵସନୀୟ ହୋଇଥାନ୍ତି । ଆଉ କେବେବି ଧୋକା ଦେଇନଥାନ୍ତି । କେହିବି ଚାହାନ୍ତି ନହିଁ ପ୍ରେମରେ ତାଙ୍କୁ ଧୋକା ମିଳୁ ବୋଲି, ପ୍ରେମ ନାମ ଶୁଣିଲେ ହୃଦୟ ଆଉ ମନ ଆକ୍ଟିବ ହୋଇଯାଇ ଥାଏ । କାହା ଆଗରେ ତାର ସୁନ୍ଦର ବିତାଇଥିବା ସମୟ ଆଉ କାହା ଆଗରେ ତାର ଖରାପ ସମୟ ଆସିଯାଇଥାଏ । ଆପଣ ନିଜ ପାଇଁ ସାଥି ଖୋଜିଲା ବେଳେ ବହୁତ ଜିନିଷ ଦେଖିଥାନ୍ତି । କଣ ଆପଣ ଜାଣିଛନ୍ତି ମଣିଷର ନାମର ପ୍ରଥମ ଅକ୍ଷର ମଧ୍ୟ ବ୍ୟକ୍ତିତ୍ବର ରାଜ ଖୋଲି ଦେଇଥାଏ ।
ଏ ନାମର ଝିଅ :- ଏ ନାମର ଝିଅଙ୍କୁ ପ୍ରେମରେ ବହୁତ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ଏମାନଙ୍କୁ ଏତେ ସହଜରେ ତାଙ୍କ ସ୍ଵପନର ରାଜା କୁମାର ମିଳିନଥାଏ । କିନ୍ତୁ କେବେଳ ଗୋଟିଏଥର ତାଙ୍କୁ ଶଚା ପ୍ରେମ ମିଳିଯାଏ ତେବେ ଏମାନେ ଜୀବନ ସାରା ତାଙ୍କ ସହିତ ରହିଥାନ୍ତି ।
ଏମ ନାମର ଝିଅ :- ଏନି ନାମର ଝିଅ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଶେଥି ପାଇଁ ତାଙ୍କୁ ତାଙ୍କର ସାଥି ବହୁତ ସହଜରେ ମିଳିଯାଇଥାଏ । ଏମାନେ ବହୁତ ଇମୋସନାଲ ମଧ୍ୟ ହୋଇଥାନ୍ତି । ନିଜର ସାଥିର ସବୁ କଥାକୁ ସେ ବହୁତ ମହତ୍ଵ ଦେଇଥାନ୍ତି । ସେ ଥରେ କାହା ହାତ ଧରିଲେ କେବେବି ଛାଡି ପାରନ୍ତି ନହିଁ ।
କେ ନାମର ଝିଅ :- ଏହି ନାମର ଝିଅ ନିଜ ଜୀବନ ସାଥିର ସବୁ କ୍ଷେତ୍ରରେ ସାଥ ଦେଇଥାଏ । ସେ କେବେବି ନିଜ ସାଥୀକୁ ଧୋଖା ଦେଇନଥାଏ । ତାଙ୍କର ସ୍ଵଭାବ ଟିକେ ଅଲଗା ହୋଇଥାଏ । ନିଜ ସାଥି ସାମ୍ନାରେ ପ୍ରେମ ଜାହିର କରି ନଥାନ୍ତି । ଆଉ ଜୀବନ ସାରା ସାଥ ନିଭାଇ ଥାନ୍ତି ।
ଆର ନାମର ଝିଅ :- ଆର ନାମର ଝିଅ ମାନେ ବହୁତ ଯତ୍ନବାନ ହୋଇଥାନ୍ତି । ଏହି ନାମର ଝିଆ ପ୍ରେମରେ ଏତେ ସହଜରେ ପଡିନଥାନ୍ତି । ଯଦି ସେ କାହାକୁ ଭଲ ପାଇ ବସନ୍ତୀ ତେବେ ଏମାନେ କେବେବି କାହାକୁ ଧୋକା ଦିଅନ୍ତି ନହିଁ । ଏମାନେ ଟିକେ ମୂଡି ହୋଇଥାନ୍ତି ।