ସ୍ୱାସ୍ଥ୍ୟ

କେବଳ ୫ଦିନରେ ଆଣ୍ଠୁ ଗଣ୍ଠି ବିନ୍ଧା,ଅଣ୍ଟାବିନ୍ଧା,ପାଦରେକଷ୍ଟ ସବୁ ସମସ୍ୟା ଦୂର ହୋଇଯିବ ,ଥରେ କରିକି ଦେଖନ୍ତୁ ଏହି ଚମତ୍କାରୀ ଉପାୟ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପୁରୁଣା ରୁ ପୁରୁଣା ଆଣ୍ଠୁ ଗଣ୍ଠି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ । ଆଜିର ଏହି ହିଁ ଉପଚରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକତା ପଡ଼ିବ ସେହି ସାମଗ୍ରିଟି ହେଉଛି ଗୋଲ ମରିଚ ।

ଆପଣ ପ୍ରଥମେ ୭ ଟି ଗୋଲମରିଚ ନେଇ ଗୁଣ୍ଡ କରିଦିଅନ୍ତୁ ଏହା ଗୁଣ୍ଡ ହେବା ପରେ ଆପଣ ଏହି ଗୁଣ୍ଡରେ ଏକ ଚାମଚ୍ ଅଦା ରସ ପକାନ୍ତୁ ଏବେ ଆପଣ ଏହି ମିଶ୍ରଣକୁ କିଛି ସମୟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଏବେ ଆପଣ ଏକ ଗ୍ଲାସ୍ କ୍ଷୀର ଗରମ୍ କରନ୍ତୁ ଏହା ନଖ ଉଷୁମ୍ ହେବା ପରେ ଆପଣ ଏହି ମିଶ୍ରଣ ଟିକୁ କ୍ଷୀର ସହିତ ମିଶାଇ ବା ପରେ ଆପଣ ଏହି କ୍ଷୀରରେ ଚିମୁଟା ଏ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ

ଏବେ ଆପଣ ଏହି ସବୁ ଜିନିଷକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ସବୁ ଜିନିଷକୁ ମିଶାଇବା ପରେ ଆପଣ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କ ପୁରୁଣା ପୁରୁଣା ଆଣ୍ଠୁ ଗଣ୍ଠି ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ ଓ ଆପଣଙ୍କ ଆଣ୍ଠୁ ଗଣ୍ଠି ନୂଆ ପରି ହୋଇଯିବ ଓ ଆପଣଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ତ ପ୍ରକାର କଷ୍ଟ ଦୂର ହୋଇଯିବ ।

 

 

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button