ଜ୍ୟୋତିଷ

: ମଙ୍ଗଳ ସୂତ୍ର ସ୍ୱାମୀ ଜୀବନରେ ଆଣିଥାଏ ବଡ଼ ବିପଦ ,ଭୟଙ୍କର କଥା ଭୁଲରେ ମହିଳା ମାନେ କରନ୍ତୁ ନାହିଁ ଏହି ସବୁ କାମ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଜାଣିବା ମଙ୍ଗଳ ସୂତ୍ର କଣ ଏବଂ କିପରି ବ୍ୟବହାର କରିବା ଦ୍ୱାରା ସ୍ୱାମୀର ଆୟୁଷ ହାନି ହୋଇଥାଏ ଏବଂ କଣ କିପରି କରିବା ଦ୍ୱାରା ସ୍ୱାମୀର ଆୟୁଷ ବଢ଼ିବା ସହିତ ଉନ୍ନତି ମଧ୍ୟ ହୋଇଥାଏ ମଙ୍ଗଳ ସୂତ୍ରର ଏହି ମହିମା ଜାଣିବା ଉଚିତ କାହିଁ କେଉଁ ଯୁଗରୁ ଅନେକ ପ୍ରକାର ପରମ୍ପରା ଆମେ ମାନି ଅଛୁ ଏଥି ମଧ୍ୟରୁ ଗୋଟିଏ ହେଉଛି ମଙ୍ଗଳ ସୂତ୍ର ହିନ୍ଦୁ ଧର୍ମରେ ମଙ୍ଗଳସୂତ୍ରକୁ ବହୁତ ଗୁରୁତ୍ୱ ଦିଆ ଯାଇଥାଏ ବିବାହିତ ମହିଳାକୁ ସଧବାର ପରିଚୟ ଦେଇଥାଏ ଏହି ମଙ୍ଗଳ ସୂତ୍ର ବିନା ମଙ୍ଗଳ ସୂତ୍ରରେ କୌଣସି ବିବାହ ମାର୍ଜିତ ଅଟେ ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ ବସ୍ତୁ |

ନମ୍ବର 1 କୌଣସି ବିବାହିତ ନାରୀ କାହା ମଙ୍ଗଳସୂତ୍ର ପିନ୍ଧିବା ବର୍ଜିତ ଅଟେ ଏବଂ ନିଜ ମଙ୍ଗଳ ସୂତ୍ର ଗଳାରେ ଖୋଲି ଦେବା ଅଶୁଭ ହୋଇଥାଏ ସେ ଯେତେ ଚିହ୍ନ ପରିଚୟ ହୋଇଥାଉନା କାହିଁକି ଏହା ଦ୍ୱାରା ସ୍ୱାମୀର ଆୟୁଷ କମ ହୋଇଥାଏ ଏବଂ ଭଲ ପାଇବାରେ ମଧ୍ୟ କମ ଦେଖା ଦେଇଥାଏ |

ନମ୍ବର 2 ଜଣେ ବିବାହିତ ମହିଳା ପାଇଁ ଶଙ୍ଖା ,ସିନ୍ଦୂର , ପାଉଁଜି ,ଝୁଣ୍ଟିଆ ଇତ୍ୟାଦି ଯେତିକି ମହତ୍ୱପୂର୍ଣ୍ଣ ହୋଇଥାଏ ଏହାଠାରୁ ଢେର ଅଧିକ ମଙ୍ଗଳ ସୂତ୍ର ହୋଇଥାଏ ଏହା ସ୍ୱାମୀର ଅସ୍ତିତ୍ତ୍ୱର ପରିଚୟ ଦେଇଥାଏ ଏଣୁ ନିଜ ସ୍ୱାମୀର ଲମ୍ବା ଆୟୁଷ ପାଇଁ ସଧବା ମହିଳା ମାନେ ମଙ୍ଗଳସୂତ୍ର ଗଳାରେ ଧାରଣା କରିବା ଅତ୍ୟନ୍ତ ଜରୁରୀ ଅଟେ |

ନମ୍ବର 3 ମଙ୍ଗଳସୂତ୍ରର ମାଳି କାହିଁକି କଳାରଙ୍ଗର ହୋଇଥାଏ କାରଣ କଳା ରଙ୍ଗ କାହାର ବି ଖରାପ ନଜର ଦୋଷକୁ ରକ୍ଷା କରିଥାଏ ଏହି କାରଣରୁ ମଙ୍ଗଳସୂତ୍ରରେ କଳା ମାଳିର ଉପଯୋଗ କରାଯାଏ ଯେପରିକି ଦାମ୍ପତ୍ୟ ଜୀବନରେ କାହାର ବି ନଜର ନ ଲାଗୁ |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button