ସ୍ୱାସ୍ଥ୍ୟ

ଡାଇବେଟିସ୍ ଯେତେବି ପୁରୁଣା ହେଲେବି ୧୫ଦିନରେ କମିଜିବ ସକାଳୁ ପ୍ରତିଦିନ ନିଶ୍ଚୟ ସେବନ କରନ୍ତୁ ଦେଖିବେ ଫାଇଦା

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପୁରୁଣା ରୁ ପୁରୁଣା ଡାଇବେଟିସ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ ଓ ଆପଣଙ୍କ ଡାଇବେଟିସ କୁ ନିୟନ୍ତ୍ରଣ କରିବାକୁ ଆପଣଙ୍କୁ ସାହାଯ୍ୟ କରିବ । ଏହି ଉପଚାର ପ୍ରସ୍ତୁତ କରିବାକୁ ଆପଣଙ୍କୁ ଆବଶ୍ୟକତା ପଡ଼ିବ |

ପ୍ରଥମ ଅଁଳା ଗୁଣ୍ଡ , ମେଥି , କଳା ଜିରା , ହଳଦୀ ଏବଂ ତେଜ ପତ୍ର ଶେଷରେ କିଛି ଲବଙ୍ଗ ଆବଶ୍ୟକତା ଆପଣଙ୍କୁ ପଡ଼ିବ । ପ୍ରଥମେ ଆପଣ ଏହି ସବୁଜ ସାମଗ୍ରୀ ଗୁଡ଼ିକୁ ଗ୍ରାଇଣ୍ଡର ସହାୟତାରେ ଭଲଭାବେ ଗୁଣ୍ଡ କରିଦିଅନ୍ତୁ ଏହାର ଆପଣ ଏହି ସବୁ ଗୁନ୍ଦକୁ ଏକ ପାତ୍ରରେ ମିଶାଇ ଏହାର ସେବନ ଥଣ୍ଡା ପନିସହିତ ମିଶାଇ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ନିୟମିତ ଭାବରେ ସେବନ କରନ୍ତୁ

ଏହା ଏକ ପ୍ରାକୃତିକ ଉପଚାର ହୋଇଥିବାରୁ ଆପଣଙ୍କୁ ଏହାର କୌଣସି ଖରାପ ପ୍ରଭାବ ଡ କହିବାକୁ ମିଳିବ ନାହିଁ ଆଉ ମାନେ ରଖନ୍ତୁ ଦଶକବନ୍ଧୁ ଏହାକୁ ଆପଣ ଖାଇବା ଠିକ୍ ଅଧ ଘଣ୍ଟା ପୂର୍ବରୁ କରନ୍ତୁ ଦେଖିବେ ଏହାର ସେବନ ଦ୍ଵାରା ଆପଣଙ୍କ ଡାଇବେଟିସ ବା ମଧୁମେୟ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ନିୟନ୍ତ୍ରଣକୁ ଫେରି ଆସିବ ।

 

 

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button