ସ୍ୱାସ୍ଥ୍ୟ

ଅର୍ଶ ( Piles ) ଭଲ କରିବାର ଚମତ୍କାରୀ ଘରୋଇ ଉପାୟ, କେବଳ ମାତ୍ର 7 ଦିନରେ ଅର୍ଶ ମୂଳରୁ ଶେଷ କରନ୍ତୁ ଏହି ଛୋଟିଆ ଉପାୟ ମାଧ୍ୟମରେ

ବନ୍ଧୁଗଣ ଭୁଲ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଦ୍ୱାରା ଆମକୁ ଅର୍ଶ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ । ଅର୍ଶ ଭଳି ସମସ୍ୟା ଥରେ ଉତ୍ପନ ହେଲେ ବ୍ୟକ୍ତିକୁ ବହୁତ ଅସୁବିଧା ହୋଇଥାଏ । ବ୍ୟକ୍ତି ଠିକ ଭାବରେ ବସା ଉଠା କରିପାରେ ନାହିଁ । ଅର୍ଶ ଭଲ କରିବା ପାଇଁ ଅପରେସନ କରିବାକୁ ପଡ଼ିଥାଏ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ଅର୍ଶ ଭଳି ସମସ୍ୟା ଦୂର କରିବ ଏବଂ ଅର୍ଶରେ ଯେଉଁ ମାଂସ ଖଣ୍ଡ ଝୁଲି ପଡ଼ିଥାଏ ତାହାକୁ ମଧ୍ୟ ଏହା ଦୂର କରିବାରେ ବହୁତ ଅଧିକ ଚମତ୍କାରି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅର୍ଶ ବା ଅର୍ଶଭଳି ସମସ୍ୟା କୁ ଦୂର କରିବା ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀ ଏବଂ ପ୍ରୟୋଗ କିପରି କରିବେ ।

ବନ୍ଧୁଗଣ ଅର୍ଶ ବା ଅର୍ଶବଳି ଭଳି ସମସ୍ୟା କୁ ଦୂର କରିବା ପାଇଁ ପ୍ରଥମେ ଆପଣଙ୍କୁ ଯେଉଁ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି କର୍ପୁର ଖଣ୍ଡ । କର୍ପୁର ଅର୍ଶ ପାଇଁ ବହୁତ ଭଲ ଘରୋଇ ଉପଚାର ହୋଇଥାଏ । ଏହା ଆପଣଙ୍କୁ ଆପଣଙ୍କ ପୂଜା ଘରୁ ବହୁତ ସହଜରେ ମିଳିଯିବ । ପ୍ରଥମେ ୪ ରୁ ୫ ଟି କର୍ପୁର ନିଅନ୍ତୁ ଏବଂ ଏହାକୁ ଗୁଣ୍ଡ କରିଦିଅନ୍ତୁ । ଏହାପରେ ଗୋଟେ ଫାଳ ଲେମ୍ବୁ ନିଅନ୍ତୁ ଏବଂ ଏଥିରୁ ତିନି ରୁ ଚାରି ଠୋପା ଲେମ୍ବୁ ରସ ମିଶାନ୍ତୁ ।

ଏହା ପରେ ଶୁଦ୍ଧ ହଳଦୀ ଗୁଣ୍ଡ ନିଅନ୍ତୁ । ହଳଦୀର ଆଣ୍ଟିମେଟେରିଆଲ ଗୁଣ ଭରପୁର ମାତ୍ରାରେ ରହିଥାଏ ଯାହା ସମସ୍ତ ଚର୍ମ ରୋଗ ପାଇଁ ବରଦାନ ପରି କାମ କରିଥାଏ । ଏହା ସହିତ ଆପଣଙ୍କ ଅର୍ଶ ରେ ହେଉଥିବା ଯନ୍ତ୍ରଣା କୁ ମଧ୍ୟ କମ କରିବାପାଇଁ ଏହା ବହୁତ ଅଧିକ ଭଲ ହୋଇଥାଏ । ତେବେ ଏଥିରେ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ । ଶେଷ ସାମଗ୍ରୀ ଯାହାର ଆବଶ୍ୟକ ରହିଛି ତାହା ହେଉଛି କ୍ୟାଷ୍ଟର ଅଏଲ ଏହାକୁ ଜଡ଼ା ତେଲ ବୋଲି ମଧ୍ୟ କୁହାଯାଏ ।

ଏହା ଆପଣଙ୍କୁ କୌଣସି ବି ତେଜରାତି ଦୋକାନ ରୁ ଅତି ସହଜରେ ମିଳିଯିବ । ଜଡ଼ା ତେଲ ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ସେଥିପାଇଁ ଆପଣ ଏଥିରେ ଗୋଟେ ଚାମଚ କ୍ୟାଷ୍ଟର ଅଏଲ ମିଶାନ୍ତୁ । ଏବେ ଆପଣ ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଏହି ଉପଚାର ପ୍ରସ୍ତୁତ । ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ ହୋଇଥାଏ ।

 

ଏହାକୁ ଆପଣ କେବଳ ଏକ ସପ୍ତାହ ଆପଣଙ୍କ ଅର୍ଶ ହେଉଥିବା ସ୍ଥାନରେ ବ୍ଯବହାର କରନ୍ତୁ ଦେଖିବେ ଆପଣଙ୍କ ଅର୍ଶ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ବନ୍ଧୁଗଣ ଏହାକୁ ଲଗେଇବା ପୂର୍ବରୁ ଆପଣ ଆପଣଙ୍କ ଅର୍ଶ ହେଇଥିବା ସ୍ଥାନକୁ ଭଲ ଭାବରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ ଏବଂ ଏହା ପରେ ଆପଣ ଏହି ପେଷ୍ଟ ଟି ନିଅନ୍ତୁ ଏବଂ ସେହି ଜାଗାରେ ଲଗାନ୍ତୁ । ଏହା ପରେ ଅଧ ଘଣ୍ଟା ଏହାକୁ ଶିଖିବାକୁ ଛାଡି ଦିଅନ୍ତୁ । ଦେଖିବେ ଖୁବ ଶୀଘ୍ର ଆପଣଙ୍କ ଅର୍ଶ ଭଳି ସମସ୍ୟା ଦୂର ହେବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button