7 ଦିନରେ ହିଁ Thyroid ହେବ ଦୂର, କେବଳ କରନ୍ତୁ ଏହି ଘରୋଇ ଉପାୟ
ଥାଇରଏଡ଼ ଏକ ଏମିତି ରୋଗ ଅଟେ ଯାହାକି ସମୟ ସହିତ ଗମ୍ଭୀର ହୋଇଯାଏ । ଥାଇରଏଡ଼ ଏକ ଗଣ୍ଠି ଅଟେ ଓ ଏହା ଆମର ବେକର ଥାଏ । ଏହା ହରମନ କ୍ଷରଣ କରିଥାଏ . ଯାହାକି ଆମ ଶରୀରର ମେଟାବଲଜିମକୁ ନିୟନ୍ତ୍ରଣ କରିଥାଏ । ଯଦି ଏହି ଥାଇରଏଡ଼ ଅଧିକ ହରମନ କ୍ଷରଣ କରେ ତେବେ ଏହାକୁ ହାଇପର ଥାଇରଏଡ଼ଜିମ କୁହାଯାଏ । ସେହିଭଳି ଯଦି ଏହି ଗଣ୍ଠି କମ ହରମନ କ୍ଷରଣ କରେ ତେବେ ଏହାକୁ ହାଇପୋ ଥାଇରଏଡ଼ଜିମ କୁହାଯାଏ ।
ଥାଇରଏଡ଼ ହେବା ମାତ୍ରେ ଏହାର କିଛି ଲକ୍ଷଣ ନଜର ଆସିଥାଏ ଓ ଏହି ଲକ୍ଷଣ ନଜର ଆସିବା ପରେ ଯଦି ଆପଣ ଚିକିତ୍ସା କରାଇ ନେବେ ତେବେ ଥାଇରଏଡ଼ ଭଲ ହୋଇଯିବ । କିନ୍ତୁ ଆଜି ଆମେ ଆପଣଙ୍କୁ ଥାଇରଏଡ଼ ରୋଗକୁ ମୂଳରୁ ଭଲ କରିବା ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବୁ ।
ଆପଣଙ୍କୁ ଯଦି ଥାଇରଏଡ ହୋଇଛି ତେବେ ପ୍ରଥମ ଘରୋଇ ଉପଚାରରେ ଧନିଆପତ୍ର, ଅଦା, ଅମୃତଭଣ୍ଡା, ହଳଦୀ, ଲେମ୍ବୁକୁ ମିଶ୍ରଣ କରି ସେବନ କରନ୍ତୁ । ଏହି ଉପଚାରକୁ ତିଆରି କରିବା ପାଇଁ ପ୍ରଥମେ ଦୁଇଟି ପାତ୍ରରେ ଅମୃତଭଣ୍ଡାର ଚୋପା ଛଡାଇ ତାକୁ ଛୋଟ ଛୋଟ ଖଣ୍ଡ କରି ରଖନ୍ତୁ ।
ଏଥିରେ ଗୋଟିଏ ଚାମଚ ଲେମ୍ବୁ ରସ, ଅଧ ଚାମଚ ହଳଦୀ ଗୁଣ୍ଡ, ଗୋଟିଏ ଚାମଚ ଅଦା ରସ, କିଛି ଧନିଆ ପାତ୍ର ମିଶାଇ ଏହି ସବୁକୁ ଗ୍ରାଇଡିଙ୍ଗ କରି ଦିଅନ୍ତୁ । ବର୍ତ୍ତମାନ ଆପଣନାକ ଜୁସ ପ୍ରସ୍ତୁତ ହୋଇଗଲା । ଏହି ଜୁସକୁ ଆପଣ ସକାଳେ ଓ ସନ୍ଧ୍ୟା sମୟରେ ସେବନ କରନ୍ତୁ । ଏହି ଜୁସରେ ଭିଟାମିନ A ଓ C ଥାଏ ଯାହାକି
ଦ୍ଵିତୀୟ ଉପଚାର ପାଇଁ ଆପଣ ବ୍ରୋକାଳି, ପୋଦିନା ପତ୍ର, ଅଦା, ଗୋଲମରୀଚ, ଜୁସର ସେବନ କରନ୍ତୁ । ଏହି ଜୁସର ତିଆରି କରିବା ପାଇଁ ଆପଣ ବ୍ରୋକାଳିକୁ ଭଲ ଭବାରେ ଧୋଇ ୫ ମିନିଟ ପର୍ଯ୍ୟନ୍ତ ଗରମ ପାଣିରେ ଫୁଟାନ୍ତୁ । ଗୋଟିଏ ପାତ୍ରରେ କିଛି ବ୍ରୋକାଳି ନେଇ ସେଥିରେ ୪ – ୫ ଟି ପୋଦିନା ପତ୍ର, ଗୋଟିଏ ଚାମଚ ଅଦା, କିଛି ଗ୍ଲୋମାରିଚ ମିଶାଇ ଏହାକୁ ଗ୍ରାଇଣ୍ଡର ଗ୍ରାଇଡିଙ୍ଗ କରି ଦିଅନ୍ତୁ । ଏହି ଜୁସକୁ ବି ଆପଣ ସବୁଦିନ ସକାଳେ ଓ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ବ୍ରୋକଲି ହାଇପର ଥାଇରଏଡ଼ଜିମକୁ କମ କରିବାରେ ସାହାର୍ଯ୍ୟ କରିଥାଏ ।
ତୃତୀୟ ଉପଚାର ପାଇଁ ଆପଣ ଅଁଳା, ମହୁ ଓ ତ୍ରିଫଳା ନିଅନ୍ତୁ । ଏଥିପାଇଁ ପ୍ରଥମେ ଆପଣ ଅଁଳାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଅଳ୍ପ କିଛି ଅଁଳା ନେଇ ସେଥିରେ ଗୋଟିଏ ଚାମଚ ତ୍ରିଫଳାର ଗୁଣ୍ଡ, ଦୁଇ ଚାମଚ ମହୁ ମିଶାନ୍ତୁ । ଏହାକୁ ମିକ୍ସ କରି ସବୁଦିନ ସକାଳେ ଓ ସନ୍ଧ୍ୟା ସମୟରେ କରନ୍ତୁ । ତେବେ ଏହି ପୋଷ୍ଟ ଟି ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।