ସ୍ୱାସ୍ଥ୍ୟ

ରାତିରେ ୧ ଗ୍ଲାସ୍ ପିଅନ୍ତୁ, ବାତ, ପିତ, କଫ, ଆଣ୍ଠୁଗଣ୍ଠି, ଡାଇବେଟିସ, ବ୍ଲଡ଼ ପ୍ରେସର୍, ଗ୍ୟାସ୍ |‌‌ ୧୨୦ ବର୍ଷ ବଞ୍ଚିବେ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ବାତ, ପୀତ, କଫ ସମ୍ବଧିତ ଅନେକ ପ୍ରକାରର ସମସ୍ଯା ଦୂର କରିଥାଏ । ପ୍ରତିଦିନ ସକାଳୁ ଏହାକୁ ଖାଲି ପେଟରେ ସେବନ କରିବାକୁ ହେବ । ଯଦି ଆପଣ ଏହାର ଏହିପରି ସେବନ କରିବେ ତେବେ ଜୀବନରେ କେବେ ଶୀର ବ୍ଲକେଜ, ଆଁଠୁ ଗଣ୍ଠି ଭଳି ସମସ୍ଯା ହେବ ନାହି । ଆପଣଙ୍କର ହାଡ ଶକ୍ତିଶାଳୀ ହୋଇଯିବ ।

ପ୍ରାୟତଃ 300 ପ୍ରକାରର ରୋଗ ଆପଣଙ୍କ ଶରୀରରୁ ଦୁଆର ହୋଇଯିବ । ଆପଣ ଅନେକ ପ୍ରକାର ରୋଗରୁ ବଞ୍ଚିକି ରହିବେ । ଉଚ୍ଚ ରକ୍ତଚାପ କନ୍ତୋଳ ହେବା ସହ କୋଲେଷ୍ଟ୍ରୋଲ ଠିକ ରହିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ । କେବଳ ଏହି ଗୋଟେ ଉପଚାର ଅନେକ ପ୍ରକାରର ରୋଗ ଠିକ ହେବ । ଯଦି ଆପଣ ଠିକ ଉପାୟରେ ଏହାକୁ ବନାଇ ଏହାର ସେବନ କରିବେ ତେବେ ଏହା ଆପଣଙ୍କ ଶରୀରରୁ ଅନେକ ପ୍ରକାରର ରୋଗ ଦୂର କରିବ ।

ଏହି କଥା ତ ଆପଣ ଜାଣିଥିବେ ଆମ ଶରୀରରେ କୌଣସି ରୋଗ ଜନ୍ମ ହେବାର 2ଟି ପ୍ରମୁଖ କାରଣ ହୋଇଥାଏ । ଯେମିତି କି ପେଟ ଖରାପ ରହିଲେ ଶରୀରରେ ଅନେକ ରୋଗ ଜନ୍ମ ନେଇଥାଏ । ଦ୍ଵିତୀୟ ରେ ଅନେକ ରୋଗ ଆମ ଶରୀରରେ ଭିଟାମିନ୍ସ ଓ ମିନେରାଲ ଅଭାବରୁ ହୋଇଥାଏ । ତେବେ ଏହି ଏହି ରେମେଡି ବନାଇବା ପାଇଁ 3ଟି ସାମଗ୍ରୀ ର ଆବଶ୍ୟକ ପଡିବ ।

ପ୍ରଥମ ସାମଗ୍ରୀ ଜୀରା ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଜୀରା ର ଫାଇଦା ବିଷୟରେ ଅନେକ ଲୋକ ଜାଣିଥିବେ । ଜୀରା ପେଟ ଜନିତ ରୋଗ ପାଇଁ ପ୍ରାକୃତିକ ଉଶ୍ଚ ଅଟେ । ରକ୍ତ ଅଭାବକୁ ଦୂର କରିଥାଏ, ପାଚନ କ୍ରିୟାକୁ ଶକ୍ତିଶାଳୀ କରିଥାଏ, ମୋଟାପଣ କୁ ଦୂର କରିଥାଏ ଜୀରା । ଏଥିପାଇଁ ଆପଣ ଅଧା ଚାମଚ ଜୀରା ର ପ୍ରୟୋଗ କରନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଗୋଟା ଧନିଆ ।

ଯାହା ମୋଟାପଣ ସମସ୍ୟାକୁ ଦୂର କରିବା ପାଇଁ ରାମବାଣ ଔଷଧ ଅଟେ । ଧନିଆ କୁ ଆପଣ ଅଧା ଚାମଚ ନିଅନ୍ତୁ । ଶେଷ ସାମଗ୍ରୀ ହେଉଛି ପାନମଧୁରୀ ଯାହା ରକ୍ତକୁ ସଫା କରିଥାଏ । ଆଖିର ଆଲୋକ ବଢାଇଥାଏ । ଏହି 3ଟି ସାମଗ୍ରୀ କୁ ଏକ ଗ୍ଳାସ ପାଣି ରେ ଭିଯାଇ ରାତି ସାରା ରଖନ୍ତୁ । ଏବେ ଏହି ପାଣି କୁ ସକାଳୁ ଛାଣି ନିଅନ୍ତୁ । ଏବେ ଆପଣ ଗ୍ଯାସ ରେ ଏକ ପାତ୍ରରେ ଏହି ପାଣି କୁ ଭଲ ଭାବେ ଫୁଟାନ୍ତୁ ।

ତା ପରେ ଆପଣ ଏହାକୁ ଛାଣି ଏହାର ସେବନ କରି ପାରିବେ । ବିନା ଛାଣି ମଧ୍ୟ ଆପଣ ଏହାର ସେବନ କରି ପାରିବେ । ଆପଣ ନିଜର ଶ୍ଵା ପାଇଁ ମହୁର ସେବନ କରି ପାରିବେ । ଯଦି ଆପଣଙ୍କର ଡାଇବେଟିସ ଭଳି ସମସ୍ଯା ଅଛି ତେବେ ଏଥିରେ ମହୁର ପ୍ରୟୋଗ କରନ୍ତୁ ନାହି । ଆପଣ ସକାଳୁ ଖାଲି ପେଟରେ ଏହାର ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button